Latest Odisha News

BREAKING NEWS

Browsing Tag

Saradasashi

ଶରଦଶଶୀ : ପିଲାଙ୍କ ତୂଳୀରୁ ….

ସ୍ୱସ୍ତି ମିଶ୍ର, ଷ୍ଟାଣ୍ଡାର୍ଡ-୯ , ପ୍ରଭୁଜୀ ଇଂରାଜୀ ମାଧ୍ୟମ ସ୍କୁଲ ଇପ୍ସା ତ୍ରିପାଠୀ, ଷ୍ଟାଣ୍ଡାର୍ଡ -୧୨, ୟୁନିଟ -୮ ଡିଏଭି ସ୍କୁଲ ଆଦର୍ଶ ଅନୁରାଗ ହୋତା ଅପର କେଜି, ବିଜେବି ଇଂରାଜୀ ମାଧ୍ୟମ ସ୍କୁଲ ଅଭିଷେକ, ଷ୍ଟାଣ୍ଡାର୍ଡ -୨, ଡିଏଭି କଳିଙ୍ଗ ନଗର

ଗଣିତ ଖେଳ : କାଗଜ ଭଙ୍ଗାରୁ କୋଣ

ଆମ ଚାରିପାଖେ ଥିବା ବିଭିନ୍ନ ଜିନିଷରେ ଆମେ ଅତି ସହଜରେ ୯୦ଂ କୋଣ ଦେଖି ପାରିବା । ଟେବଲରୁ ଚାରି କୋଣକୁ ଦେଖ, କବାଟ ବା ଝରକାର ଚାରି କୋଣକୁ ଦେଖ । ଏସବୁରେ ୯୦ଂ ମିଳି ଯାଇ ପାରିବ । ତୁମ ପଢା ବହି ବା ଖାତାର କୋଣ ମଧ୍ୟ ୯୦ଂ । ଏବେ ଆମେ ଅନ୍ୟ କିଛି କୋଣ ତିଆରି କରିବା, ଯେମିତିକି ୪୫ଂ,…

ରସଗୋଲା କାହାଣୀ-୨ : ମଝିରେ ରସଗୋଲାର ହାଣ୍ଡି

...ସେତେବେଳକୁ ପୁରୀରେ ରଥଯାତ୍ରା ଆରମ୍ଭ ହୋଇ ନଥାଏ । ଲକ୍ଷ୍ମୀ, ଜଗନ୍ନାଥ ସ୍ୱାମୀ-ସ୍ତ୍ରୀ ହେଲେ ମଧ୍ୟ ଏକା ମନ୍ଦିରରେ ରହନ୍ତିନି । ଜଗନ୍ନାଥ ରୁହନ୍ତି ବଡ଼ଦେଉଳରେ, ମାଆ ଲକ୍ଷ୍ମୀ ରହନ୍ତି ମହାଲକ୍ଷ୍ମୀ ମନ୍ଦିର ଭିତରେ । ପୁରୁଣା କାଳିଆ କଥା । ଏକା ନଅରରେ ରହିଲେ ବି ରାଜାଙ୍କର…

ଖେଳରୁ ଖେଳରୁ ବିଜ୍ଞାନ: କାଗଜ ମାଙ୍କଡଚିତ୍‌

ଚାରିକୋଣିଆ କାଗଜ ଖଣ୍ଡିକରୁ ମାଙ୍କଡଚିତ୍ । ମାଗାଜିନର ପେଜ୍ ବା ସେମିତି ଟିକିଏ ଟାଣୁଆ କାଗଜ ନିଅ । ୧୦ସେମି ଧାର ବିଶିଷ୍ଟ ବର୍ଗାକାର କାଗଜରେ ଏଇ ଖେଳଣାକୁ ତିଆରି କରିବା । ୧- ପ୍ରଥମେ କାଗଜର ଦୁଇ ସାମ୍ନା ଧାରକୁ ଯୋଡି ଭାଙ୍ଗିଦିଅ । କାଗଜର ମଝି ଭାଙ୍ଗ ମିଳିଯିବ । ୨- କାଗଜର ଦୁଇ…

ଗଣିତ କୁହୁକ: ୭ ଘୋଡା, ୩ ଭାଇ

ଗୋଟିଏ ସହରରେ ଜଣେ ଧନୀ ବଣିକ ରହୁଥିଲେ । ତାଙ୍କର ଥିଲେ ତିନି ପୁଅ । ଏମାନଙ୍କ ଭିତରୁ କାହାରି ବେପାର ବଣିଜରେ ବିଲକୁଲ ଆଗ୍ରହ ନଥିଲା । ବଣିକଙ୍କର ସବୁ ବ୍ୟବସାୟ ବୁଝୁଥିଲେ ଜଣେ ଗୁମାସ୍ତା । ଦିନେ ବଣିକଙ୍କ ଦେହ ଭୀଷଣ ଅସୁସ୍ଥ ହୋଇଗଲା । ମୃତ୍ୟୁ ଆଗରୁ ସେ ତିନି ପୁଅଙ୍କ ନାଁରେ ଗୋଟିଏ…

ବିଜ୍ଞାନ ଖେଳ : ରଙ୍ଗରୁ ରଙ୍ଗ ଅଲଗା କର

ଆମ ଚାରିପାଖରେ ଭଳିକି ଭଲି ରଙ୍ଗ । ପୁଣି କଲର ବକ୍ସରେ ବି କେତେପ୍ରକାର ରଙ୍ଗ । ଏସବୁ ରଙ୍ଗକୁ ମିଶାଇ ଆମେ ଅନେକ ପ୍ରକାର ଚିତ୍ର କରୁ । ପୁଣି କଲର୍ ବକ୍ସରେ ଯେଉଁ ରଙ୍ଗ ନଥାଏ , ସେହି ରଙ୍ଗ ପାଇବା ଲାଗି ଆମେ ଦୁଇ ବା ତିନି ପ୍ରକାର ରଙ୍ଗ ମିଶାଏ । ପ୍ରକୃତି ବି ଠିକ୍ ସେମିତି କରିଥାଏ ।…

ଗଣିତ ଖେଳ : ମ୍ୟାଜିକ ନମ୍ବର ୬୧୭୪

ସବୁ ସଂଖ୍ୟାର ଗୁରୁତ୍ବ ରହିଛି । ତେବେ ଏଭତରୁ କିଛି ସଂଖ୍ୟାର ବିଶେଷତା ରହିଛି । ଏହି ଗୋଟିଏ ସଂଖ୍ୟା ହେଉଛି ୬୧୭୪ । ମ୍ୟାଜିକ ନମ୍ବର ୬୧୭୪ର କୁହୁକ କଣ ? ଏହି ନମ୍ବରକୁ କଣ କୁହାଯାଏ ? ସଂଖ୍ୟାର ମହାସାଗର ଭିତରୁ ଆଉ କିଏ ଏହି ମ୍ୟାଜିକ ନମ୍ବରକୁ ଖୋଜି ପାଇଥିବା ଗାଣିତିକଙ୍କ ନାଁ କଣ ? ଏସବୁ…

ବିଜ୍ଞାନ ଖେଳ : ବେଲୁନ୍ ରକେଟ୍‌

ବେଲୁନଟିଏ ଫୁଙ୍କି ଉପରକୁ ଛାଡିଦିଅ, ଦେଖିବ ପବନ ସବୁ ତଳପଟେ ବାହାରି ଆସୁଛି ବେଲୁନଟି ଉପରକୁ ଉଠି ଯାଉଛି । ରକେଟ୍ ଉପରକୁ ଉଠିବା ପଛରେ ମଧ୍ୟ ଠିକ ଏହି ବିଜ୍ଞାନ କାମ କରେ । ରକେଟର ଇନ୍ଧନ ଜଳେ ଆଉ ତଳପଟେ ଧୂଆଁ ବାହାରି ଆସେ, ଫଳରେ ରକେଟ ଉପରକୁ ଉଠେ । ଏହା ହେଉଛି ନିଉଟନଙ୍କ ତୃତୀୟ ନିୟମ ।…

ଶରଦଶଶୀ : ପିଲାଙ୍କ ତୂଳୀରୁ

ସାଇ ଶ୍ରୀୟନ୍ସ ତ୍ରିପାଠୀ ଷ୍ଟାଣ୍ଡାର୍ଡ- ୪, ଅଉଲ, କେନ୍ଦ୍ରାପଡା ତ୍ରିଶା ପଣ୍ଡା ଷ୍ଟାଣ୍ଡାର୍ଡ-୨, ଲୟୋଲା ସ୍କଲ, ଭୁବନେଶ୍ୱର ଭାଗ୍ୟଶ୍ରୀ ପଣ୍ଡା ଷ୍ଟାଣ୍ଡାର୍ଡ- ୫, ଡିପିଆଇଏସ୍ ସ୍କୁଲ, କେନ୍ଦ୍ରାପଡା ଶ୍ରେୟା ପ୍ରିୟଦର୍ଶିନୀ ସ୍ୱାଇଁ ଷ୍ଟାଣ୍ଡାର୍ଡ- ୫,…

ଜନମ ହେଲା ରସଗୋଲା

କାଇଁ କେତେ ଯୁଗ ତଳର ଘଟଣା । ସାରା ଓଡ଼ିଶା ମୁଳକରେ ସଡକ ବୋଲି କହିଲେ ସେତେବେଳେ ଥିଲା ଜଗନ୍ନାଥ ସଡକ । ତୀର୍ଥଧାମ କହିଲେ ଜଗନ୍ନାଥ-ପୁରୀ । ଅବଢ଼ା ବୋଇଲେ ଲୋକେ ମୁଣ୍ଡରେ ହାତ ଲଗାଇ କହୁଥିଲେ, " ଭାଗ୍ୟରେ ଥିଲେ ତୁଣ୍ଡରେ ବାଜେ । ଦେବତାଙ୍କୁ ସୁଦ୍ଧା ଦୁର୍ଲଭ । ମଣିଷ ଜନ୍ମ ପାଇ ଜଗନ୍ନାଥ…