Latest Odisha News

BREAKING NEWS

Browsing Tag

Saradasashi

ଶିଶୁ ଗଳ୍ପ : ତୁମ ପରି ଛୋଟ ପିଲାଟିଏ

ସୁଷମା ପରିଜା ଗୋଟିଏ ମଫସଲିଆ ଗାଆଁ ଥିଲା ପଣ୍ଡରପୁର। ସେ ଗାଆଁରେ ରହୁଥିବା ଲୋକମାନେ କେବଳ ଚାଷବାସ ଉପରେ ହିଁ ନିର୍ଭର କରି ଚଳନ୍ତି । ପାଠଶାଠ ପଢିବା ପାଇଁ ଭଲ ସ୍କୁଲଟିଏ ମଧ୍ୟ ନାହିଁ ସେ ଗାଆଁରେ। କେବେ କେବେ ବର୍ଷା ଅଭାବରୁ ଚାଷବାସ ଉଜୁଡି ଯାଏ, ଲୋକମାନଙ୍କୁ ଭୋକ ଉପାସରେ ରହି…

ଶିଶୁ ଗଳ୍ପ : ମହତ କାମ

ଯାଜ୍ଞସେନୀ ହୋତା  ନା ଟା ତା'ର ବାପୁନୁ । ଗଛଲତା, ପଶୁପକ୍ଷୀ, କୀଟ ପତଙ୍ଗ , ସମସ୍ତଙ୍କୁ ଖୁବ୍ ଭଲପାଏ ସେ । ସବୁଦିନ ସ୍କୁଲ୍ ରୁ ଫେରି ,ବାଡିରେ ବୁଲି ବୁଲି ଗଛଲତାଙ୍କୁ ଲକ୍ଷ୍ୟ କରେ। ପକ୍ଷୀଙ୍କର କିଚିରି ମିଚିରି ସ୍ୱର ଶୁଣି ଖୁସିରେ କୁରୁଳି ଉଠେ। କୁଆ କୁକୁରଙ୍କୁ ଘରୁ ନେଇ ବିସ୍କୁଟ୍…

ଶିଶୁ ଗଳ୍ପ : ଅଟୋ ବାଲା

ନମିତା ପାଇକରାୟ  ବୁଢୀମା କୋଳରେ ଶୋଇ ରହି ଆକାଶକୁ ଚାହୁଁ ଥିଲା ରମେଶ। ଆକାଶ ଆଜି ଟିକେ ବେଶୀ ବେଶୀ ନୀଳ ଦିଶୁଥାଏ। ରମେଶର ମନ ଭିତରେ ହଜାରେ ପ୍ରଶ୍ନ ଖେଳି ବୁଲୁଥାଏ। ଠିକ ସେତିକି ବେଳେ ଆକାଶରୁ ଆଲୁଅ ଓ ଶବ୍ଦ ସହିତ ଉଡାଜାହାଜଟିଏ ଦେଖାଗଲା । ରମେଶ ର ମନ ଆନ୍ଦୋଳିତ ହେଲା।…

 କବିତା : ମାଆଙ୍କୁ ପୂଜିବା ଚାଲ

ଅଶୋକ କୁମାର ପ୍ରଧାନ ମାଘ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ମାଆ ଭାରତୀଙ୍କ ପୂଜା ସ୍କୁଲ କଲେଜ ସହ ବିଶ୍ବ ବିଦ୍ୟାଳୟେ ସବୁଠି ଚାଲିଛି ସଜା। ଧବଳ ବସନେ ଶୋଭିତ ସେ ମାଆ ଶୁଭ୍ର ପଦ୍ମେଛନ୍ତି ବସି ମୁଖରୁ ତାଙ୍କର ସଦା ଦିବ୍ୟ ବାଣୀ ପଡୁଅଛି ସତେ ଖସି। ଶତ ଶରତର ପୂର୍ଣ୍ଣିମା ଇନ୍ଦୁ ବି…

ଗଳ୍ପ:ଆସ୍ତିକ

ମିକୁଲର ଜେଜେମା ଭାରି ଇଶ୍ଵର ବିଶ୍ୱାସୀ। ସବୁ କଥାକୁ ନେଇ ଠାକୁରଙ୍କ ପାଖରେ ଥୋଇବେ । ଭୋର ଚାରିଟାର ସକାଳ ପ୍ରଭାତୀରୁ ତାଙ୍କ ଦିନ ଆରମ୍ଭ ହେବ ଆଉ ରାତିର ପ୍ରାଥନାରେ ସରିବ। ବେଦ , ଉପନିଷଦ ଉପରେ ତାଙ୍କର ବହୁତ ଜ୍ଞାନ। ଏମିତିକି ସବୁ ପୁରାଣ ଓ ଭଗବତ ଗୀତା ତାଙ୍କ ଜିଭ ଅଗରେ। ପିଲାବେଳେ…

ନୂଆ ବରଷ ହେ ଆସିଛ

ଶୀତ ସକାଳର ପହିଲି ଖରାରେ ନୂଆ ବରଷ ହେ ଆସିଛ ମୁହଁ ଫୁଲେଇ ଲୁହ ଝରେଇ ମନ ମାରି କିଆଁ ବସିଛ? ଜଣା ଆମକୁ , ନଥିଲା ଭଲ ଗଲା ବରଷ ଯାକ ରୋଗ ଦାଉରେ ପଡ଼ି ସମସ୍ତେ ଭୁଲିଲେ ଶୋଷ ଭୋକ।। ଖୋଲିଲା ନାହିଁ ବିଦ୍ୟାଳୟ କି ହେଲାନି କିଛି ଯାତ ମନ ମାରିକି ରହିଲୁ ଆମେ…

ସ୍ଵରବର୍ଣ୍ଣ

✍?ସୁପ୍ରିୟା ପଣ୍ଡା  ଅ ରେ ଅରଟ , ଆ ରେ ଆତ ପଢ଼ିବା ଲେଖିବା ଗାଇବା ଗୀତ । ଇ ରେ ଇଟା ପୁଣି ଈ ରେ ଈଷ ଖେଳ ପରେ ପାଠ ପଢ଼ିବା ଆସ। ହର୍ଷ ଉ ରେ ଉଇ ,ଦୀର୍ଘ ଊ ରେ ଊଖଲ ଛୁକୁ ଛୁକୁ କରି ଚାଲୁଥାଏ ରେଳ। ଋ ରେ ଋଷି, ଋ ରେ ଋଣ ଗୁରୁଙ୍କ କଥା କୁ ସଭିଏଁ ଶୁଣ। ଏ ରେ ଏକ,  ଐ ରେ ଐର…

ଗଳ୍ପ: ବିଶ୍ୱାସର ଯାଦୁ

                                          ଶ୍ରୁତକୀର୍ତ୍ତି ତ୍ରିପାଠୀ ସବୁଆଡେ ବଡଦିନର ଗହଳ ଚହଳ l ଘରେ ଘରେ ସଜାସଜି, ସୁସ୍ୱାଦୁ ଖାଇବା ଓ ଉତ୍ସବର ମାହୋଲ l ଯୀଶୁଙ୍କ ଆଗମନ ଅପେକ୍ଷାରେ ସମସ୍ତେ l ଚର୍ଚ୍ଚ ସବୁ ସୁନ୍ଦର ଆଲୋକମାଳାରେ ସୁସଜ୍ଜିତ l ସହରବାସୀ ରାତି ଉଜାଗର ରହି…

ବିଜ୍ଞାନ ଖେଳ: ମହମବତୀ ଲିଭିବ, ପାଣି ଉଠିବ

ଗିନାରେ ଥିବା ପାଣି ମଝିରେ ଜଳୁଥିବା ମହମବତୀ ଲିଭିବା ମାତ୍ରେ ଗ୍ଲାସ୍ ଭିତରେ ପାଣି ଆପେ ଆପେ ଉପରକୁ ଉଠିବ । ମ୍ୟାଜିକ୍ .... । ଏମିତି କାହିଁକି ହେଉଛି ତାହା ତ ବୁଝିବା ତେବେ ତାଆଗରୁ ବିଜ୍ଞାନର ମଜା ଦେଖିବା । ଏହି ପରୀକ୍ଷା ଲାଗି ଦରକାର ଗୋଟିଏ ମହମବତୀ, ଡିଆସିଲ, କାଚ ଗ୍ଲାସ୍ ଆଉ ଗୋଟିଏ…

ବିଜ୍ଞାନ ଖେଳ : ଶୂନ୍ୟରେ ଭାସିବ ମଟର ମଞ୍ଜି

ଏହି ଖେଳଣା ତିଆରି କରିବା ପାଇଁ ଆମକୁ ଦରକାର ଗୋଟିଏ ସୋଡାଷ୍ଟ୍ର, କଇଁଚି ଏବଂ ମଟର ମଞ୍ଜି । - ସୋଡାଷ୍ଟ୍ରକୁ ୯୦ ଡିଗ୍ରୀ ମୋଡି ଦିଅ - ଛୋଟ ପଟର ଅଗକୁ କଇଁଚରେ ୪ ଜାଗା କାଟି ଦିଅ । କଟା ଅଂଶକୁ ଆଙ୍ଗୁଠିରେ ଟିକିଏ ଚାପିଦିଅ, ଯେମିତି ଏହି ଫନେଲ୍ ଆକାର ଭିତରେ ମଟର ମଞ୍ଜିକୁ…