ଭାଇରାଲ୍ ହେଉଛି ସୋନୁଙ୍କ ଟାଟୁ
ନୂଆଦିଲ୍ଲୀ: ଗରିବ ଅଭାବୀ ଲୋକଙ୍କୁ ସାହାଯ୍ୟ କରିବା ନେଇ ବଲିଉଡର ପ୍ରସିଦ୍ଧ ଅଭିନେତା ସୋନୁ ସୁଦ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି। ଲକଡାଉନ୍ ସମୟରେ ସେ ଆରମ୍ଭ କରିଥିବା ସହାୟତା ଶୃଙ୍ଖଳା ଅବ୍ୟାହତ ରହିଛି। ଏଥି ସହିତ, ଲୋକମାନେ ତାଙ୍କର ମହାନ କାର୍ଯ୍ୟ ପାଇଁ ତାଙ୍କୁ ନିଜ ଶୈଳୀରେ…