Latest Odisha News

BREAKING NEWS

Browsing Tag

Sharadshashi

କବିତା : ମନେଇବା ଦୀପାବଳି

ତରୁଣ କୁମାର ମିଶ୍ର ଶନିବାର ଆଜି ସ୍କୁଲ ଛୁଟିଥିଲା ନାତି ବସିଥିଲା ପାଶେ , କହେ ଜେଜେନନା ଦିଓ୍ବାଲୀ ପାଳିବା ବାଣ ନଫୁଟାଇ ମୋଟେ । ଦୀପ ବସାଇବା ଲିଚୁ ଲଗାଇବା ଜାଳିବା ମହମବତୀ , ବାଣ ଫୁଟାଇଲେ ଶବଦରେ କାନ ପରଦା ଯିବରେ ଫାଟି । ବାରୁଦ ଧୂଆଁରେ ନିଃଶ୍ବାସ ନେବାକୁ…

ଶିଶୁ କବିତା: ଘାସ ଫୁଲ

ସୁଜାତା ମିଶ୍ର ଘାସ ଗାଲିଚାରେ ମୁଁ ଘାସ ଫୁଲ.. କେ କଳି ପାରିବ ମୋହର ମୂଲ! କାକର ଟୋପାରେ ଝଟକୁ ଥାଏ.. ଜୋଛନା ରାତିରେ କୁରୁଳୁ ଥାଏ.., ରେଶମୀ ଖରା ମୋ ତନୁକୁ ଛୁଏଁ.. ବରଷା ଧାରାରେ ଧୋଇ ମୁଁ ହୁଏ.., ଚାଲି ଶିଖୁଥିବା ଶିଶୁର ପାଦ ଛୁଇଁ ଯାଏ ଯେବେ ତନୁ ମୋହର.., କୋମଳ…

ଶିଶୁ କବିତା : ଆସିଲାଣି ଶୀତ

ପ୍ରତିଭା ସାହୁ  ପାହାଡକୁ ଛୁଇଁ ଆସିଲାଣି ଧିରେ ଘନ କୁହୁଡ଼ିରେ ଶୀତ ପାଚିଲା ଧାନକୁ ଦେଖି ଦେଇ ଚାଷୀ ଖୁସିରେ ଗାଉଛି ଗୀତ ।। ଘାସ ପତରରୁ ଶିଶିର ମୁକୁତା ଟୋପା ଟୋପା ଝରୁଅଛି ସୁନେଲି ସୂରୁଜ ସୋରିଷ ଫୁଲରେ କିରଣ ଢାଳି ହସୁଛି ।। ଶୀତର ପୋଷାକ ଖୋଜା ପଡିଲାଣି ସୁଏଟର ମଫଲର…