ସ୍ୱଳ୍ପ ଗଳ୍ପ : ଲୁଟ୍ ଅଥବା ଏକ ବିଶେଷ ସ୍ମାରକୀର କଥା
ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୬
୧୮୫୭ ଖ୍ରୀଷ୍ଟାବ୍ଦ।ଭାରତରେ ସେତେବେଳେ ସିପାହୀ ବିଦ୍ରୋହର ସମୟ। ଏହି ବିଦ୍ରୋହକୁ ପରେ ଆମେ ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମ ବୋଲି କହିଲୁ। ଏଥିରେ ଭାରତୀୟ ସିପାହୀମାନେ ବ୍ରିଟିଶମାନଙ୍କ ବିରୁଦ୍ଧରେ ସଶସ୍ତ୍ର ବିଦ୍ରୋହ…