Latest Odisha News

BREAKING NEWS

Browsing Tag

Sonakshi Sinha

ଫ୍ୟାନ୍ସଙ୍କୁ ଦିୱାନା କଲା ସୋନାକ୍ଷୀଙ୍କ ‘ଲେଡି ବସ୍ ଲୁକ୍’

ମୁମ୍ବାଇ: ମନୋରଞ୍ଜନ ଜଗତରେ ଆଜିକାଲି ବେଶ ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା। ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଡବଲ୍ ଏକ୍ସଏଲ୍'କୁ ନେଇ ସୋସିଆଲ ମିଡିଆରେ ଚାଲିଛି ଆଲୋଚନା। ସେପେଟ ଅଭିନେତ୍ରୀ ମଧ୍ୟ ତାଙ୍କ ଚଳଚ୍ଚିତ୍ରର ପ୍ରମୋସନରେ ନିରନ୍ତର ବ୍ୟସ୍ତ ଅଛନ୍ତି। ଏହି ସମୟରେ…

ଆସନ୍ତୁ ଜାଣିବା ସୋନାକ୍ଷୀ,ରିତେଶ ଅଭିନୀତ ହରର କମେଡି ଫିଲ୍ମର ନାମ କଣ ରହିଲା

ମୁମ୍ବାଇ:ଏବେ ବଲିଉଡରେ ହରର କମେଡି ଫିଲ୍ମର ଟ୍ରେଣ୍ଡ ଚାଲିଛି । ଖୁବ୍ ଶୀଘ୍ର ସୋନାକ୍ଷୀ ସିହ୍ନା ଓ ରିତେଶ ଦେଶମୁଖ ଏ ଭଳି ଏକ ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଆଦିତ୍ୟ ସରପୋତଦାର ନିର୍ଦ୍ଦେଶିତ ଏହି ଫିଲ୍ମର ନାମ କକୁଡା ରଖାଯାଇଛି । ପ୍ରଥମ ଥର ପାଇଁ ଦର୍ଶକ ସୋନାକ୍ଷୀ-ରିତେଶଙ୍କ ଯୋଡି…

ନିଆରା ଅନ୍ଦାଜ୍‌ରେ ମାଲଦ୍ୱୀପରେ ଛୁଟି କଟାଉଛନ୍ତି ସୋନାକ୍ଷୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ମାଲଦ୍ୱୀପରେ ସମୟ ବିତାଉଛନ୍ତି। ସୋନାକ୍ଷୀ ସିହ୍ନା ସୋସିଆଲ ମିଡିଆରେ ବହୁତ ସକ୍ରିୟ ରହୁଥିବା କାରଣରୁ ୧୮.୭ ନିୟୁତ ପ୍ରଶଂସକ ଇନଷ୍ଟାଗ୍ରାମରେ ତାଙ୍କୁ ଅନୁସରଣ କରନ୍ତି। ସୋନାକ୍ଷୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ କିଛି ଫଟୋ ସେୟାର…

ୱେବ୍ ସିରିଜ୍ ପାଇଁ ସଜବାଜ ହେଉଛନ୍ତି ସୋନାକ୍ଷୀ

ମୁମ୍ବାଇ: ଲକ୍‌ଡାଉନ୍ ପୂର୍ବରୁ ସୋନାକ୍ଷୀ ୱେବ୍ ସିରିଜ୍‌ରେ କାମ କରିବା ନେଇ ଖବର ଆସିଥିଲା । ରିମା କାଗ୍‌ତୀଙ୍କ ନିର୍ଦ୍ଦେଶିତ ଫଲେନ୍‌ରେ ମୁଖ୍ୟ ଭୂମିକାରେ ନଜର ଆସିବେ ଦବଙ୍ଗ ଗାର୍ଲ । ଅନ୍ୟପଟେ ସପୋର୍ଟିଂ ରୋଲ୍‌ରେ ଗଲ୍ଲି ବୟ ଫେମ୍ ବିଜୟ ବର୍ମା, ଗୁଲଶନ୍ ଦେବିଆହ ଓ ସୋହୁମ ଶାହଙ୍କୁ ବି…

‘ଜରୁରତ’ରେ ଏକାଠି ନଜର ଆସିବେ ବାପା-ଝିଅ

ମୁମ୍ବାଇ: ପ୍ରଥମ ଥର ପାଇଁ ପରଦାରେ ଏକାଠି ନଜର ଆସିବେ ବଲିଉଡର ସଟ୍‌ଗନ୍ ଶତ୍ରୁଘ୍ନ ସିହ୍ନା ଓ ସୋନାକ୍ଷୀ । ମ୍ୟୁଜିକ ଭିଡିଓ ଆଲବମ ‘ଜରୁରତ’ରେ ବାପା-ଝିଅଙ୍କୁ ଏକାଠି ଦେଖିବାକୁ ମିଳିବ । ଏହି ଗୀତରେ ଶତ୍ରୁଘ୍ନ ସିହ୍ନାଙ୍କ ଦମଦାର ଭଏସ୍ ମଧ୍ୟ ଶୁଣିବାକୁ ମିଳିବ । ଏହି ଗୀତରେ ଡଃ.କିରନ…

ପୁଣି ବିବାଦରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା !

ମୁମ୍ବାଇ: ଲକ୍‌-ଡାଉନରେ ସୋନାକ୍ଷୀଙ୍କ ଗୁଡଲକ୍ ବି ଡାଉନ୍ ରହିଛି । ପ୍ରଥମେ ମୁକେଶ ଖାନ୍ନା ଆଉ ଏବେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଟୁଇଟ୍ ତାଙ୍କୁ ବିବାଦକୁ ଟାଣିଆଣିଛି । Excuse me @MumbaiPolice , @OfficeofUT what is the procedure to stop people from…

ସୋନାକ୍ଷୀଙ୍କ ଘରେ ପୋଲିସ, ଜାଣନ୍ତୁ କାହିଁକି !

ମୁମ୍ବାଇ : ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ବିରୋଧରେ ହୋଇଥିବା ଠକେଇ ମାମଲାରେ ତଦନ୍ତ ଲାଗି ଉତ୍ତରପ୍ରଦେଶ ପୋଲିସ ଗୁରୁବାର ଦିନ ତାଙ୍କ ମୁମ୍ବାଇ ସ୍ଥିତ ବାସଭବନରେ ପହଞ୍ଚିଥିଲା । ସୋନାକ୍ଷୀଙ୍କ ସମେତ ୪ ଜଣଙ୍କ ବିରୋଧରେ ଏହି ମାମଲା ଫେବୃଆରୀ ମାସରେ ରୁଜୁ ହୋଇଥିବା ଜଣାପଡିଛି ।…