Latest Odisha News
Browsing Tag

soumya ranjan patnaik

ବିରୋଧରେ କହି ବିପଦକୁ ଡାକୁଛନ୍ତି କି ସୌମ୍ୟ?

ଭୁବନେଶ୍ୱର: ବିଜେଡିର ଖଣ୍ଡପଡା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଗତି କୁଆଡେ? ସୌମ୍ୟ କଣ ଆଗକୁ ଅନ୍ୟ କିଛି ଯୋଜନା କରୁଛନ୍ତି କି? ବିଜେଡି ଠାରୁ ନିଜକୁ ଦୁରେଇ ନେଉଛନ୍ତି କି ସୌମ୍ୟ? ଖଣ୍ଡପଡାରୁ ଆଉ କଣ ବିଜେଡି ପ୍ରାର୍ଥୀ ହେବେନି କି ସୌମ୍ୟ ରଞ୍ଜନ ପଟ୍ଟନାୟକ? ସୌମ୍ୟଙ୍କୁ ନେଇ…

ବାବୁ ଭାବୁଛନ୍ତି ଲୋକ ପ୍ରତିନିଧିଙ୍କ ଠାରୁ ସେମାନେ ବଡ଼: ସୌମ୍ୟ

ଭୁବନେଶ୍ୱର: ଗଣତନ୍ତ୍ରର ସରକାରରେ କିଏ ବଡ଼ ? ଅଫିସର, ଲୋକ ପ୍ରତିନିଧି ନା ଜନତା ? ଖଣ୍ଡପଡ଼ା ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଲୋକ ପ୍ରତିନିଧି ବଡ଼ ନା ପ୍ରଶାସକ ବଡ଼ ପ୍ରଶ୍ନର ଉତ୍ତର ରଖି କହିଛନ୍ତି, ଅନେକ ସମୟରେ କିଛି ପ୍ରଶାସକ ଭାବୁଛନ୍ତି, ସେମାନେ ଲୋକ ପ୍ରତିନିଧିଙ୍କଠାରୁ ବଡ଼…

ସରକାରରେ ବଢ଼ୁଛି ଅହଙ୍କାର ? ସୌମ୍ୟ କହିଲେ ‘ଅଙ୍କୁଶ ନ ଲାଗିଲେ ଗଣତନ୍ତ୍ର ପ୍ରତି ବିପଦ’

ଭୁବନେଶ୍ୱର: ନିରଙ୍କୁଶ ସରକାର, କାହାର ବଢ଼ୁଛି ଅହଙ୍କାର ? ଆଗରୁ ବିରୋଧୀ କହୁଥିଲେ, ଏବେ ଶାସକ ଦଳରୁ ବି ଉଠିଲାଣି ସମାନ ସ୍ୱର । ୨୨ ବର୍ଷରୁ ଅଧିକ ସମୟ ଧରି ସରକାରରେ ରହିବା ପରେ ଅହଙ୍କାର ବଢ଼ି ଗଲାଣି । ଅଙ୍କୁଶ ଲାଗିବା ଦରକାର, ନହେଲେ ଗଣତନ୍ତ୍ର ବିପଦରେ ପଡ଼ିବ ବୋଲି ବିଧାନସଭାରେ…

ଖଣ୍ଡପଡା ବିଧାୟକ ଓ ପତ୍ନୀ ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ଖଣ୍ଡପଡା ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପରେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ତାଙ୍କ ପତ୍ନୀ ସୁଦତ୍ତା ପଟ୍ଟନାୟକ । ଡାକ୍ତରଙ୍କ ପରାମର୍ଶ କ୍ରମେ ଦୁହିଁଙ୍କୁ ଚିକିତ୍ସା ପାଇଁ କଟକର ଅଶ୍ୱିନୀ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ…

ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ କରୋନା ପଜିଟିଭ

ଭୁବନେଶ୍ୱର: ଖଣ୍ଡପଡା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ସ୍ୱାବ ନମୁନା ରିପୋର୍ଟ ପଜିଟିଭ ଆସିଛି। ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି । ମୁଁ ଆଜି କରୋନା ପଜିଟିଭ ହେଇଥିବା କଥା ଜଣା ପଡ଼ିଛି । ମୁଁ ସୁସ୍ଥ ଅଛି । ଗତ ସପ୍ତାହରେ ମୋ…

ଗତ ୬ ମାସରେ ରାଜ୍ୟରେ ୬୦୪ ଜଣ ନାବାଳିକା ଦୁଷ୍କର୍ମର ଶୀକାର

ଭୁବନେଶ୍ୱର: ଚଳିତ ବର୍ଷ ଆରମ୍ଭରୁ ୬ମାସ (ଜୁନ୍) ମଧ୍ୟରେ ଓଡିଶାରେ ନାବାଳିକା ଦୁଷ୍କର୍ମର ପ୍ରାୟ ୬୦୪ଟି ମାମଲା ରୁଜୁ ହୋଇଥିବା ନେଇ ସୋମବାର ଦିନ ବିଧାନସଭାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ବିଜେଡି ସଦସ୍ୟ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଏକ…

ବିଜେଡି ଇସ୍ତାହାରରେ ରହିଛି ବାସ୍ତବତା: ସୌମ୍ୟରଞ୍ଜନ

ଭୁବନେଶ୍ୱର : ବିଜେଡି ରାଜ୍ୟସଭା ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ନିର୍ବାଚନ ଇସ୍ତାହାରରେ ତାଙ୍କ ଦଳ ଯର୍ଥାର୍ଥତା ପ୍ରତିପାଦନ କରିଛି ବୋଲି ଗୁରୁବାର ଦିନ ଦାବି କରିଛନ୍ତି । “ଅନ୍ୟ ରାଜନୈତିକ ଦଳ ଠାରୁ ଆମ ନିର୍ବାଚନୀ ଇସ୍ତାହାର ସମ୍ପୂର୍ଣ୍ଣ ଭିନ୍ନ । ଅନ୍ୟ ଦଳମାନେ ଲୋକଙ୍କୁ ଆକୃଷ୍ଟ…