Latest Odisha News

BREAKING NEWS

Browsing Tag

sradha murder case

ସଇତାନ୍ ସ୍ୱାମୀ, ସ୍ତ୍ରୀକୁ ହାଣି ଖଣ୍ଡ ଖଣ୍ଡ କଲା ସ୍ବାମୀ

ନୂଆଦିଲ୍ଲୀ : ପୁଣି ସାମ୍ନାକୁ ଆସିଲା ଶ୍ରଦ୍ଧା ହତ୍ୟାକାଣ୍ଡ ଭଳି ସମାନ ଘଟଣା । ଦିଲ୍ଲୀ, ରାଜସ୍ଥାନ, କର୍ଣ୍ଣାଟକ ପରେ ଝାଡ଼ଖଣ୍ଡରେ ମଧ୍ୟ ଏହି ଘଟଣାର ପୁନରାବୃତ୍ତି । ସଇତାନ୍‌ ସାଜିଲା ସାତ ଜନ୍ମର ସାଥି  । ନିଜ ସ୍ତ୍ରୀକୁ ହାଣି କଲା ଖଣ୍ଡ ଖଣ୍ଡ । ଏଭଳି ଛାତିଥରା ଘଟଣା ଝାଡ଼ଖଣ୍ଡର…

ଶେଷରେ ସତ ମାନିଲା ଅଫତାବ, କହିଲା-ରାଗରେ ଶ୍ରଦ୍ଧାଙ୍କୁ ମାରିଦେଲି

ନୂଆଦିଲ୍ଲୀ: ଶେଷରେ ନିଜ ଅପରାଧ ସ୍ୱୀକାର କରିଛି ଜହ୍ଲାଦ ପ୍ରେମିକ ଅଫତାବ । ଶ୍ରଦ୍ଧାଙ୍କୁ ନିଜେ ମାରିଥିବା କୋଟରେ ମାନିଛି । କ୍ଷଣିକ କୋପରୁ ହତ୍ୟାକାଣ୍ଡ ଭିଆାଇଛି ବୋଲି କହିଛି ଅଫତାବ । ହେଲେ ଏହା ଅଫତାବର ସ୍ୱୀକାରୋକ୍ତି ନା ପୋଲସ ତଦନ୍ତକୁ ବାଟବଣା କରିବାର ଚେଷ୍ଟା  ଏ ନେଇ ଉଠିଛି…

ବାଂଲାଦେଶରେ ଶ୍ରଦ୍ଧା ମର୍ଡର କେସ: ପ୍ରେମିକାକୁ କାଟି ବାକ୍ସରେ ରଖିଲା ପ୍ରେମିକ

ଢାକା: ଶ୍ରଦ୍ଧା ଓ୍ୱାକର ମଡର୍ କେସ୍ ପୂରା ଦେଶକୁ ଦୋହଲାଇ ଦେଇଛି  । ଏ ବର୍ବର ଘଟଣା ମନରୁ ଲିଭୁଣୁ ପୁଣି ସମାନ ଘଟଣା ଘଟିଛି ବାଂଲାଦେଶରେ ।  ରାକ୍ଷସ ପ୍ରେମିକ ନିଜ ପ୍ରେମିକାକୁ ଖଣ୍ଡ ଖଣ୍ଡ କରି କାଟି ଦେଇଛି    ।  ପ୍ରେମିକ ଅବୁ ବକର ପ୍ରଥମେ ଜଣେ ହିନ୍ଦୁ ମହିଳାଙ୍କୁ ନିଜ ପ୍ରେମ ଜାଲରେ…