Latest Odisha News

BREAKING NEWS

Browsing Tag

Sri Jagannath Temple

ଆଜି ପରିକ୍ରମା ପ୍ରକଳ୍ପର ଲୋକାର୍ପଣ, ସାମିଲ ହେବେ ୯୦ ଦେଶର ପ୍ରତିନିଧି

ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ପୁରୀ ଏବେ ଉତ୍ସବମୁଖର। ଏହି ପରିକ୍ରମା ପ୍ରକଳ୍ପ ଆଜି ଅର୍ଥାତ ବୁଧବାର ଜାନୁଆରୀ ୧୭ ତାରିଖରେ ଲୋକାର୍ପିତ ହେବ। ଜଗନ୍ନାଥ ହେରିଟେଜ୍ କରିଡର ଭାବରେ ମଧ୍ୟ ଜଣାଶୁଣା | ଓଡ଼ିଶା ବ୍ରିଜ୍ ଏବଂ ନିର୍ମାଣ ନିଗମ (ଓବିସିସି) ଦ୍ୱାରା ଏହି…

ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇବା ଘଟଣା, କ୍ଷମା ମାଗିଲେ ୟୁଟ୍ୟୁବର ଅନିମେଶ

ପୁରୀ : ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡ଼ାଇବା ଘଟଣା । ହାଡଯୋଡ଼ି କ୍ଷମା ମାଗିଲେ ୟୁଟ୍ୟବର ଅନିମେଶ । ସୂଚନା ଅନୁଯାୟୀ ପୁରୀ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇଥିଲେ ୟୁଟ୍ୟବର ଅନିମେଶ  । ଆଉ ନିଜ ୟୁଟ୍ୟୁବ ଆକାଉଣ୍ଟରେ ଶ୍ରୀମନ୍ଦିର ଭିଡିଓ ଅପଲୋଡ କରିଥିଲେ  । ଯାହାକୁ ନେଇ ବିବାଦ…

ଶ୍ରୀଜୀଉଙ୍କ ସୁନାବେଶ ନୀତିରେ ବିଳମ୍ବ

ପୁରୀ: ପୌଷ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବାକୁ ଥିବା ସୁନାବେଶରେ ବିଳମ୍ବ ଘଟିଛି। ସିଂହାରୀ ସେବକଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାପ୍ରଭୁଙ୍କ ବେଶ ୫ ଘଣ୍ଟା ବିଳମ୍ବରେ ହୋଇଛି । ପୂର୍ଣ୍ଣମୀ ଅବସରରେ ମହାପ୍ରଭୁଙ୍କର ରାଜରାଜେଶ୍ୱରୀ ବେଶ ଅନୁଷ୍ଠିତ ହୋଇଥାଏ । ଦୀର୍ଘ…

ଜଗା ଦର୍ଶନ ପାଇଁ ଏସଓପି ଜାରି

ପୁରୀ: ଦୀର୍ଘ ନଅ ମାସ ପରେ ଆଜି ଶ୍ରୀମନ୍ଦିର ଖୋଲିଛି । ସେବାୟତ ଓ ତାଙ୍କ ପରିବାର ଲୋକେ ଚକାଆଖି ଦର୍ଶନ କରିଛନ୍ତି । ତିନି ଦିନ ଧରି ଏହି ଦର୍ଶନ ଚାଲିବ । ଏହା ପରେ ୨୬ ତାରିଖରୁ ପୁରୀର ସ୍ଥାନୀୟ ଲୋକଙ୍କୁ ଦର୍ଶନ କରିବାର ବୟବସ୍ଥା ହୋଇଛି । ତେବେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆଜି ନୂଆ ଏସଓପି…

ମହାଲକ୍ଷ୍ମୀଙ୍କର ସ୍ଵତନ୍ତ୍ର ରୋଷଶାଳା କାହିଁକି ?

ଶ୍ରୀଜୀଉଙ୍କ ମହାପ୍ରସାଦ ସମ୍ପର୍କରେ ସ୍ଵତନ୍ତ୍ର ଉପସ୍ଥାପନା ମା' ମହାଲକ୍ଷ୍ମୀ ଜଣେ କୂଳୀନ କୂଳବଧୂର ଭୂମିକା ଓ କର୍ତ୍ତବ୍ୟ ସାରା ସଂସାରକୁ ଦେଖାଇଦିଅନ୍ତି । କୈ।ଣସି ଘରେ ଜଣେ ଗୃହିଣୀ ନିଜ ପତି ଏବଂ ଅନ୍ୟ ପରିବାର ସଦସ୍ୟଙ୍କର ଖାଦ୍ୟପେୟ କଥା ନଵୁଝି, ନିଜ ପାଇଁ କୈ।ଣସି ଖାଦ୍ୟର ବ୍ୟବସ୍ଥା…