Latest Odisha News

BREAKING NEWS

Browsing Tag

Shilpa Shetty

ଶିଳ୍ପା ସେଟ୍ଟୀଙ୍କ ଜନ୍ମଦିନରେ କିଛି ଏପରି ଟୁଇଷ୍ଟ ଆଣିଲେ ରାଜ କୁନ୍ଦ୍ରା

ମୁମ୍ବାଇ: ଆଜି ୪୭ ବର୍ଷ ବୟସରେ ପାଦ ଦେଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟି କୁନ୍ଦ୍ରା । ଏହି ଅବସରରେ ତାଙ୍କୁ ସୋସିଆଲ୍ ମିଡିଆରେ ମିଳିଛି ଢେର ସାରା ଶୁଭକାମନା । ହେଲେ ଖାସ କରି ଏକ ନିର୍ଦ୍ଧିଷ୍ଟ ଟୁଇଟ୍ କିନ୍ତୁ ତାଙ୍କୁ ସବୁଠୁ ଅଧିକ ଖୁସୀ ଆଣିଦେଇଛି । Happy Happy Birthday my…

ପୁଣି ସ୍ୱାମୀ ରାଜଙ୍କୁ ନେଇ ଟ୍ରୋଲ ହେଲେ ଶିଳ୍ପା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ତାଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ସହ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଉଭୟ ମହାରାଷ୍ଟ୍ରର ଶିରିଡି ସାଇ ବାବାଙ୍କ ମନ୍ଦିର ପରିଦର୍ଶନ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଦମ୍ପତି ସାଇ ବାବାଙ୍କ…

ବିବାହ ବାର୍ଷିକୀ ଅବସରରେ ନିଆରା ଢଙ୍ଗରେ ରାଜ୍‌ଙ୍କୁ ଶୁଭେଚ୍ଛା ଜଣାଇଲେ ଶିଳ୍ପା

ମୁମ୍ବାଇ: ଅଶ୍ଳୀଳ ଭିଡିଓ ମାମଲାରେ ରାଜ କୁନ୍ଦ୍ରାଙ୍କ ସମ୍ପୃକ୍ତି ମାମଲା ସାମ୍‌ନାକୁ ଆସିବା ପରେ ଶିଳ୍ପା ଓ ରାଜ୍‌ଙ୍କ ମଧ୍ୟରେ ଛାଡପତ୍ର ଖବରକୁ ନେଇ ଚର୍ଚ୍ଚା ଲାଗି ରହିଛି। ବର୍ତ୍ତମାନ ଶିଳ୍ପା ଉଭୟଙ୍କ ବିବାହ ବାର୍ଷିକୀ ଅବସରରେ ଏକ ପ୍ରେମ ବାର୍ତ୍ତା ପୋଷ୍ଟ କରି ଏହି ଗୁଜବରେ…

ପୁଣି ଅଡୁଆରେ ଫସିଲେ ଶିଳ୍ପା ଓ ରାଜ୍‌; ଉଭୟଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ପତି ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଅଡୁଆ ପୁଣି ବଢିବାରେ ଲାଗିଛି। ତାଙ୍କ ବିରୋଧରେ ୧.୫୧ କୋଟି ଟଙ୍କା ଠକେଇ କରାଯାଇଥିବା ଅଭିଯୋଗ ହୋଇଛି। ମୁମ୍ବାଇର ବାନ୍ଦ୍ରା ପୋଲିସ ଷ୍ଟେସନରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରଙ୍କ ବିରୋଧରେ…

ଜେଲ୍‌ରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ଶିଳ୍ପାଙ୍କ ସହ ନଜର ଆସିଲେ ରାଜ୍‌

ମୁମ୍ବାଇ: ଅଶ୍ଳୀଳ ଭିଡିଓ ମାମଲାରେ ବ୍ୟବସାୟୀ ତଥା ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଜେଲରୁ ମୁକୁଳିବା ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ନଜର ଆସିଛନ୍ତି। ରାଜ କୁନ୍ଦ୍ରା ଗିରଫ ହେବା ପରେ ଶିଳ୍ପା ଶେଟ୍ଟୀ ସୋସିଆଲ ମିଡିଆଠୁ ନିଜକୁ ଦୂରେଇ ରଖିଥିଲେ। ରାଜ ଜେଲରୁ ମୁକୁଳିବା…

ରାଜ ଓ ଶିଳ୍ପାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ଶର୍ଲିନ୍‌

ମୁମ୍ବାଇ: ଶର୍ଲିନ୍‌ ଚୋପ୍ରା କ୍ରମାଗତ ଭାବରେ ରାଜ କୁନ୍ଦ୍ରା ଏବଂ ଶିଳ୍ପା ଶେଟ୍ଟୀଙ୍କୁ ଟାର୍ଗେଟ କରି ଆସୁଛନ୍ତି। ଅଶ୍ଳୀଳ ଭିଡିଓ ଓ ଚଳଚ୍ଚିତ୍ର ନିର୍ମାଣ ଓ ପ୍ରସାରଣ ମାମଲାରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯିବା ପରେ ଶର୍ଲିନ୍‌ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ସେୟାର କରି ତାଙ୍କୁ ଏହି…

ସସ୍‌ପେନ୍ସ ବଢାଉଛି ଶିଳ୍ପାଙ୍କ ପୋଷ୍ଟ

ମୁମ୍ବାଇ: ଅଶ୍ଳୀଳ ଚଳଚ୍ଚିତ୍ର ଓ ଭିଡିଓ ନିର୍ମାଣ ଓ ପ୍ରସାରଣ ଦୁର୍ନୀତିକୁ ନେଇ ରାଜ କୁନ୍ଦ୍ରାଙ୍କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ବଲିଉଡ ଅଭିନେତ୍ରୀ ତଥା ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଶନିବାର ଦିନ, ସେ ନିଜ ଇନ୍‌ଷ୍ଟାରେ ଉଲ୍ଲେଖ…

ସ୍ବାମୀଙ୍କ ଗିରଫ ପରେ ପ୍ରଥମ ଥର ପାଇଁ ସର୍ବସାଧାରଣରେ ହାଜର ହେବେ ଶିଳ୍ପା

ମୁମ୍ବାଇ: ସ୍ବାମୀ ରାଜ କୁନ୍ଦ୍ରା ଗିରଫ ହେବା ପରେ ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ପ୍ରଥମ ଥର ପାଇଁ ସର୍ବସାଧାରଣରେ ହାଜର ହେବାକୁ ପ୍ରସ୍ତୁତ ଅଛନ୍ତି। ରିପୋର୍ଟ ଅନୁଯାୟୀ ଶିଳ୍ପା ଅଗଷ୍ଟ ୧୫ ରେ "ୱି ଫର୍ ଇଣ୍ଡିଆ" ମାଧ୍ୟମରେ ଫେସବୁକ୍ ଲାଇଭରେ ରହିବେ। ଶିଳ୍ପାଙ୍କ ବ୍ୟତୀତ ଏହି…

କରୋନା କବଳରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପରିବାର

ମୁମ୍ବାଇ: କରୋନା କବଳରୁ ବାଦ୍ ପଡିନି ବଲିଉଡ ଜଗତ। ଏଭଳି ସମୟରେ ଶିଳ୍ପା ସେଟ୍ଟୀଙ୍କ ସମେତ ତାଙ୍କ ପୂରା ପରିବାର ମଧ୍ୟ ଶୁକ୍ରବାର ଦିନ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ସମ୍ପର୍କରେ ଅଭିନେତ୍ରୀ ନିଜେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି। ଶିଳ୍ପା ନିଜ ଇନଷ୍ଟାଗ୍ରାମରେ ଏକ…

ପୁରୁଣା ଅନ୍ଦାଜରେ ଫେରିଲେ ଶିଳ୍ପା ସେଟ୍ଟୀ; ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ: ପୁଣି ସିନେ ଜଗତକୁ ଫେରିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ମନାଲିରେ ଆଗାମୀ ଫିଲ୍ମ 'ହଙ୍ଗାମା ୨' ପାଇଁ ସୁଟିଂ କରୁଥିବା ଶିଳ୍ପା ସେଟ୍ଟୀ ରବିବାର ଦିନ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରେ ଏକ ପୋଷ୍ଟ ସେୟାର କରିଛନ୍ତି। ଭିଡିଓରେ ଅଭିନେତ୍ରୀ କିଛି ଜିଲାପି ଖାଉଥିବା ଦେଖିବାକୁ…