Latest Odisha News

BREAKING NEWS

Browsing Tag

russia-ukraine-war

ୟୁକ୍ରେନ ରାଷ୍ଟ୍ରପତି ଭବନ ଉପରେ ରୁଷର ରକେଟ ମାଡ଼

କିଭ୍(ୟୁକ୍ରେନ୍): ୧୦ ଦିନ ହେଲାଣି ରୁଷ୍-ୟୁକ୍ରେନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି । ରାଜଧାନୀ କିଭ୍ ଦଖଲ ପାଇଁ ଜୋରଦାର ଆକ୍ରମଣ କରୁଛି ରୁଷ୍ ସେନା । ୟୁକ୍ରେନ୍ ରାଷ୍ଟ୍ରପତି ଭବନ ଉପରେ ରକେଡ୍ ମାଡ଼ ହୋଇଛି । ତେବେ ରୁଷ୍ ଟାର୍ଗେଟକୁ ହାତଛଡ଼ା କରିଥିବା ଜେଲେନସ୍କି କହିଛନ୍ତି । ରୁଷର…

୧୦ ଦିନ ଯୁଦ୍ଧରେ ୟୁକ୍ରେନ ଛାରଖାର, ଦେଶ ଛାଡ଼ିଲେଣି ୧୨ ଲକ୍ଷ ଲୋକ

କିଭ୍(ୟୁକ୍ରେନ): ୟୁକ୍ରେନ ଉପରେ ୧୦ ଦିନ ହେବ ହମଲା ଜାରି ରଖିଛି ରୁଷ୍ । ଜଳ, ସ୍ଥଳ ଓ ଆକାଶ ମାର୍ଗରୁ ଘନ ଘନ ଆକ୍ରମଣ କରୁଛି । ୧୦ଟି ସହରକୁ ଛାରଖାର କରି ଦେଲାଣି । ତୁହାକୁ ତୁହା ମିସାଇଲ୍ ମାଡ଼ ଓ ଏୟାରଷ୍ଟ୍ରାଇକ୍ ହେଉଛି । ଆକାଶରୁ ଖସୁଛି ରକେଟ୍ । ତାସାଙ୍ଗକୁ ଟ୍ୟାଙ୍କ ମାଡ଼ । ଖାରକିଭ୍…

ଅଫରେସନ୍ ଗଙ୍ଗା: ଆଜି ୮ଟି ବିମାନରେ ଫେରିବେ ୩୭୨୬ ଭାରତୀୟ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ସ୍ୱଦେଶ ଫେରୁଛନ୍ତି ଭାରତୀୟ । ଅପରେସନ୍ ଗଙ୍ଗାରେ ସ୍ୱତନ୍ତ୍ର ବିମାନ ଯୋଗେ ଭାରତୀୟଙ୍କୁ ନିରାପଦ ଭାବରେ ଫେରାଇ ଅଣାଯାଉଛି । ଆଜି ୮ଟି ବିମାନରେ ୟୁକ୍ରେନ୍ ସୀମାନ୍ତ ବିଭିନ୍ନ ଦେଶରୁ ୩ହଜାର ୭୨୬ ଭାରତୀୟ ଆସିବେ । ଏନେଇ ସୂଚନା ଦେଇଛି ବେସାମରିକ ବିମାନ…

କିଭ୍ ରେଲୱେ ଷ୍ଟେସନରେ ରକେଟ୍ ମାଡ଼ କଲା ରୁଷ୍ ସେନା

କିଭ୍(ୟୁକ୍ରେନ୍): ୟୁକ୍ରେନ-ରୁଷ ଯୁଦ୍ଧ ଅଷ୍ଟମ ଦିନରେ ପହଞ୍ଚିଛି । ତିନି ପଟରୁ ଘେରି ୟୁକ୍ରେନ୍ ଉପରେ ଘନ ଘନ ହମଲା କରୁଛି ରୁଷ୍ ସେନା । କିଭ୍ ଦଖଲ ଦିଗରେ ଆଗକୁ ବଢୁଛି । ଯୁଦ୍ଧର ଅଷ୍ଟମ ଦିନରେ ୟୁକ୍ରେନର ରାଜଧାନୀ କିଭରେ ଏକ ବଡ଼ ଧରଣର ବିସ୍ଫୋରଣ କରିଛି ରୁଷ୍ ସେନା । କିଭ୍ ମୁଖ୍ୟ ରେଲୱେ…

୭ ଦିନରେ ୟୁକ୍ରେନ ଛାଡିଲେଣି ୧୦ ଲକ୍ଷ ଲୋକ

କିଭ୍(ୟୁକ୍ରେନ୍): ୟୁକ୍ରେନ-ରୁଷ୍ ମଧ୍ୟରେ ଆଠ ଦିନ ହେଲାଣି ଯୁଦ୍ଧ ଚାଲିଛି । ମିସାଇଲ୍ ମାଡ଼ ସାଙ୍ଗକୁ ବିସ୍ଫୋରଣ ଓ ଗୁଳିଗୋଳାର ପ୍ରଚଣ୍ଡ ଶବ୍ଦ । କିଭ୍, ଖାରକିଭ୍ ଓ ଖେରସୋନ୍ ସହରରେ ଅସ୍ଥିରତା । ଭୟରେ ଦିନ କାଟୁଛନ୍ତି ଲୋକ । ଯୁଦ୍ଧରେ ବହୁ ସାଧାରଣ ଲୋକଙ୍କର ଜୀବନ ଗଲାଣି । ରୁଷ୍ ଆକ୍ରମଣ…

ଜାତିସଂଘରେ ରୁଷ୍ ବିରୋଧରେ ସଂକଳ୍ପ: ସପକ୍ଷରେ ୧୪୧ ଭୋଟ୍, ବିରତ ରହିଲେ ଭାରତ ସମତେ ୩୫ ରାଷ୍ଟ୍ର

ନୂଆଦିଲ୍ଲୀ: ୟୁକ୍ରେନ୍ ଉପରେ ରୁଷର ଆକ୍ରମଣକୁ ନେଇ ଜାତିସଂଘରେ ନିନ୍ଦା ପ୍ରସ୍ତାବ ଆଗତ । ରୁଷ୍ ତୁରନ୍ତ ଯୁଦ୍ଧ ବନ୍ଦ କରିବା ସହ ୟୁକ୍ରେନରୁ ତୁରନ୍ତ ସେନା ପ୍ରତ୍ୟାହାର କରିବା ନେଇ ଜାତିସଂଘ ସାଧାରଣ ପରିଷଦରେ ସଂକଳ୍ପ ଗୃହୀତ ହୋଇଥିଲା । ସଂକଳ୍ପ ସପକ୍ଷରେ ୧୪୧ଟି ଭୋଟ୍ ପଡିଥିଲା । ଆମେରିକା,…

ୟୁକ୍ରେନର ଖେରସୋନ୍ ସହରକୁ ଦଖଲରେ ନେଲା ରୁଷ୍ ସେନା

କିଭ୍(ୟୁକ୍ରେନ): ଆହୁରି ଉଗ୍ର ହେଉଛି ରୁଷ୍ । ୟୁକ୍ରେନ୍ ବିରୋଧରେ ଯୁଦ୍ଧକୁ ଜୋରଦାର କରିଛି । ତିନି ପଟରୁ ଘେରି ହମଲା କରୁଛି । ଖେରସୋନ୍ ସହରକୁ ନିଜ ଦଖଲକୁ ନେଇ ରୁଷ୍ ସେନା । ଯୁଦ୍ଧ ପରେ ପ୍ରଥମ ଥର ୟୁକ୍ରେନର କୌଣସି ସହରକୁ ନିଜ କବଜରେ ନେଇଛି ରୁଷ୍ ସୈନ୍ୟ । ଖେରସୋନକୁ ୟୁକ୍ରେନର ପୋର୍ଟ…

ଖାରକିଭରେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନ୍ ସେନା ପଣବନ୍ଦୀ କରିଥିବା ଖବର ନାହିଁ, ସ୍ପଷ୍ଟ କଲା ଭାରତ

ନୂଆଦିଲ୍ଲୀ: ଖାରକିଭରେ ୟୁକ୍ରେନୀୟ ସେନା ଭାରତୀୟ ଛାତ୍ରଛାତ୍ରୀମାନଙ୍କର ଗୋଟାଏ ବଡ଼ ଦଳକୁ ପଣବନ୍ଦୀ କରି ରଖିଛି । ରୁଷ୍ ପ୍ରତିରକ୍ଷା ମନ୍ତ୍ରାଳୟ ଏଭଳି ଅଭିଯୋଗ କରିଛି । ପ୍ରେସମିଟରେ ରୁଷ୍ ସେନାର ପ୍ରତିନିଧି ମେଜର୍‌ ଜେନେରାଲ୍‌ ଇଗୋର୍‌ କୋନାସେଙ୍କୋଭ୍‌ କହିଥିଲେ, ୟୁକ୍ରେନ୍‌ ଛାଡ଼ି…

ପାରାଚୁଟରେ ଓହ୍ଲାଇ ଖାରକିଭର ହସ୍ପିଟାଲରେ ଆକ୍ରମଣ କଲା ରୁଷ ସେନା

ଖାରକିଭ(ୟୁକ୍ରେନ୍): ୟୁକ୍ରେନ-ରୁଷ ଭିତରେ ସାତ ଦିନ ହେଲା ଘମାଘୋଟ ଯୁଦ୍ଧ ଚାଲିଛି । ଚାରିପଟରୁ ୟୁକ୍ରେନ ଉପରେ ହମଲା କରୁଛି ରୁଷ ସେନା । ତୁହାକୁ ତୁହା ବିସ୍ଫୋରଣ ସାଙ୍ଗକୁ ମିସାଇଲ୍ ମାଡ଼ କରୁଛି । ଖାରକିଭକୁ ନିଜ ଦଖଲରେ ନେବାକୁ ରୁଷ ସେନା ଆକ୍ରମଣ ଜାରି ରଖିଛି । ଆଜି ଲଢୁଆ ଯୁଦ୍ଧ…

କିଭ୍ ଛାଡିଲେ ସବୁ ଭାରତୀୟ: ସେମାନଙ୍କୁ ଆଣିବା ପାଇଁ ୩ ଦିନରେ ଯିବ ୨୬ ବିମାନ

ନୂଆଦିଲ୍ଲୀ: ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଫେରୁଛନ୍ତି ଭାରତୀୟ । ରାଜଧାନୀ କିଭରେ ଆଉ କେହି ଭାରତୀୟ ନାହାନ୍ତି । ସମସ୍ତ ଭାରତୀୟ କିଭ୍ ଛାଡ଼ିଛନ୍ତି । ସୁରକ୍ଷିତ ଭାବରେ ସମସ୍ତେ ସେଠାରୁ ବାହାରି ଆସିଛନ୍ତି । ଏହାପରେ ସେଠାରେ ଥିବା ଭାରତୀୟ ଦୂତାବାସକୁ ବନ୍ଦ କରି ଦିଆଯାଇଛି । ଦୂତାବାସ…