Latest Odisha News

BREAKING NEWS

Browsing Tag

short film

‘ଓସ୍କାର ୨୦୨୧’ ଦୌଡ଼ରେ ସାମିଲ୍‌ ହେଲା ବିଦ୍ୟାଙ୍କ ଅଭିନୀତ ଏହି ଫିଲ୍ମ

ନୂଆଦିଲ୍ଲୀ: ଏମିତି ଅନେକ ସିନେମା ଅଛି ଯାହା ଯାହା ଡିଜିଟାଲ୍ ପ୍ଲାଟଫର୍ମରେ ଷ୍ଟ୍ରିମ୍ ହୋଇ ଆନ୍ତର୍ଜାତୀୟ ସ୍ତରରେ ଦର୍ଶକଙ୍କୁ ପ୍ରଭାବିତ କରିଥାଏ। ଏହିପରି ଗୋଟିଏ ଚଳଚ୍ଚିତ୍ର ହେଉଛି ବିଦ୍ୟା ବାଲାନଙ୍କ 'ନଟ୍ଖ‌ଟ୍' ଯାହା ଗତ ବର୍ଷ ମୁକ୍ତିଲାଭ କରିଥିଲା ​​ଏବଂ ବର୍ତ୍ତମାନ ଏହି ଫିଲ୍ମ…

ମୁକ୍ତିଲାଭ କଲା ମ୍ୟୁଜିକାଲ ସର୍ଟ ମୁଭି ‘ଜାନିୟା’

ଭୁବନେଶ୍ୱର: ନୂଆବର୍ଷରେ ରିଲିଜ ହୋଇଛି ବ୍ୟୟବହୁଳ ମ୍ୟୁଜିକାଲ ସର୍ଟ ମୁଭି 'ଜାନିୟା' । ଏହାକୁ ଆନୁଷ୍ଠାନିକ ଭାବେ ରିଲିଜ କରିଛନ୍ତି ତରଙ୍ଗ ଚ୍ୟାନେଲର ମୁଖ୍ୟ ଶ୍ୟାମା ପ୍ରସାଦ ମିଶ୍ର । ଏହି ଅବସରରେ 'ଜାନିୟା'ର ସମସ୍ତ କଳାକାର ଓ ଟେକ୍ନିସିଆନ ପ୍ରମୁଖ ଉପସ୍ଥିତ ଥିଲେ । 'ଜାନିୟା'ର…

ନୂଆବର୍ଷରେ ରିଲିଜ ହେବ ଫିଲ୍ମ ବଜେଟରେ ପ୍ରସ୍ତୁତ ସର୍ଟ ମୁଭି ‘ଜାନିୟା’

ଭୁବନେଶ୍ବର: ନୂଆବର୍ଷରେ ରିଲିଜ ହେବାକୁ ଯାଉଛି ନିହାର ନମନ ଫିଲ୍ମସର ମ୍ୟୁଜିକାଲ ସର୍ଟ ମୁଭି ‘ଜାନିୟା’ । ଏହା ଓଲିଉଡରେ ସବୁଠୁ ବ୍ୟୟ ବହୁଳ ସର୍ଟ ମୁଭି । ବର୍ତମାନ ସମୟରେ ଗୋଟିଏ ଚଳଚ୍ଚିତ୍ର ନିର୍ମାଣ ପାଇଁ ଯେତିକି ବ୍ୟୟ ବରାଦ ହେଉଛି ଏହି ମ୍ୟୁଜିକାଲ ସର୍ଟ ମୁଭି ପାଇଁ ତା’ଠୁ ଢେର ଗୁଣା…

କରୋନା ଉପରେ ୨୮୦୦ କ୍ଷୁଦ୍ର ଚଳଚ୍ଚିତ୍ର !

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଏନଡିଏମସି କନଭେନସନ ସେଣ୍ଟରରେ ଚାଲିଥିବା ଅନ୍ତର୍ଜାତୀୟ କରୋନା ଭାଇରସ୍ କ୍ଷୁଦ୍ର ଫିଲ୍ମ ଫେଷ୍ଟିଭାଲରେ ଦେଶ ବିଦେଶରୁ ଅଂଶଗ୍ରହଣ କରିଛନ୍ତି ୨୮୦୦ ଟି କ୍ଷୁଦ୍ର ଫିଲ୍ମ । ବିଶ୍ୱର ୧୦୮ଟି ଦେଶର ଫିଲ୍ମ ନିର୍ମାତା ନିର୍ଦ୍ଦେଶକ ଏହି ଭିନ୍ନ ଧରଣର ଫିଲ୍ମ ଫେଷ୍ଟିଭାଲରେ…

ଲକ୍‌ଡାଉନ ମନୋରଂଜନ : ଘରେ ରହି ପ୍ରସ୍ତୁତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ‘ଗୃହବନ୍ଦୀ’

ଭୁବନେଶ୍ୱର: ଲକ୍ ଡାଉନ ସମୟରେ ସମସ୍ତେ ଘରେ ବନ୍ଦ । ସିନେମା ହଲ ବନ୍ଦ ଏପଟେ ଟିଭିରେ କୌଣସି ମନୋରଂଜନ ଭିତ୍ତିକ କାର୍ଯ୍ୟକ୍ରମ ନାହିଁ କି ଧାରାବାହିକ ନାହିଁ । ଏହି ସମୟରେ ଘରେ ରହି ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରସ୍ତୁତ ହୋଇଛି । ଚଳଚ୍ଚିତ୍ରର ନାଁ ରହିଛି ‘ଗୃହବନ୍ଦୀ’ । ଚଳଚ୍ଚିତ୍ରଟି ସୋସିଆଲ…

କରୋନା ଅପଡେଟ୍‌; ଇନ୍‌ଷ୍ଟାଗ୍ରାମରେ ସଲମାନ୍ ଶେୟାର କଲେ ସର୍ଟ ଫିଲ୍ମ ‘ବାସ୍ତବ୍‌-୨’ !

ମୁମ୍ବାଇ: କରୋନାଭାଇରସ୍ ଉପରେ ଆଧାରିତ ଏକ ସର୍ଟଫିଲ୍ମକୁ ସୋସିଆଲ୍ ମିଡିଆରେ ଶେୟାର କଲେ ବଲିଉଡ୍ ସୁପରଷ୍ଟାର୍ ସଲମାନ ଖାନ । ଫିଲ୍ମର ଟାଇଟଲ୍ ରହିଛି ବାସ୍ତବ୍‌-୨ । ବୁଧବାର ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ସଲମାନ ସର୍ଟ ଫିଲ୍ମ ବାସ୍ତବ-୨କୁ ଶେୟାର କରିଛନ୍ତି । କରୋନାଭାଇରସ୍ ଉପରେ…