Latest Odisha News

BREAKING NEWS

Browsing Tag

Serum Institute

ଶିଶୁଙ୍କ ଉପରେ କୋଭୋଭାକ୍ସ ଟିକା ଟ୍ରାଏଲ୍ ପାଇଁ ସେରମକୁ ନା

ନୂଆଦିଲ୍ଲୀ: ସେରମ୍ ଇନିଷ୍ଟିଚ୍ୟୁଟକୁ ଝଟକା । ଶିଶୁଙ୍କ ଉପରେ କୋଭୋଭାକ୍ସ ଟିକାର କ୍ଲିନିକାଲ୍ ଟ୍ରାଏଲକୁ ମିଳିଲାନି ଅୁମତି । କେନ୍ଦ୍ର ସରକାରଙ୍କ ବିଶେଷଜ୍ଞ କମିଟି ଅନୁମତି ଦେଇ ନାହିଁ । ୨-୧୭ ବର୍ଷ ଭିତରେ ପିଲାଙ୍କ ଉପରେ କୋଭୋଭାକ୍ସ ଟିକାର ଟ୍ରାଏଲ୍ ପାଇଁ ଆବେଦନ କରିଥିଲା ସେରମ୍ ।…

ସେରମ ‘କୋଭିସିଲ୍ଡ’ର ଦାମ୍ ହ୍ରାସ୍ ନେଇ ଅଦର ପୁନାୱାଲାଙ୍କ ଘୋଷଣା

ମୁମ୍ବାଇ: ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ କୋଭିସିଲ୍ଡର ଦର୍ ହ୍ରାସ କରିଛି । ଏନେଇ ସେରମର ସିଇଓ ଅଦର ପୁନାୱାଲା ଟ୍ୱିଟ୍ କରି ଘୋଷଣା କରିଛନ୍ତି । ସେରମ ପକ୍ଷରୁ ରାଜ୍ୟକୁ ଦିଆଯିବାକୁ ଭ୍ୟାକ୍ସିନର ଦର କମ୍ କରାଯାଇଛି । ପୂର୍ବରୁ ରାଜ୍ୟକୁ କୋଭିସିଲ୍ଡ ଡୋଜ୍ ପିଛା ୪୦୦ ଟଙ୍କାରେ ଦେବାକୁ…

କୋଭିସିଲ୍ଡ ଟିକା ଦାମ୍ ଘୋଷଣା କଲା ସେରମ୍, ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲ ଦେବେ ଏତିକି ଟଙ୍କା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଣିକି ରାଜ୍ୟଗୁଡ଼ିକ ଟିକା ନିର୍ମାତା କମ୍ପାନୀଠାରୁ ସିଧାସଳଖ ଟିକା କିଣିପାରିବେ । ଏହାସହ ଖୋଲା ବଜାରରେ ବି ଟିକା ମିଳିବ । ଘରୋଇ ହସ୍ପିଟାଲ ବି ଟିକା କିଣିପାରିବେ । ଏଥିପାଇଁ ଦର ଧାର୍ଯ୍ୟ କରିଛି ସେରମ୍ ଇନଷ୍ଟିଚ୍ୟୁଟ୍ । ଘରୋଇ…

ସର୍ଟ ସର୍କିଟରେ ସେରମ୍ ଇନଷ୍ଟିଚ୍ୟୁଟରେ ନିଆଁ ଲାଗିଥିଲା; ଅଜିତ ପାୱାର

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ଶୁକ୍ରବାର ଦିନ କହିଛନ୍ତି ଯେ ଜାନୁଆରୀ ୨୧ ରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (SII) କ୍ୟାମ୍ପସରେ ଅଗ୍ନିକାଣ୍ଡ ଘଟି ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିଲା। ପୁଣେର ସେଜ୍ ଅଞ୍ଚଳରେ ସେରମ୍ ଇନଷ୍ଟିଚ୍ୟୁଟ୍‌ର ୧୦୦ ଏକର କ୍ୟାମ୍ପସରେ…

ସେରମ ଇନଷ୍ଟିଚ୍ୟୁଟରୁ ବାହାରିଲା ଭ୍ୟାକସିନ୍ ଗାଡ଼ି

ନୂଆଦିଲ୍ଲୀ: ଟିକାକରଣ ଦିଗରେ ଆଉ ପାଦେ ଆଗେଇଛି ଭାରତ। ସେରମ ଇନଷ୍ଟିଚ୍ୟୁଟରୁ ବାହାରିଲା ଭ୍ୟାକସିନ ଗାଡ଼ି। ଆଜି କେନ୍ଦ୍ର ସରକାର ପରଚେଜ୍ ଅର୍ଡର କରିଥିଲେ। ଏହାର କିଛି ସମୟ ପରେ ସେରମ ଇନଷ୍ଟିଚ୍ୟୁଟରୁ ବାହାରିଥିଲା ଭ୍ୟାକସିନ ଗାଡ଼ି। ସେଣ୍ଟ୍ରାଲ ହବରୁ ସବ୍ ସେଣ୍ଟ୍ରାଲ ହବ୍ ଓ ସେଠାରୁ ସବୁ…

ଭାରତରେ ‘କୋଭିସିଲଡ୍’ ଟିକାର ଜରୁରିକାଳୀନ ବ୍ୟବହାର ଅନୁମତି ମାଗିଲା ସେରମ୍ ଇନଷ୍ଟିଚ୍ୟୁଟ

ନୂଆଦିଲ୍ଲୀ: ଫାଇଜର ପରେ ସେରମ୍ ଇନଷ୍ଟିଚ୍ୟୁଟ୍ । ଭାରତରେ କୋଭିସିଲ୍ଡ ଟିକାକୁ ଜରୁରିକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ । ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହ ମିଶି କୋଭିସିଲ୍ଡ ଟିକା ବିକଶିତ କରୁଛି ସେରମ୍ । ଜରୁରୀ ବ୍ୟବହାର କରିବାକୁ କମ୍ପାନୀ ଡ୍ରଗ୍ସ…

‘ଏସିଆନ୍ ଅଫ୍ ଦି ଇୟର’ରେ ସ୍ଥାନ ପାଇଲେ ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା

ନୂଆଦିଲ୍ଲୀ:କୋଭିଡ୍‌-୧୯ ମହାମାରୀର ମୁକାବିଲା ପାଇଁ ସିଙ୍ଗାପୁରର ଅଗ୍ରଣୀ ଦୈନିକ ଦି ଷ୍ଟ୍ରାଇଟ୍ସ ଟାଇମ୍ସ ଦ୍ୱାରା ପ୍ରକାଶିତ "ଏସିଆନ୍ ଅଫ୍ ଦି ଇୟର"ରେ ୬ ଜଣଙ୍କ ମଧ୍ୟରେ ବିଶ୍ୱର ସର୍ବବୃହତ ଟିକା ଉତ୍ପାଦନକାରୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ…

ଆଜିଠୁ କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ୟୁନିର୍ଭସିଟି ଏବଂ ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ପୁନେରେ ବିକଶିତ କୋଭିସିଲ୍ଡର ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆଜିଠାରୁ ଆରମ୍ଭ ହେବ । ପୁଣେର ସାସୁନ ଜେନାଲ ହସ୍ପିଟାଲରେ ଏହି ଟିକାର ପରୀକ୍ଷଣ କରାଯିବ । ଏନେଇ ହସ୍ପିଟାଲର ଡିନ୍ ଡକ୍ଟର ମୁରଲୀଧର ତାମ୍ବେ ସୂଚନା…

ଆଗାମୀ ସପ୍ତାହରୁ କୋଭିଡ ଟିକାର ଚୂଡାନ୍ତ ପରୀକ୍ଷଣ ପର୍ଯ୍ୟାୟ ଆରମ୍ଭ କରିବ ସେରମ୍ ଇନଷ୍ଟିଚୁଟ୍‌

ପୁଣେ: ଦେଶରେ ବଢୁଥିବା କୋଭିଡ୍ ସଂକ୍ରମଣ ପରୀପ୍ରେକ୍ଷୀରେ ପୁଣେରୁ ଆସିଛି ଏକ ଭଲ ଖବର । କିଛି ଦିନ ପାଇଁ ସ୍ଥଗିତ ରହିଥିବା ଅକ୍ସଫୋର୍ଡ ଆଷ୍ଟ୍ରାଜେନେକା କୋଭିଡ ଟିକାର ତୃତୀୟ ତଥା ଚୂଡାନ୍ତ ପର୍ଯ୍ୟାୟ ପରୀକ୍ଷଣ ଆସନ୍ତା ସପ୍ତାହରୁ ପୁଣେର ଶାସୋନ ଜେନେରାଲ ହସ୍ପିଟାଲରେ ଆରମ୍ଭ ହେବ ବୋଲି…

ଭାରତରେ ବନ୍ଦ ହେଲା କରୋନା ଟିକା ଟ୍ରାଏଲ

ନୂଆଦିଲ୍ଲୀ: ଅକ୍ସଫୋର୍ଡ କରୋନା ଟିକାରେ ଲାଗିଲା ବ୍ରେକ୍ । ଭାରତରେ କରୋନ ଟିକା ପରୀକ୍ଷଣ ସାମୟିକ ଭାବେ ବନ୍ଦ ହୋଇଛି । ପରୀକ୍ଷଣ ବନ୍ଦ ନେଇ ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ସୂଚନା ଦେଇଛି । ଡିସିଜିଆଇର ପରବର୍ତ୍ତୀ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ସୂଚନା ମିଳିଛି ।…