କବିତା : ଲମ୍ଫ
ଦେବାଶିଷ ଦାଶ
କାଦୁଆ ନଈକୂଳ,
ଖସଡା ବାଟ,
ଯେତେ ସଳଖି ଚାଲିବାକୁ ଚେଷ୍ଟା କଲେ ବି
ଖସି ଯାଉଛି ପାଦ ।
ଥରେ ପଡିଗଲେ
ଏଇଠି ଅକାତକାତ ଜଳ,
ତା'ପରେ କେତେ ଛାଟୁଥିବି ଗୋଡ଼ହାତ
କେତେ କରୁଥିବି ଦୁର୍ବାର ପ୍ରୟାସ
ପୁଣି ଛୁଇଁବାକୁ ମାଟି ।
କେତେ ଦିନ ଆଉ ଚାଲିଥିବ
ଏଇ ଛାଇ ଆଲୁଅର…