Latest Odisha News
Browsing Tag

space

ମହାକାଶରେ ୧୬ ଥର ନୂଆବର୍ଷ ସେଲିବ୍ରେସନ କଲେ ସୁନିତା ୱିଲିୟମ୍ସ…

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ଗତ କିଛି ମାସ ଧରି ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନରେ ଫସି ରହିଥିଲେ। ଯିଏକି ନିଜେ ମଧ୍ୟ ମହାକାଶରୁ ନବ ବର୍ଷ ୨୦୨୫କୁ ସ୍ୱାଗତ କରିଛନ୍ତି। ସେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ (ଆଇଏସ୍ଏସ୍) ରୁ ଗୋଟିଏ ଦିନରେ…

ମହାକାଶରେ ଖ୍ରୀଷ୍ଟମାସ ସେଲିବ୍ରେସନ କଲେ ସୁନୀତା ୱିଲିୟମ୍ସ…

ନୂଆଦିଲ୍ଲୀ: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଦୀର୍ଘ ମାସ ଧରି ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍)ରେ ଫସି ରହିଛନ୍ତି। ଏହାରି ମଧ୍ୟରେ ସେ ଚଳିତ ବର୍ଷ ସେଠାରେ ଖ୍ରୀଷ୍ଟମାସ ସେଲିବ୍ରେସନ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ନାସା ପକ୍ଷରୁ ସୁନୀତା ୱିଲିୟମ୍ସ…

ଦୁନିଆର ପ୍ରଥମ କାଠ ସାଟେଲାଇଟ୍ ଲଞ୍ଚ କଲା ଜାପାନ

ଟୋକିଓ: ଜାପାନର ବୈଜ୍ଞାନିକମାନେ ବିଶ୍ୱର ପ୍ରଥମ ଉପଗ୍ରହ ଲଞ୍ଚ କରିଛି ଯାହାକି କାଠରେ ତିଆରି ହୋଇଛି। ଲିଗ୍ନୋସାଟ ନାମକ ଏହି ଉପଗ୍ରହକୁ ସ୍ପେସ୍ ଏକ୍ସ ରକେଟରେ ରଖାଯାଇ ମହାକାଶକୁ ପଠାଯାଇଥିଲା। ଏହି ଉପଗ୍ରହ କାଇଟୋ ବିଶ୍ୱବିଦ୍ୟାଳୟ ଏବଂ ଗୃହ ନିର୍ମାଣକାରୀ କମ୍ପାନୀ ସୁମିତୋମୋ Sumitomo…

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମହାକାଶରୁ ଭୋଟ୍ ଦେବେ ସୁନିତା, ଜାଣନ୍ତୁ କେମିତି ହେବ ସମ୍ଭବ

ନୂଆଦିଲ୍ଲୀ: ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବଚ୍ ୱିଲମୋର ଏବେ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍ (ଆଇଏସ୍ଏସ୍) ରେ ଅଛନ୍ତି। ଏହାରି ମଧ୍ୟରେ ଚର୍ଚ୍ଚା ହେଉଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ମହାକାଶରୁ ଭୋଟ୍ ଦେବେ ସୁନିତା ଓ ବୁଚ୍। ନଭେମ୍ବର ୨୦୨୪ରେ ଆମେରିକାରେ ହେବାକୁ…

୮ ଦିନରୁ ୮ ମାସ; ଏ ବର୍ଷ ଫେରିବେ ନାହିଁ ସୁନୀତା 

ଯାହା ଆଶଙ୍କା କରାଯାଉଥିଲା, ତାହା ହିଁ ହୋଇଛି । ଆଇଏସଏସରେ ଫସି ରହିଥିବା ଆମେରିକାର ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମସ ଓ ସାଥୀ ବୁଚ୍ ୱିଲମୋରଙ୍କ ପୃଥିବୀ ପ୍ରତ୍ୟାବର୍ତ୍ତନ ଆହୁରି ବିଳମ୍ବିତ ହେବ । ମହାକାଶକୁ ନାସା ମିଶନରେ ମାତ୍ର ୮ ଦିନ ପାଇଁ ଯାଇଥିଲେ ଦୁଇ ମହାକାଶଚାରୀ ।…

ଅନ୍ତରୀକ୍ଷରେ ଆଉ ୨୪ ପୃଥିବୀ !

ଭୁବନେଶ୍ୱର: ପୃଥିବୀ ଛଡ଼ା କୌଣସି ଗ୍ରହରେ ଜୀବନଧାରଣ ସମ୍ଭବ କି ? ଯଦି ହଁ ତେବେ କେଉଁଠି ରହୁଛନ୍ତି ଏଲିୟନ୍ସ ? ଏମିତି ଅନେକ ପ୍ରଶ୍ନକୁ ନେଇ ସୃଷ୍ଟିର ବଡ଼ ଜୀବ ମଣିଷ ଗବେଷଣା ଜାରି ରଖିଛି । ଏବେ ବୈଜ୍ଞାନିକଙ୍କୁ ଏମିତି ୨୪ଟି ଗ୍ରହ ମହାକାଶରେ ମିଳିଛି, ଯାହା ଜୀବନଧାରଣ ପାଇଁ ପୃଥିବୀ ଠାରୁ…

ଭାରତୀୟ ମହାକାଶ କ୍ଷେତ୍ର ଆମେରିକା ଚୀନକୁ ଦେବ ଟକ୍ମର!

ନୂଆଦିଲ୍ଲୀ: ମହାକାଶ କ୍ଷେତ୍ରରେ ଦ୍ରୁତ ବିକାଶ ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ସରକାରଙ୍କ ଠାରୁ ୧୦ଟି ଇନ-ଅର୍ବିଟ୍‌ ସଞ୍ଚାର ଉପଗ୍ରହ ଏନଏସଆଇଏଲ କୁ ହସ୍ତାନ୍ତର…

ଅନ୍ତରୀକ୍ଷରେ ଫିଲ୍ମ ସୁଟିଂ କରିବ ଋଷିଆ

ଭୁବନେଶ୍ୱର: ଅବିଶ୍ୱାସ ଲାଗୁଥିଲେ ବି ସତ । ଅନ୍ତରୀକ୍ଷରେ ଫିଲ୍ମ ସୁଟିଂ କରିବ ଋଷିଆ । ଏଥିପାଇଁ ଜଣେ ଅଭିନେତ୍ରୀ ଓ ଜଣେ ନିର୍ଦ୍ଦେଶକଙ୍କୁ ଅକ୍ଟୋବର ମାସରେ ଇଣ୍ଟରନ୍ୟାସନାଲ ସ୍ପେଶ୍ ଷ୍ଟେସନ୍‌କୁ(ଆଇଏସ୍‌ଏସ୍‌) ପଠାଯିବାର ଯୋଜନା ରହିଛି । ଚଳିତବର୍ଷ ଅକ୍ଟୋବର ୫ତାରିଖରେ ୩୬ ବର୍ଷୀୟ…

୧୩ ଅକ୍ଟୋବରରେ ଆକାଶରେ ଦେଖାଯିବ ଲାଲ୍ ଗ୍ରହ!

ନୂଆଦିଲ୍ଲୀ: ଅକ୍ଟୋବର ୧୩ ତାରିଖରେ ମହାକାଶରେ ଏପରି କିଛି ଘଟିବାକୁ ଯାଉଛି ଯାହାକୁ ପରବର୍ତ୍ତୀ ଥର ଦେଖିବା ପାଇଁ ଆପଣଙ୍କୁ ୨୦୩୫ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ସୂଚନାଯୋଗ୍ୟ ମଙ୍ଗଳ ଗ୍ରହ ପୃଥିବୀର ନିକଟତର ହେବ, ଯାହା ଫଳରେ ଏହା ପୃଥିବୀ ପୃଷ୍ଠରେ ବୃହତ୍‌ ଆକାରରେ ଦେଖାଯିବ।…