ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୧୨୬
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନେକ ଭିନ୍ନତା ମଧ୍ୟରେ ବା ବିଲକ୍ଷଣ (ବିଶେଷ ଲକ୍ଷଣ )ଭିତରେ ଅନ୍ୟତମ ବିଶେଷତା ହେଉଛି "ନାମ ମହତ୍ୱ "। ଅର୍ଥାତ ମାୟା ଜଗତର ସମସ୍ତ ବନ୍ଧନ, ଆସକ୍ତି କଟି…