Latest Odisha News
Browsing Tag

Rourkela Municipal Corporation

ସ୍ୱଚ୍ଛ ହେବ ଇସ୍ପାତ ନଗରୀ, ପ୍ରତି ଶନିବାର ହେବ ‘ଶନିବାର ସ୍ୱଚ୍ଛାଗ୍ରହ’ କାର୍ଯ୍ୟକ୍ରମ

ରାଉରକେଲା: ଆଜି ସ୍ଥାନୀୟ ଛେଣ୍ଡ କଲୋନୀ ସ୍ଥିତ ଭି. ଏସ.ଏସ. ମାର୍କେଟରେ ରାଉରକେଲା ମହାନଗର ନିଗମ ପକ୍ଷରୁ 'ଶନିବାର ସ୍ୱଛାଗ୍ରହ' ନାମରେ ଏକ କ୍ୟାମ୍ପେନ ଆରମ୍ଭ ହୋଇଛି। ସ୍ଵଛ ସର୍ବେକ୍ଷଣ ଅନ୍ତର୍ଗତ ସ୍ଵଛ ବଜାର କାର୍ଯ୍ୟକ୍ରମ ଆଧାରରେ ଏହି କ୍ୟାମ୍ପେନ ଆରମ୍ଭ କରିଛି ମହାନଗର ନିଗମ।…

ରାଉରକେଲାରେ ସେରୋଲଜିକାଲ ସର୍ଭେ ଆରମ୍ଭ

ରାଉରକେଲା : ରାଉରକେଲାରେ ଆଜିଠାରୁ ସେରୋଲଜିକାଲ୍ ସର୍ଭେ ଆରମ୍ଭ ହୋଇଛି । ରାଉରକେଲା ମହାନଗର ନିଗମ ସହଯୋଗରେ ଭୁବନେଶ୍ୱରର ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର ଏହି ସର୍ଭେ କରୁଛି । ଏହି ସର୍ଭେ ୫ ଦିନ ଧରି କରାଯିବ । ତେବେ କ୍ଲଷ୍ଟର ଅନୁଯାୟୀ ସର୍ଭେ କରାଯାଉଛି । ଏଥି ପାଇଁ ୧୭ ଜଣିଆ ଟିମ୍…

ବାହାର ଲୋକଙ୍କୁ ରାଉରକେଲା ମହାନଗର ନିଗମ ଅଫିସ ମନା

ରାଉରକେଲା: ରାଉରକେଲା ମହାନଗର ନିଗମ ଅଫିସ୍‌କୁ ପ୍ରବେଶ ମନା । ସାଧାରଣ ଲୋକଙ୍କୁ ଆର୍‌ଏମ୍‌ସି ଅଫିସ ଯିବାକୁ ବାରଣ କରାଯାଇଛି । ଅଫିସରରେ ୪ ଜଣ ଇଂଜିନିୟରଙ୍କ ସହ କିଛି କର୍ମଚାରୀ ପଜିଟିଭ ଚିହ୍ନଟ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ଏଥିସହ ଅଗଷ୍ଟ ୩୧ ଯାଏଁ ଅଫିସ ଭିତରକୁ ସାଧାରଣ…

ରାଉରକେଲାରେ କୋଭିଡ ନିୟମ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ହ୍ଵାଟ୍ସଆପ ନମ୍ବର ଜାରି

ରାଉରକେଲା: କୋଭିଡ ନିୟମ ଖିଲାପ କରୁଥିଲେ ସାବଧାନ । ଘରୁ ବାହାରିଲେ ଯଦି ମାସ୍କ ପିନ୍ଧ ନାହାନ୍ତି, ସାମାଜିକ ଦ୍‌ୂରତ୍ୱ ମାନୁନାହାନ୍ତି କି ଆବଶ୍ୟକ ସ୍ଥଳେ ହାତ ସାନିଟାଇଜ କରୁନାହାନ୍ତି ତେବେ ଅସୁବିଧାରେ ପଡିପାରନ୍ତି । କାରଣ ଖିଲାପକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଉରକେଲା…

ଜୁଲାଇ ୩୧ ଯାଏ ରାଉରକେଲା ମ୍ୟୁନିସିପାଲିଟି ଅଫିସ ଆସିବାକୁ ଲୋକଙ୍କୁ ମନା

ରାଉରକେଲା: ଲୋକଙ୍କ ପାଇଁ ରାଉରକେଲା ମ୍ୟୁନିସିପାଲିଟି ଅଫିସ ବନ୍ଦ । ଆସନ୍ତା ୩୧ ତାରିଖ ଯାଏଁ ମହାନଗର ନିଗମ କାର୍ଯ୍ୟାଳୟକୁ ନଆସିବା ପାଇଁ ଲୋକଙ୍କୁ ଅପିଲ କରିଛନ୍ତି ଆରଏମସି କର୍ତ୍ତୃପକ୍ଷ । ସର୍ବସାଧାରଣ ପ୍ରବେଶ ଉପରେ କଟକଣା ଜାରି ହୋଇଛି । କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ପଦକ୍ଷେପ…

‘ରାଉରକେଲା ମହାନଗର ନିଗମ’ ଅଧୀନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ଜିଲ୍ଲାପାଳ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ମହାନଗର ନିଗମ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକୁ ଶନିବାର ଦିନ ଜିଲ୍ଲାପାଳ ନିଖିଲ୍ ପୱନ କଲ୍ୟାଣ ବୁଲି ଦେଖିଛନ୍ତି । ରାଉରକେଲା ମହାନଗର ନିଗମର କମିଶନର  ଦିବ୍ୟଜ୍ୟୋତି ପରିଡା ଜିଲ୍ଲାପାଳଙ୍କୁ ପ୍ରକଳ୍ପ କାର୍ଯ୍ୟ ଗୁଡିକୁ ବୁଲି…

ରାଉରକେଲାରେ କଡ଼ାକଡ଼ି ହେଲା କରୋନା କଟକଣା; ମାସ୍କ ପିନ୍ଧିବା ନେଇ ଗୁରୁତ୍ୱ

ରାଉରକେଲା: ରାଉରକେଲା ପ୍ରଶାସନ ପକ୍ଷରୁ ଆଜି ସହରରେ କରୋନା କଟକଣାକୁ ଅଧିକ କଡାକଡି କରିବା ଲାଗି ପଦକ୍ଷେପ ନିଆଯାଇଛି । ଶନିବାର ସକାଳୁ ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆଵୋଲି ସୁନିଲ ନରବଣେ, ଆରଏମସି ଉପାୟୁକ୍ତ ସୁଧାଂଶୁ ଭୋଇ,…

ତାମିଲନାଡୁ ତିରପୁରରୁ ପ୍ରବାସୀ ଟ୍ରେନ୍‌ରେ ଆସିଲେ ୬୯୯ ଯାତ୍ରୀ

ରାଉରକେଲା: ତାମିଲନାଡୁ ର ତିରପୁର ଷ୍ଟେସନରୁ କୋଭିଡ଼ -୧୯ ଲକଡାଉନ ଯୋଗୁ ଫସିରହିଥିବା ପ୍ରବାସୀଙ୍କୁ ନେଇ ବାହାରିଥିବା ଟ୍ରେନ ଆଜି ସକାଳେ ରାଉରକେଲା ଷ୍ଟେସନରେ ପହଂଚିଛି। ମୋଟ ୬୯୯ ଜଣ ଯାତ୍ରିଙ୍କୁ ନେଇ ଟ୍ରେନ ରାଉରକେଲାରେ ପହଂଚିବା ପରେ ସମସ୍ତ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ…

ରାଉରକେଲାରୁ ଉଠିଲା କଣ୍ଟେନମେଣ୍ଟ କଟକଣା

ରାଉରକେଲା: ରାଉରକେଲାର ପ୍ରାୟ ସବୁ ଅଚଂଳରୁ ହଟିଲା କଣ୍ଟେନମେଂଟ କଟକଣା । ପୂର୍ବରୁ କିଛି ଅଂଚଳରୁ କଣ୍ଟେନମେଣ୍ଟ ଆଦେଶ ପ୍ରତ୍ୟାହାର ହୋଇଯାଇଥିବା ବେଳେ ଆଜି ବଳକା ଅଂଚଳରୁ ବି କଣ୍ଟେନମେଣ୍ଟ କଟକଣା ପ୍ରତ୍ୟାହାର କରାଯାଇଛି। ରାଉରକେଲାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସହରର…