Latest Odisha News

BREAKING NEWS

Browsing Tag

sonu sood

ପୁଣି ଚର୍ଚ୍ଚାରେ ସୋନୁ; ୧୨ ବର୍ଷର ଯନ୍ତ୍ରଣାକୁ ମାତ୍ର ୧୧ ଘଣ୍ଟାରେ ହ୍ରାସ‌ କଲେ ସୋନୁ

ନୂଆଦିଲ୍ଲୀ: ଅଭିନେତା ସୋନୁଙ୍କ ଅନ୍ୟକୁ ସାହାଯ୍ୟ କରିବା କଥା ନୂଆ ନୁହେଁ। କରୋନା କାଳରେ ଅଭିନେତା ଏପରି କାର୍ଯ୍ୟ କରିଛନ୍ତି ଯେ ସେ ସମସ୍ତଙ୍କ ଦୃଷ୍ଟିରେ ସେ ମହାନ ହୋଇପାରିଛନ୍ତି। ଅଭିନେତା ନିଜ କାମ ବଳରେ ଅନେକ ଲୋକଙ୍କ ହୃଦୟ ଜିତିଛନ୍ତି। ବର୍ତ୍ତମାନ ସୋନୁ ସୁଦ ଅନ୍ୟ ଜଣେ…

ସୋନୁ ସୁଦଙ୍କ ଜବରା ଫ୍ୟାନ୍‌ । ସାଇକେଲରେ ବାହାରିଲେ ମୁମ୍ବାଇ, ଫ୍ଲାଇଟରେ ଆଣିଲେ ସୋନୁ

ମୁମ୍ବାଇ: କରୋନା ସମୟରେ ନିଜର ଭଲ କାମ ପାଇଁ ଅନେକ ପ୍ରଶଂସା ସାଉଁଟିଛନ୍ତି ଅଭିନେତା ସୋନୁ ସୁଦ୍ । କିଛି ଦିନ ହେବ ସୋନୁଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ତାଙ୍କ ପ୍ରିତ ଫ୍ୟାନଙ୍କ ଭଲ ପାଇବା ମଧ୍ୟ ସେହି ଅନୁସାରେ ବଢୁଛି । ଏବେ ଜଣେ ଫ୍ୟାନଙ୍କ କଥାକୁ ନେଇ ପୁଣି ଚର୍ଚ୍ଚା ହେଉଛି ।…

ପଞ୍ଜାବର ଷ୍ଟେଟ୍‌ ଆଇକନ୍‌ ହେଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଦ୍ୱାରା ବଲିଉଡ୍‌ ଅ‌ଭିନେତା ସୋନୁ ସୁଦ ପଞ୍ଜାବର ଷ୍ଟେଟ୍‌ ଆଇକନ୍ ଭାବରେ ନିଯୁକ୍ତ ହୋଇଛନ୍ତି। ସୋନୁ ସୁଦ୍‌ଙ୍କୁ ଏବେ ପଞ୍ଜାବରେ ନିର୍ବାଚନ ସହ ଜଡିତ ସଚେତନତା ପ୍ରସାରରେ ଦେଖିବାକୁ ମିଳିବ। ତାଙ୍କ ନିଯୁକ୍ତି ସମ୍ପର୍କରେ ସୋମବାର ନିର୍ବାଚନ ଆୟୋଗ ଏକ ଚିଠି…

ସୋନୁ ସୁଦଙ୍କ ସହାୟତା ଉପରେ ଉଠିଲା ପ୍ରଶ୍ନ!

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୋନୁ ସୁଦ୍ କରୋନା ମହାମାରୀ କାଳରେ ଅସହାୟଙ୍କୁ ସହାୟତା କରିବାରେ ଲାଗି ପଡିଛନ୍ତି । ଅନେକ ତାଙ୍କର ଏଭଳି କାର୍ଯ୍ୟକୁ ପ୍ରଶଂସା କରୁଥିବା ବେଳେ ଆଉ କେତେକ ତାଙ୍କ କାର୍ଯ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ଆଉ କେହି କେହି ତାଙ୍କ ସାହାଯ୍ୟକୁ ପିଆର୍ ଷ୍ଟଣ୍ଟ…

ପୁଣି ଚର୍ଚ୍ଚାରେ ସୋନୁ; ଏକ ବର୍ଷର ଶିଶୁକୁ ସହାୟତାର ହାତ ବଢାଇଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: କରୋନା କାଳରେ ପ୍ରବାସୀ ଶ୍ରମିକଙ୍କ ପାଇଁ ସ୍ୱୟଂ ଭଗବ‌ାନ ସାଜିଥିବା ବଲିଉଡ୍‌ ଅଭିନେତା ସୋନୁ ସୁଦ୍‌ ପୁଣି ଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। ଏଥର ଅଭିନେତା ସୋନୁ ସୁଦ୍‌ ମୁମ୍ବାଇରେ ରହୁଥିବା ଗୋଟିଏ ଛୋଟ ଶିଶୁଟିକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି। ଲକଡାଉନ୍ ସମୟରେ…

ଦୁର୍ଗା ପୂଜା ପେଣ୍ଡାଲ୍‌ରେ ଶୋଭା ପାଇଲା ସୋନୁଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ: କରୋନା ଭଳି ଜଟିଳ ସମୟରେ ଅଭିନେତା ସୋନୁ ସୁଦ୍‌ ଅସହାୟ ଲୋକଙ୍କ ପାଇଁ ସାହାରା ହୋଇପାରିଛନ୍ତି। କରୋନା ଅବଧିରେ ପ୍ରବାସୀ ଶ୍ରମିକମାନଙ୍କୁ ତାଙ୍କ ଉଦାର ଭାବନା ଏବଂ ସହାୟତାର ହାତ ବଢ଼ାଇଥିବା ହେତୁ ସେ ଲୋକଙ୍କ ଦୃଷ୍ଟିରେ ଭଗବାନ ସାଜିପାରିଛନ୍ତି। ସମସ୍ୟା ଯେତେ ବଡ ହେଉ ନା…

ଆଇଏଏସ୍‌ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ନୂତନ ଛାତ୍ରବୃତ୍ତି ‌ଯୋଜନା ଆରମ୍ଭ କଲେ ସୋନୁ

ମୁମ୍ବାଇ: ବାସ୍ତବ ଜୀବନର ନାୟକ ସୋନୁ ସୁଦ ମହାମାରୀ ସମୟରେ ଯେଉଁଭଳି ଭାବରେ ଗରିବ ଅସହାୟଙ୍କୁ ସହାୟତାର ହାତ ବଢାଇଥିଲେ ତାହା ନିଶ୍ଚିତ ଭାବେ ପ୍ରଶଂସାଯୋଗ୍ୟ। ‌ଏବେ ବି ସେ ଲୋକଙ୍କୁ ସାହାଯ୍ୟ କରିବା ବନ୍ଦ କରିନାହାନ୍ତି। ତେବେ ଏହା ମଧ୍ୟରେ ସୋନୁ ଆଇଏଏସ୍‌ ପ୍ରସ୍ତୁତି କରୁଥିବା…

ସୋନୁ ସୁଦଙ୍କୁ ସମ୍ମାନିତ କଲା UNDP

ମୁମ୍ବାଇ: କୋଭିଡ ମହାମାରୀ ସମୟରେ ତାଙ୍କର ମାନବିକ କାର୍ଯ୍ୟ ପାଇଁ ବଲିଉଡ ଅଭିନେତା ସୋନୁ ସୁଦଙ୍କୁ ମିଳିତ ଜାତିସଂଘ ବିକାଶ କାର୍ଯ୍ୟକ୍ରମ (ୟୁଏନଡିପି) ଦ୍ୱାରା ସମ୍ମାନଜନକ ଏସଡିଜି ସ୍ପେଶାଲ ହ୍ୟୁମାନିଟାରୀ ଆକ୍ସନ ପୁରସ୍କାର ପ୍ରଦାନ କରାଯାଇଛି। ସୋମବାର ସନ୍ଧ୍ୟାରେ ଏକ ଭର୍ଚୁଆଲ୍…

ସରକାର ଶୁଣିଲେଣି, ଘର ତିଆରି କରିଦେବେ ସୋନୁ ସୁଦ

ଉତ୍ତରପ୍ରଦେଶ: କରୋନା କାଳରେ ପ୍ରବାସୀଙ୍କ ସାହାରା ପାଲଟିଥିଲେ ବଲିଉଡ ଅଭିନେତା ସୋନୁ ସୁଦ । ତାଙ୍କ ଯୋଗୁ ହଜାର ହଜାର ପ୍ରବାସୀ ସୁରକ୍ଷିତ ଭାବରେ ଘରକୁ ଫେରିଥିଲେ । ଅସହାୟଙ୍କ ବନ୍ଧୁ ପାଲଟିଛନ୍ତି ସୋନୁ ସୁଦ । ଏବେ ଉତ୍ତରପ୍ରଦେଶରେ ଜଣେ ଗରିବ ଚାଷୀଙ୍କ ପାଇଁ ଘର ନିର୍ମାଣ କରିବାକୁ ଘୋଷଣା…

କଙ୍ଗନାଙ୍କୁ ନେଇ ମୁହଁ ଖୋଲିଲେ ସୋନୁ ସୁଦ; ଏହି କାରଣରୁ ଛାଡିଲେ ମଣିକର୍ଣ୍ଣିକା

ମୁମ୍ବାଇ: ମଣିକର୍ଣ୍ଣିକାର ନିର୍ଦ୍ଦେଶକ କ୍ରେଡିଟ୍ ଉପରେ ଏକ ବିବାଦ ଯୋଗୁଁ ମଣିକର୍ଣ୍ଣିକାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସୋନୁ ସୁଦ ଅଗଷ୍ଟ ୨୦୧୮ରେ ଚଳଚ୍ଚିତ୍ର ଛାଡିଥିଲେ। ସିମ୍ବା ସିନେମା ପାଇଁ ତାଙ୍କ ପ୍ରତିବଦ୍ଧତା ମଧ୍ୟ ଅନ୍ୟ ଏକ କାରଣ ଥିବା ସେ କହିଥିଲେ । ସୋନୁ କହିଥିଲେ ଯେ ସେ…