Latest Odisha News

BREAKING NEWS

Browsing Tag

Sabu dina Sahitya

କବିତା : ମହାକାଳର ଆତ୍ମଲିପି

ଦେବୀ ପ୍ରସନ୍ନ ନନ୍ଦ  ଅଖଣ୍ଡ ମଣ୍ଡଳ ବ୍ୟାପ୍ତ ଚରାଭୁଇଁ ମୋର ଅସୀମ ମୋ କାୟା କାନ୍ତି ନାହିଁ ପାରାବାର ଅପ୍ରମେୟ ଅବୟବ ରଚୁଥାଏ ନିଶୀଥ ସକାଳ ନିରନ୍ତର ରମୁଥାଏ ଚରାଚର,ନାମ ମହାକାଳ । ତାଣ୍ଡବରେ ଶିବଙ୍କର ଡମ୍ବରୁର ନିନାଦ ମୁର୍ଛ୍ଛିତ ହରିହସ୍ତେ ସୁଦର୍ଶନ ଚକ୍ରର ପ୍ରଚ୍ଛନ୍ନ…

ଗଳ୍ପ : ବୋଉକୁ ନେଇ ରଚନା ଟିଏ

ମାନମୟୀ ରଥ  ଆଦୌ ସରୁ ନଥିବା ଗୋଟିଏ ଲମ୍ବା କାନ୍ଦର ରାତି ହେଉଛି ମୋର ବୋଉ । ଯେତେଥର କଲମ ଧରିଛି ତା'ଲାଗି ସେତେଥର ବସେଇ ଦେଇନି ଗୋଟିଏ କହି ନହେଲା ଭଳି ଅଥୟ ଭାବ କାଗଜ କଲମ ପାଖରେ । ଭାବି ହୁଏ ଏଇଟା ଅସ୍ଥିରତା ନା ବୋଉକୁ ବଖାଣି ନପାରିବାର ବ୍ୟାକୁଳତା ନା ବୋଉମୟତାକୁ ଛୁଇଁ…

କବିତା : ରେ ମନ 

ଯଶୋବନ୍ତୀ ରାଉତ ରେ ମନ, ତୋତେ ବାନ୍ଧି ଯଦି ହେଉଥାନ୍ତା ପ୍ରୀତିରେ,ସ୍ମୃତିରେ, ହସରେ, ଲୁହରେ, ଧ୍ୟାନ ଅବା ଧାରଣାରେ, ଗୀତ ଅବା ଗଳ୍ପରେ, ଚଞ୍ଚଳ ଅସ୍ଥିର ବୋଲି କେମିତି ତୁ ଛାପି ହେଇଥାନ୍ତୁ ପ୍ରତି ହୃଦୟରେ !! ତଥାପି ମନେ ରଖିବୁ ସମୟ ଆଉ ଭାଗ୍ଯ ଏମିତି ପରିବର୍ତ୍ତନଶୀଳ…

ଗଳ୍ପ : କୁନ୍ତୀ

ମଞ୍ଜୁବାଳା ପଣ୍ଡା  ସକାଳୁ ସକାଳୁ ବିକ୍ରମର ଫୋନ୍। : ସର ଖୁଡୀ ଚାଲିଗଲେରେ ଜିତୁ। : ଏଁ? କ'ଣ କହୁଛୁ ବିକି? : ହଁ ରେ ଭାଇ। ବିକ୍ରମର ଗଳା ଭାରି ଶୁଭିଲା। : କିନ୍ତୁ କେମିତି? ମୁଁ ତ ଏଇ ଦି' ମାସ ତଳେ ଗାଁ'କୁ ଗଲାବେଳେ ଦେଖିଛି ତାଙ୍କୁ। ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। : ଅକାଳ…

କବିତା : ମୂଳ

 ରାମକୃଷ୍ଣ  ବ୍ୟକ୍ତିଗତ ବୋଲି ଆଉ କିଛି ନାହିଁ ଏବେ ମୋର ଶୋଇବା ଘର ନିବୁଜ ସିନ୍ଦୁକ, ଗୁପ୍ତ ଡାଏରୀର ପ୍ରତି ପୃଷ୍ଠା ଓ ଛାତି ତଳ ଢବା ଘରକୁ ଧସେଇ ପଶିଛି ପୃଥିବୀ ନିଜକୁ ପଛ କରି ସମୟର ଚିତ୍ର ଆଙ୍କିବା ବେଳେ ଖୋଲି ଯାଇଛି ସବୁ ଝରକା କବାଟ ଗୁପ୍ତ ଖମାରର, ହୃଦୟ ଓ ଆୟୂଷର,…

କବିତା : ଓଢଣା ତଳୁ ମୁହଁଟି ଖୁବ ସୁନ୍ଦର ଦିଶେ

ଅନସୂୟା ପଣ୍ଡା  ତତେ ବହୁତ କିଛି ଜାଣିବାର ଅଛି, ତୁ ଯେମିତି ଜାଣୁ, ଯେମିତି ବୁଝୁ, ଏ ସବୁ ଯାହା ଚାଲିଛି, ତାହା ସେମିତି ନୁହେଁ l କେଉଁଠି କଷ୍ଟ ହେଲେବି ମୁହଁରେ କୃତ୍ରିମ ହସ ଫୁଟlଇ ବାକୁ ପଡିବ, କେଉଁଠି ହସ ଲାଗିଲେ ବି ଗମ୍ଭୀର୍ଯ୍ୟର ଚାହାଣି, ଏ ସବୁ ସାମନା ଵାଲାକୁ କାବୁ…

  କବିତା : କେହିଜଣେ

ନାରାୟଣ ସାହୁ  କେତେ କେତେ କ୍ରୁଶବିଦ୍ଧ ଯୁଦ୍ଧ ଯେ ଲଢ଼ିଲି ଦୂର୍ଗମ୍ୟ ଅରଣ୍ୟ ସବୁ ବିଚରଣ କଲି, ଭଙ୍ଗା ମାଠିଆରେ ପାଣି ରଖି ମଥା ଉପର ସୂର୍ଯ୍ୟଙ୍କୁ ମୁଣ୍ଡିଆ ମାରିଲି, ଶାନ୍ତି ଶାନ୍ତି ଗୁଣୁଗୁଣୁ ହେଲି! କେତେ ଅବଦମିତ ଇଚ୍ଛା , ଅନିଚ୍ଛା ଓ ସ୍ଵାଧୀନତାକୁ ନିଜ ପାପୁଲିରେ…

ଗଳ୍ପ :  ଚିଠି

ସସ୍ମିତା ମହାନ୍ତି  ଶୀତଦିନର ଗୋଟିଏ ଅଳସ ଅପରାହ୍ନ।ଖାଇସାରି ଗଡପଡ ହେଉ ହେଉ ଅଭ୍ୟାସବଶତଃ ଖବରକାଗଜ ଉପରେ ଆଖି ପକଉଥାଏ ମୁଁ।ଏହି ସମୟରେ ବାହାରେ ଚିଠି ଚିଠି ଡାକ ଶୁଭିବା ସହିତ କଲିଂବେଲ୍ ଟି ବାଜି ଉଠିଲା।ଚିଠି ଶବ୍ଦଟି ମୋ କାନକୁ ଲଙ୍କାରେ ହରିନାମ ପରି ଶୁଣାଗଲା।ଆଜିର ଏହି ଇଣ୍ଟରନେଟ୍…

କବିତା : ବାରାଙ୍ଗନା

ସୁପ୍ରିୟା ପଣ୍ଡା ଆଉ ଅଳ୍ପ କିଛି କ୍ଷଣ ବାକି ଅଛି ନିଷ୍ପ୍ରଭ ଆଲୁଅର ପଥ  , ବନ୍ଦ କୋଠରୀରୁ ଶୁଭେ ନାହିଁ ଶବ୍ଦ ବାହାରେ ସବୁ ଚିକଚାକ ଛବି । କିଛି ନୁଆ ନୁହେଁ ସେଇ ନିତିଦିନ ଆଖି ଠାର ମିଲନର ପର୍ବ ଆତ୍ମା ଖାଲି କବଳିତ ହୁଏ ଅଧରର ପାଖୁଡ଼ା ମେଳରେ ଅବଶ୍ୟ ଏଇଟା ବି ଠିକ…

କବିତା : ଶୂନ୍ୟ ହାତ

ମନୋଜ ମିଶ୍ର  ତତେ ଦେଖିନି.. ତୁ କାଳେ ଖୁବ ଭଲ ଶବ୍ଦ ଯୋଡୁ ମୂର୍ତ୍ତି ଗଢୁ ଜୀବନ୍ତ ଜୀବନ୍ତ, ଆଙ୍କି ଦେଲୁ ଚିତ୍ର ଖୁବ ନିଚ୍ଛକ ଯେମିତି ରକ୍ତ ଠୁଁ ଭାତ..! ତୁ ବି ଅଦେଖା.. ଖେପିଗଲୁ ପିଣ୍ଢା ରୁ ପିଣ୍ଢା ଅଣ୍ଟିଖୋଲି ମୁହେଁ ତାଙ୍କ ବୋଳି ଦେଲୁ ତୋ ଘାଟ ମଶାଣି…