Latest Odisha News

BREAKING NEWS

ରତ୍ନବେଦୀରୁ ଜନ୍ମବେଦୀ: ସାଂସାରିକ ତତ୍ତ୍ୱରେ ମହାପ୍ରଭୁ ଶ୍ରୀଜଗନ୍ନାଥ

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଭାରତୀୟ ସଂସ୍କୃତିରେ ଜଗନ୍ନାଥ ତତ୍ତ୍ୱ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ । କେବଳ ଓଡ଼ିଶା କିମ୍ବା ଭାରତ ନୁହେଁ ବରଂ ସାରା ବିଶ୍ୱରେ କୋଟି କୋଟି ଶ୍ରଦ୍ଧାଳୁଙ୍କ ଦୃଢ ବିଶ୍ୱାସର ଆସ୍ଥାଭାଜନ ହୋଇପାରିଛନ୍ତି…

ଭଗବାନ ଚୈତନ୍ୟ ଓ କୃଷ୍ଣଭକ୍ତି: ନାମରସରେ ନାଚି ଉଠିଲେ ହିଂସ୍ର ଜୀବଜନ୍ତୁ !

ଭଗବାନଙ୍କର ପବିତ୍ର ନାମ ସମସ୍ତ ଜୀବଜଗତକୁ ଆକର୍ଷିତ କରିଥାଏ । ନାମ ହି କେବଳମ୍ । ନାମ ଅମୃତ । କଳିଯୁଗରେ ନାମର ମାହାତ୍ମ୍ୟକୁକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଭଗବାନଙ୍କ ନାମରେ ହିଁ ରହିଛି ଅମାପ ଶକ୍ତି, ଅନବରତ ନାମଜପରୁ ସୃଷ୍ଟି ହୋଇଥାଏ ଛାଏଁ ଭକ୍ତି । ଏକଦା ପ୍ରଭୁ ଚୈତନ୍ୟ…

ପବିତ୍ର ନିର୍ଜଳା ଏକାଦଶୀ; କିପରି କରିବେ ବ୍ରତ ଜାଣନ୍ତୁ…

ଶ୍ରୀଲ ସନାତନ ଗୋସ୍ୱାମୀ ଭକ୍ତି ଓ ଶରଣାଗତିର ୬ଟି ସ୍ତର ବିଷୟରେ କହିଛନ୍ତି; ଅନୁକୂଲସ୍ୟ ସଂକଳ୍ପ ପ୍ରତିକୂଲସ୍ୟ ବର୍ଜନ ରକ୍ଷସ୍ୟତି ଇତି । ବିଶ୍ୱାସୋ ଗୋ ତୃପ୍ତେ ବରଣଂ ତଥା ଆତ୍ମ ନିକ୍ଷେପ କାର୍ପଣ୍ୟ ଷଟ୍ ବିଧିଂ ଶରଣାଗତି । । ଶରଣାଗତିର ଏହି ୬ଟି ବିଧି କହିଛନ୍ତି ଗୋସ୍ୱାମୀ ।…

କରେକ୍‌ସନ୍‌

କରେକ୍‌ସନ୍‌ ଶୁଭଶ୍ରୀ ମିଶ୍ର ତୁମେ ମାପୁଥିବା ସ୍କେଲ୍ ସବୁ ପାଲଟୁଥାଏ ବିନ୍ଦୁରୁ ସିନ୍ଧୁ, କନ୍ୟାରୁ ସହଯାତ୍ରୀ, ମାତୃତ୍ବରୁ ମୃତ୍ୟୁ, ବଧୂପଣିଆର ମାୟାମୃଗ । ନିଜକୁ ଗଢିତୋଳିବାର ନିଇତି ପ୍ରୟାସ । କେବେ ଭାବ ଅଙ୍କୁରୋଦ୍ଗମ ପାଇଁ ନିଜକୁ ହରାଇବାର ଦୁଃଖ । ଅଭିମାନ ସବୁ ଫସିଲ୍…

ଜାଣନ୍ତୁ, ‘ଓଁକାର ଜପ’ର ୧୫ଟି ଆଶ୍ଚର୍ଯ୍ୟଜନକ ଉପକାରିତା !

କୁହାଯାଏ, ସୃଷ୍ଟିର ଆରମ୍ଭରୁ ହିଁ ଓଁକାର ନାଦର ସୃଷ୍ଟି । ଏହି ପବିତ୍ର ଓଁକାର ଶବ୍ଦରେ ହିଁ ସ୍ରଷ୍ଟା ଏହି ସୁନ୍ଦର ସୃଷ୍ଟି ରଚନା କରିଛନ୍ତି । ବହୁ ପ୍ରାଚୀନ ହିନ୍ଦୁ ଗ୍ରନ୍ଥାବଳୀ ଅନୁସାରେ ଓଁକାର ନାଦର ସୃଷ୍ଟି ହଜାର ହଜାର ବର୍ଷ ପୂର୍ବରୁ । ଓଁକାର ହିଁ ପ୍ରାଣରେ ପ୍ରାଣ ଶକ୍ତିରେ…

ସୁଖ ଓ ଶାନ୍ତିର ସରଳ ଉପାୟ…

ଜୀବଜଗତରେ ଶ୍ରେଷ୍ଠ ଜୀବ ମନୁଷ୍ୟହିଁ ଏକମାତ୍ର ପ୍ରାଣୀ ଯାହାର ମନ, ଚିନ୍ତା, ଭାବନା ଓ ବିବେକ ରହିଛି, କିନ୍ତୁ ଆଧୁନିକ ସମାଜରେ ମଣିଷ ମନକୁ ହିଁ ନେଇ ବିଭିନ୍ନ ସମସ୍ୟ।।ର ସମ୍ମୁଖୀନ ହେଉଛି । ଏକ ଅସନ୍ତୁଳିତ ମନହିଁ ଅନେକ ବ୍ୟାଧିର ମୂଳ କାରଣ ଅଟେ । ନିଜର ଆଭ୍ୟନ୍ତରୀଣ ମନକୁ ଆମେ…

ନିଶ୍ଚିତ ସୁଖୀ ଜୀବନ ଓ ମନକୁ ଶାନ୍ତି ଦେବାର ସରଳ ଉପାୟ

ଜୀବଜଗତରେ ମନୁଷ୍ୟ ହିଁ ଶ୍ରେଷ୍ଠ ପ୍ରାଣୀ । ମନୁଷ୍ୟହିଁ ଏକମାତ୍ର ପ୍ରାଣୀ ଯାହାର ମନ, ଚିନ୍ତା, ଭାବନା ଓ ବିବେକ ରହିଛି, କିନ୍ତୁ ଆଧୁନିକ ସମାଜରେ ମଣିଷ ମନକୁ ହିଁ ନେଇ ବିଭିନ୍ନ ସମସ୍ୟ।।ର ସମ୍ମୁଖୀନ ହେଉଛି । ଏକ ଅସନ୍ତୁଳିତ ମନହିଁ ଅନେକ ବ୍ୟାଧିର ମୂଳ କାରଣ ଅଟେ । ନିଜର…

ସମ୍ପୂର୍ଣ୍ଣ ନୀରୋଗ ରହିବାର ମନ୍ତ୍ର: ପ୍ରାନିକ୍ ବ୍ରିଦିଙ୍ଗ୍

‘ଆତ୍ମା ନମସ୍ତେ’, ଶବ୍ଦଟି ଶୁଣିବାକୁ ଅଦ୍ଭୁତ ଲାଗିଲେ ମଧ୍ୟ ଏହାର ଏକ ଗୂଢ ତତ୍ତ୍ୱ ରହିଛି । ‘ଆତ୍ମା ନମସ୍ତେ’ କହିବା ଦ୍ୱାରା ଆମେ ପରସ୍ପରର ଆତ୍ମାକୁ ସମ୍ମାନ ଦେଇଥାଉ । ଆତ୍ମାର ସମ୍ପର୍କ ସର୍ବଦା ଚିରସ୍ଥାୟୀ । ଆତ୍ମା ନମସ୍ତେ କହିବା ଦ୍ୱାରା ଆମେ ବ୍ୟକ୍ତି ସହିତ ଓ ତା’ର ଆତ୍ମା ସହିତ…