Latest Odisha News

BREAKING NEWS

Browsing Tag

security forces

କମ୍ବିଂ ବେଳେ ଦୁଇ ହାର୍ଡକୋର ମାଓବାଦୀ ଗିରଫ

ନବରଙ୍ଗପୁର: ହାର୍ଡକୋର ମାଓବାଦୀଙ୍କ ହାତରେ ପଡ଼ିଲା ହାତକଡ଼ି । କମ୍ବିଂ ବେଳେ ନବରଙ୍ଗପୁର ପୋଲିସକୁ ସଫଳତା ମିଳିଛି । ମେନପୁର ନୂଆପଡ଼ା ଡିଭିଜନର ୨ ହାର୍ଡକୋର ମାଓବାଦୀଙ୍କୁ ଗିରଫ କରିଛି ନବରଙ୍ଗପୁର ପୋଲିସ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ଦେଇଛନ୍ତି ଡିଆଇଜି ରାଜେଶ ପଣ୍ଡିତ…

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ମୃତ

କୋରାପୁଟ: ବୈପାରୀହୁଡ଼ା ଥାନା ମାଳି ପଦର ଜଙ୍ଗଲରେ ପୋଲିସ, ଏସଓଜି ଯବାନଙ୍କ ମିଳିତ କମ୍ବିଂ ଅପରେସନରେ ୨ ମାଓବାଦୀ ନିହତ ହୋଇଛନ୍ତି । ଘଟଣାସ୍ଥଳରୁ ୩ଟି ବନ୍ଧୁକ, ଗୋଟିଏ ଟିଫିନ୍ ବୋମା, ୫ଟି ଡିଟୋନେଟର, ଗୁଳି ସହ ତେଲୁଗୁ, ହିନ୍ଦୀ ଓ ଓଡ଼ିଆ ପୁସ୍ତକ ଏବଂ ଗଞ୍ଜେଇ ଜବତ ହୋଇଛି । ରାମଗିରି…

ଆସାମରେ ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟର, ୬ ଆତଙ୍କବାଦୀ ନିହତ

ଗୌହାଟି: ଆସାମ ପୋଲିସ ଓ ଆସାମ ରାଇଫଲ୍ସର ମିଳିତ ଅପରେସନରେ ୬ ଜଣ ଡିମାସା ନାସନାଲ ଲିବେରସନ୍ ଆର୍ମି (DNLA) ଆତଙ୍କବାଦୀଙ୍କ ନିହତ ହୋଇଛନ୍ତି । ରବିବାର ସକାଳେ କବ୍ରି ଅନଗ୍ଲୋଙ୍ଗର ଧାନସିରି ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା । ଆସାମ ପୋଲିସର…