ସାତକୋଶିଆରୁ ଚାଲି ଆସିଥିବା କୁମ୍ଭୀର ଗାଁ ପୋଖରିରୁ ବର୍ଷେ ପରେ ଉଦ୍ଧାର
ଅନୁଗୁଳ: ସାତକୋଶିଆ ଅଭୟାରଣ୍ୟ ପୁରଣାକୋଟ ବନାଞ୍ଚଳର ପୁରୁଣାକୋଟ ଗାଁ ପୋଖରି କୁମ୍ଭୀରକୁ ଉଦ୍ଧାର କରିଛି ବନ ବିଭାଗ । ପ୍ରାୟ ବର୍ଷକ ତଳେ କୁମ୍ଭୀରଟି ଗାଁ ପୋଖରିକୁ ଚାଲି ଆସିଥିବା ବେଳେ ଗ୍ରାମବାସୀ ଆତଙ୍କିତ ହୋଇ ପଡ଼ିଥିଲେ ।
ଅସନ୍ତୋଷ ତେଜିଥିବା ବେଳେ କୁମ୍ଭୀରକୁ ଉଦ୍ଧାର କରିବାକୁ ନେଇ…