Latest Odisha News

BREAKING NEWS

Browsing Tag

Rourkela

ରାଉରକେଲା : ଏନଆଇଟି କଲେଜ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ରାଉରକେଲା : ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନଆଇଟି) କଲେଜର ହଷ୍ଟେଲ କୋଠରୀ ମଧ୍ୟରୁ ସୋମବାର ଦିନ ଜଣେ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଏସ୍ ମୁରିଦ ଅସଲମ୍ ଏନଆଇଟିର ଦ୍ୱୀତୀୟ ବର୍ଷର ଛାତ୍ର ହୋଇଥିବା ବେଳେ ସେ ଖୋର୍ଦ୍ଧା ଅଞ୍ଚଳର ବୋଲି ଜଣାପଡ଼ିଛି ।…

ବାତ୍ୟା ପ୍ରଭାବିତ ଅଞ୍ଚଳକୁ ପୁନରୁଦ୍ଧାର ଲାଗି ଆସିଥିବା ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ

ରାଉରକେଲା : ବାତ୍ୟା ‘ଫନି’ ପ୍ରଭାବିତ ଅଞ୍ଚଳରେ ପୁନରୁଦ୍ଧାର କାର୍ଯ୍ୟ ଲାଗି ଆସିଥିବା ରାଉରକେଲାସ୍ଥିତ ସରକାରୀ ଆଇଟିଆଇ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଛି । ମୃତ ଛାତ୍ରଙ୍କ ନାମ ଭାସ୍କର ସାହୁ ବୋଲି ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ଭୁବନେଶ୍ୱରରେ ବିଦ୍ୟୁତ୍…

ରାଉରକେଲା: ମାଲବାହୀ ଟ୍ରେନର ୨ଟି ବଗି ଲାଇନଚ୍ୟୁତ

ରାଉରକେଲା : ରାଉରକେଲା ଷ୍ଟେସନ୍ ଦେଇ ଯାଉଥିବା ଏକ ମାଲଗାଡି ଟ୍ରେନ୍ କୌଣସି କାରଣବଶତଃ ଲାଇନଚ୍ୟୁତ ହେବାରୁ ସେହି ରୁଟରେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଛି । ମିଳିଥିବା ସୂଚନାନୁଯାୟୀ ସିମେଣ୍ଟ ବୋଝେଇ ଏହି ମାଲଗାଡିଟି ରାଉରକେଲାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ମଙ୍ଗଳବାର…