Latest Odisha News

BREAKING NEWS

Browsing Tag

sri krishna

ଭଗବାନ ଚୈତନ୍ୟ ଓ କୃଷ୍ଣଭକ୍ତି: ନାମରସରେ ନାଚି ଉଠିଲେ ହିଂସ୍ର ଜୀବଜନ୍ତୁ !

ଭଗବାନଙ୍କର ପବିତ୍ର ନାମ ସମସ୍ତ ଜୀବଜଗତକୁ ଆକର୍ଷିତ କରିଥାଏ । ନାମ ହି କେବଳମ୍ । ନାମ ଅମୃତ । କଳିଯୁଗରେ ନାମର ମାହାତ୍ମ୍ୟକୁକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଭଗବାନଙ୍କ ନାମରେ ହିଁ ରହିଛି ଅମାପ ଶକ୍ତି, ଅନବରତ ନାମଜପରୁ ସୃଷ୍ଟି ହୋଇଥାଏ ଛାଏଁ ଭକ୍ତି । ଏକଦା ପ୍ରଭୁ ଚୈତନ୍ୟ…

ପବିତ୍ର ନିର୍ଜଳା ଏକାଦଶୀ; କିପରି କରିବେ ବ୍ରତ ଜାଣନ୍ତୁ…

ଶ୍ରୀଲ ସନାତନ ଗୋସ୍ୱାମୀ ଭକ୍ତି ଓ ଶରଣାଗତିର ୬ଟି ସ୍ତର ବିଷୟରେ କହିଛନ୍ତି; ଅନୁକୂଲସ୍ୟ ସଂକଳ୍ପ ପ୍ରତିକୂଲସ୍ୟ ବର୍ଜନ ରକ୍ଷସ୍ୟତି ଇତି । ବିଶ୍ୱାସୋ ଗୋ ତୃପ୍ତେ ବରଣଂ ତଥା ଆତ୍ମ ନିକ୍ଷେପ କାର୍ପଣ୍ୟ ଷଟ୍ ବିଧିଂ ଶରଣାଗତି । । ଶରଣାଗତିର ଏହି ୬ଟି ବିଧି କହିଛନ୍ତି ଗୋସ୍ୱାମୀ ।…

ଏଇ ତ ଜୀବନ !

ଅବ୍ୟକ୍ତାଦୀନି ଭୂତାନି ବ୍ୟକ୍ତମଧ୍ୟାନି ଭାରତ । ଅବ୍ୟକ୍ତନିଧନାନ୍ୟେବ ତତ୍ର କା ପରିବେଦନା ।। ୨/୨୮ ଶ୍ରୀଗୀତା ଜନ୍ମରୁ ଆରମ୍ଭ କରି ମୃତ୍ୟୁ ପର୍ଯ୍ୟନ୍ତ ଅବଧିକୁ ଜୀବନ ବୋଲି କୁହାଯାଏ । ଏଇ କାଳଖଣ୍ଡ ହିଁ ପ୍ରତ୍ୟେକଙ୍କର ଜୀବନ, ସେ ମନୁଷ୍ୟ ହେଉ ବା ପଶୁ, ସରିସୃପ ହେଉ ବା ଉଦ୍‌ଭିଦ ।…

ଦେଶବ୍ୟାପୀ ଧୁମଧାମରେ ପାଳିତ ହେଉଛି ‘ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ’

ଭୁବନେଶ୍ୱର: ଆଜି ଜନ୍ମାଷ୍ଟମୀ ବା ଗୋକୁଳଅଷ୍ଟାମୀ । ପ୍ରଭୁ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବ । ସାରା ଦେଶରେ ହିନ୍ଦୁମାନେ ଏହାକୁ ଖୁବ ଧୁମଧାମରେ ପାଳନ କରନ୍ତି । ପୌରାଣିକ ଗ୍ରନ୍ଥ ଅନୁସାରେ ଦ୍ୱାପର ଯୁଗରେ ଯେତେବେଳେ ଧରାପୃଷ୍ଠ କଂସର ଅତ୍ୟାଚାରରେ ଅତିଷ୍ଠ ହୋଇ ହୋଇଯାଇଥିଲା, ସେତେବେଳେ…