Latest Odisha News
Browsing Tag

shradha murder Case

ଶ୍ରଦ୍ଧାଙ୍କ ଶବକୁ କାଟିବା ପାଇଁ ୫ଟି ହତିଆର ବ୍ୟବହାର କରିଥିଲା ଅଫତାବ: ଚାର୍ଜସିଟ ରିପୋର୍ଟରେ ଦିଲ୍ଲୀ ପୋଲିସର…

ନୂଆଦିଲ୍ଲୀ: ଶ୍ରଦ୍ଧା ବାଲାକର ହତ୍ୟାକାଣ୍ଡକୁ ଘଟଣାର ଚାର୍ଜସିଟ ମଙ୍ଗଳବାର ଦାଖଲ କରିଛି ଦିଲ୍ଲୀ ପୋଲିସ । ୬୬୨୯  ପୃଷ୍ଠା ବିଶିଷ୍ଟ ଏହି ଚାର୍ଜସିଟରେ  ପୋଲିସ ଏହି ହତ୍ୟାକାଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ ରଖିଛି । ମାମଲାର ମୁଖ୍ୟ ଆସାମୀ ଆଫତାବ ପୁନାବାଲାକୁ ମଧ୍ୟ ପୋଲିସ ଭିଡିଓ…

ସାମ୍ନାକୁ ଆସିଲା ଶ୍ରଦ୍ଧାଙ୍କ ଶବ ବ୍ୟବଚ୍ଛେଦ ବିଶ୍ଳେଷଣ ରିପୋର୍ଟ: ଆରିରେ ଶ୍ରଦ୍ଧାଙ୍କ ହାଡକୁ ଖଣ୍ଡ ଖଣ୍ଡ କରିଥିଲା…

ନୂଆଦିଲ୍ଲୀ: ଶ୍ରଦ୍ଧା ବାଲକର ହତ୍ୟାକାଣ୍ଡର ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଲା । ପ୍ରେମିକାକୁ ହତ୍ୟା ପରେ ତାହାର ହାଡକୁ ଆରିରେ ଟିକି ଟିକି କରି କାଟିଥିଲା ରାକ୍ଷସ ପ୍ରେମିକ । ପୋଷ୍ଟମର୍ଟମ ରିପୋର୍ଟରେ ହୋଇଛି ଏପରି ଖୁଲାସା । ଦିଲ୍ଲୀ ପୋଲିସ ଶ୍ରଦ୍ଧାଙ୍କର ୨୩ଟି ହାଡର ପୋଷ୍ଟମର୍ଟମ…

ଶ୍ରଦ୍ଧା ମର୍ଡର କେସର ନୂଆ ଟ୍ୱିଷ୍ଟ: ଅଫତାବ ଘରୁ ମିଳିଲା ଚାଇନିଜ ଚାପଡ

ନୂଆଦିଲ୍ଲୀ: ଶ୍ରଦ୍ଧା ୱାକର ହତ୍ୟା ଘଟଣାର ନୂଆ ଟ୍ୱିଷ୍ଟ । ନାର୍କୋ ଟେଷ୍ଟ, ପଲିଗ୍ରାଫ ଟେଷ୍ଟରେ  ଗୋଟି ଗୋଟି ସତ ଉଗାଳିଛି ଜହ୍ଲାଦ ପ୍ରେମିକ ଅଫତାବ । ୨ ଜଣ ଡାକ୍ତର, ଜଣେ ସାଇକୋଲୋଜିଷ୍ଟ ଓ ୨ଜଣ ଫଟୋ ବିଶେଷଜ୍ଞଙ୍କ  ଉପସ୍ଥିତିରେ ୨ ଘଣ୍ଣା ଧରି ହୋଇଥିଲା ଜେରା । ଜେରାବେଳେ ଲିଭ୍ ଇନ…

ଶ୍ରଦ୍ଧା ମର୍ଡର କେସର ନୂଆ ଟ୍ୱିଷ୍ଟ; ସାମ୍ନାକୁ ଆସିଲା ଶେଷ ଚାର୍ଟିଂ

ନୂଆଦିଲ୍ଲୀ: ଶ୍ରଦ୍ଧା ମର୍ଡର କେସରେ ନୂଆ ଟୁଇଷ୍ଟ । ହତ୍ୟାର କିଛି ସମୟ ପୂର୍ବରୁ ଶ୍ରଦ୍ଧା  ଅନୁମାନ କରିସାରିଥିଲେ  ତାଙ୍କ ସହ କ’ଣ ହେବାକୁ ଯାଉଛି । ସାମ୍ନାକୁ ଆସିଛି ଶ୍ରଦ୍ଧାଙ୍କ ହତ୍ୟାକାଣ୍ଡର କିଛି ସମୟ ପୂର୍ବର ଚାର୍ଟିଂ । ଶ୍ରଦ୍ଧା ମୃତ୍ୟୁର କିଛି ଘଣ୍ଟା ପୁର୍ବରୁ ଅର୍ଥାତ୍ ୪ଟା ୩୪ରେ…

ଶ୍ରଦ୍ଧା ମର୍ଡର କେସ- ଅଫତାବ୍ ବିରୋଧରେ ମିଳୁନି ପ୍ରମାଣ, ଚିନ୍ତାରେ ପୋଲିସ

ଦିନକୁ ଦିନ ରହସ୍ୟମୟ ହେଉଛି ଶ୍ରଦ୍ଧା ହତ୍ୟାକାଣ୍ଡ  । ରହସ୍ୟର ପର୍ଦ୍ଦାଫାଶ କରିବା ଦିଲ୍ଲୀ ପୋଲିସ ପାଇଁ  ଏବେ ଚାଲେଞ୍ଜ ହୋଇଗଲାଣି । ଗିରଫ ଅଫତାବର  କ୍ରୁର  ବ୍ୟବହାର ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟି ଗଲାଣି । କାରଣ ଅଫତାବ ବୟାନ ସହ ଏବଂ ପ୍ରମାଣ ମେଳ ଖାଉନି  ।  ଫଳରେ…