ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ସର୍ବବ୍ୟାପି ଶ୍ରୀଜଗନ୍ନାଥ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ,ପରଂବ୍ରହ୍ମ ଶ୍ରୀଜଗନ୍ନାଥ ଯେଭଳି ସର୍ବବ୍ୟାପୀ, ସେଭଳି ସର୍ବନାମ ମଧ୍ୟ ।
ତେଣୁ ସମୟ ସମୟରେ, ନାରାୟଣ, ଗୋବିନ୍ଦ, ବାସୁଦେବ, ହୃଷିକେଶ, ବିଷ୍ଣୁ, ହରି ଓ ସର୍ବୋପରି ଜଗନ୍ନାଥ, ଜଗମୋହନ, ଜଗଦୀଶ,…