ବଡ଼ଦିନ ପାଇଁ ଚଳଚଞ୍ଚଳ ପୁରୀ ସହର ଓ ବେଳାଭୂମି, ପର୍ଯ୍ୟଟକଙ୍କ ପ୍ରବଳ ଭିଡ଼
ପୁରୀ : ବଡ଼ଦିନ ତଥା ଖ୍ରୀଷ୍ଟମାସ ପାଇଁ ଲୋକାରଣ୍ୟ ହୋଇଛି ଜଗନ୍ନାଥଧାମ ପୁରୀ । ସେପଟେ ଆଜି ପୁରୀ ବେଳାଭୂମିରେ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି । ମନ ମୋହୁଛି ଖ୍ରୀଷ୍ଟମାସର ବାଲୁକା କଳା । ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ହାତର ଯାଦୁ ଦେଖିବା…