Latest Odisha News

BREAKING NEWS

Browsing Tag

Rescued

[ଭିଡିଓ] ୧୫ ଫୁଟ୍ ଗଭୀର ବୋରୱେଲ୍‌ରୁ ଉଦ୍ଧାର ବର୍ଷକର ଶିଶୁକନ୍ୟା

ଭୁବନେଶ୍ୱର: ବର୍ଷକର ଶିଶୁକନ୍ୟା ଦୀର୍ଘ ୬ ଘଣ୍ଟା ଧରି ଜାରି ରଖିଥିଲା ଜୀବନ ସଂଘର୍ଷ । ଶେଷରେ ୧୫ ଫୁଟ୍ ଗଭୀର ବୋରୱେଲ୍‌ରୁ ଶିଶୁକନ୍ୟାକୁ ସଫଳତାର ସହ ଉଦ୍ଧାର କରାଯାଇପାରିଛି । ଏହି ଘଟଣା ବିଷୟରେ ପଢିବା ଯେତିକି କଷ୍ଟଦାୟକ ଉଦ୍ଧାର ବେଳର ଦୃଶ୍ୟ ଦେଖିଲେ ଦେହ ଶୀତେଇ ଉଠେ । ଗତକାଲି…

[ଭିଡିଓ] କମ୍ବଳ ଭିତରୁ ବାହାରିଲା ବିରାଟକାୟ ଚନ୍ଦନ ବୋଡା ସାପ

ବାରିପଦା: ଶୀତଦିନେ ଉଷ୍ମତା ପାଇବା ପାଇଁ ଜୀବଜନ୍ତୁ କିମ୍ବା ସରୀସୃପ ଘରେ ପଶିବାର ସମ୍ଭାବନା ଥାଏ । ଏହି ଧାରାରେ ମୟୁରଭଂଜ ଜିଲ୍ଲା ବାରିପଦାରୁ ସାମ୍ନାକୁ ଆସିଛି ଏକ ଲୋମଟାଙ୍କୁରା ଦୃଶ୍ୟ । ପ୍ରଳୟ କୁମାର ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ଘରେ ଉଦ୍ଧାର ହୋଇଛି ଏକ ବିରାଟକାୟ ଅଜଗର ସାପ ।…

ତେଲେଙ୍ଗାନାରେ ଉଦ୍ଧାର ଦାଦନ ଶ୍ରମିକ, କେତେ ସଜାଗ ଶ୍ରମ ବିଭାଗ ?

ରାୟଗଡା: ବେଶ କିଛିଦିନ ପୂର୍ବରୁ ସାମନାକୁ ଆସିଥିଲା ଗୁଣ୍ଟୁର ଜିଲ୍ଲା ଚିଙ୍ଗୁଡି ଫ୍ୟାକ୍ଟ୍ରୀରେ ଘଟିଥିବା ଅଭାବନୀୟ ଘଟଣା । ପ୍ରାଣ ହରାଇଥିଲେ ରାୟଗଡା ଓ ଗଜପତି ଜିଲ୍ଲାର ଦାଦନ ଶ୍ରମିକ । ଏହି ଘଟଣା ପରେ ଲୋକେ ଭାବିଥିଲେ ବୋଧ ହୁଏ ଶ୍ରମ ବିଭାଗର ଚେତା ପଶିଛି । ହେଲେ ଅନ୍ୟ ଏକ ଘଟଣାକୁ ନେଇ…

ମାନବିକତା ପାଇଁ ବଂଚିଲା ମୟୂର ଜୀବନ

ବୌଦ୍ଧ: ଆଜି ବି ବଂଚିଛି ମାନବିକତା । ଏ କଥାକୁ ପ୍ରମାଣିତ କରିଛନ୍ତି ବୌଦ୍ଧ ଜିଲ୍ଲା ପୋଡାପଦର ଗାଁର ଲୋକେ । ବିଲରେ ଅସହାୟ ଅବସ୍ଥାରେ ପଡିଥିବା ଏକ ମୟୂରକୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି ପୋଡାପଦର ଗାଁ ବାସିନ୍ଦା । ଆଜି ସକାଳୁ ଉମା ଚୌହାନ ନାମକ ଜଣେ ମହିଳା କିଛି କାମ…

ଶୋଇବା ଘରୁ ଉଦ୍ଧାର ହେଲା ୧୦ ଫୁଟ ଲମ୍ବର ଅହିରାଜ, ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ୍

ଗଞ୍ଜାମ: ଶୋଇବା ଘରେ ପଶିଥିଲା ଏକ ଅହିରାଜ ସାପ । ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ୍ । ଗଞ୍ଜାମ ଜିଲ୍ଲାର ଖଲିକୋଟ ବେଗୁନିଆ ପଡା ଅନ୍ତର୍ଗତ ଗୁରୁଝରି ଗାଁର ଧନୁର୍ଦ୍ଧର ମହାନ୍ତିଙ୍କ ଶୋଇବା ଘରେ ୧୦ ଫୁଟ ଲମ୍ବର ଏକ ଅହିରାଜ ସାପ ପଶିଯାଇଥିଲା । ସାପଟି ଘରର କାନ୍ଥରେ ଥିବା କଣା ଭିତରେ ପଶିଥିଲା…

୮୯୪ ନିଖୋଜ ଶିଶୁ ଉଦ୍ଧାର, ୮ ଦିନରେ ଉଦ୍ଧାର କଲା ଓଡ଼ିଶା ପୋଲିସ 

ଭୁବନେଶ୍ୱର: ରାଜ୍ୟରେ ନିଖୋଜ ପିଲାଙ୍କୁ ଉଦ୍ଧାର କରିବାକୁ ଓଡ଼ିଶା ପୋଲିସ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଥିଲା । ଏହି ଅଭିଯାନରେ ମାତ୍ର ୮ ଦିନ ମଧ୍ୟରେ ୮୯୪ଜଣ ନିଖୋଜ ଶିଶୁଙ୍କୁ ଉଦ୍ଧାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ଅଭୟ । ନିଖୋଜ ପିଲାଙ୍କ ମଧ୍ୟରେ ୯୪ଜଣ ବାଳକ ଓ…

ମେଡିକାଲ ପରିସରରୁ ନବଜାତ ଶିଶୁ ଉଦ୍ଧାର

ଯାଜପୁର: ଯାଜପୁର ମୁଖ୍ୟ ଡାକ୍ତରଖାନା ପରିସରରୁ କ୍ଷତାକ୍ତ ଅବସ୍ଥାରେ ଜଣେ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର । ସୂଚନା ଅନୁଯାୟୀ ଆଜି ବଢ଼ି ଭୋରୁ ଜଣେ ସପେଂଇ କର୍ମୀ ଡାକ୍ତରଖାନା ପରିସରରେ ସଫା କରୁଥିବା ବେଳେ ଏକ ନବଜାତ ଶିଶୁ ପୁତ୍ରକୁ…

ମଧ୍ୟପ୍ରଦେଶରୁ ଉଦ୍ଧାର ହେଲେ ବିକ୍ରି ହୋଇଥିବା ୨ ଓଡ଼ିଆ ଝିଅ; ୩ ଦଲାଲ ଗିରଫ

ବାରିପଦା: ଗୋରୁମହିଷାଣି ପୋଲିସ ବୁଧବାର ମୟୂରଭଞ୍ଜ ଜିଲ୍ଲାରେ ଯୁବତୀ ମାନଙ୍କୁ ବିକ୍ରି କରୁଥିବା ଏକ ରାକେଟକୁ ଠାବ କରିବା ସହ ୩ ଜଣ ଦଲାଲଙ୍କୁ ମଧ୍ୟ ଗିରଫ କରିଛି। ପଶ୍ଚିମବଙ୍ଗର ଏହି ୩ ଅଭିଯୁକ୍ତ ରାକେଶ ରାଣା, ଦୀପକ ରାଣା ଏବଂ ସୁଇଜ କୁଲିଆଙ୍କୁ ପୋଲିସ ଗିରଫ କରିଛି। ପୋଲିସର…

ଦେଢବର୍ଷ ପରେ ଶୌଚାଳୟରୁ ଉଦ୍ଧାର ହେଲେ ମହିଳା !

ହରିୟାଣା: ଜଣେ ୩୫ ବର୍ଷୀୟା ମହିଳାଙ୍କୁ ଶୌଚାଳୟରେ ରହିବାକୁ ବାଧ୍ୟ କରାଯାଇଥିଲା । ଦିନେ କି ଦୁଇଦିନ ନୁହେଁ ବରଂ ଦୀର୍ଘ ଦେଢ ବର୍ଷ ଧରି ସେ ଶୌଚାଳୟରେ ବନ୍ଦ ଥିଲେ । ତେବେ ଏପରି ଅମାନବୀୟ ଘଟଣା ଅନ୍ୟ କେହି ନୁହେଁ ବରଂ ଖୋଦ ସେହି ମହିଳାଙ୍କ ସ୍ୱାମୀ ହିଁ ଘଟାଇଥିଲେ । ପାନିପତ ଜିଲ୍ଲାର…

ଟ୍ରକ୍ ମଧ୍ୟରୁ ଉଦ୍ଧାର ହେଲା ଅଜଗର

ଭବାନୀପାଟଣା: ରାୟଗଡା ଜିଲ୍ଲାରେ ଶୁକ୍ରବାର ଦିନ ବନ କର୍ମଚାରୀମାନେ ଏକ ଟ୍ରକ୍ ମଧ୍ୟରୁ ପାଖାପାଖି ୭ ଫୁଟ୍ ଲମ୍ବର ଏକ ଅଜଗରକୁ ଉଦ୍ଧାର କରିଛନ୍ତି । ପ୍ରାପ୍ତ ସୂଚନାନୁଯାୟୀ, ଭବାନୀପାଟଣାରୁ ପ୍ରାୟ ୧୬ କିମି. ଦୂରରେ ଥିବା ଛଟିକୁଡା ଗ୍ରାମ ନିକଟରେ ଜଣେ ଟ୍ରକ୍ ଡ୍ରାଇଭର୍ ଗାଡିର ପଛ ଚକାରେ…