Latest Odisha News
Browsing Tag

Sri Lanka Crisis

ଜଳୁଛି ଶ୍ରୀଲଙ୍କା, ଅଧ ରାତିରେ ଲୁଚି କରି ମାଳଦ୍ୱୀପ ପଳାଇଲେ ଗୋଟାବାୟା  

କଲମ୍ବୋ: ଶ୍ରୀଲଙ୍କାରେ ସଂହାର ଲୀଳା । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ି ଚାଲିଯିବା ପରେ ଅଶାନ୍ତ ଶ୍ରୀଲଙ୍କାରେ ହିଂସାର ସୁନାମି ମାଡ଼ି ଆସିଛି । ପ୍ରଧାନମନ୍ତ୍ରୀଙ୍କ ଆୱାସ, ସଂସଦ ଭବନ କବଜା କରିବା ପରେ ଆନ୍ଦୋଳନକାରୀ ସରକାରୀ ନ୍ୟୁଜ୍ ଚ୍ୟାନେଲରେ ପଶିଛନ୍ତି । ଏପରିକି ନ୍ୟୁଜ୍…

[ଦେଖନ୍ତୁ ଭିଡିଓ] ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ ‘ଟେମ୍ପଲ୍‌ ଟ୍ରି’କୁ ଦଖଲ । ପ୍ରତିବାଦକାରୀମାନେ…

ଶ୍ରୀଲଙ୍କା  : ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀଙ୍କ କଲମ୍ବୋସ୍ଥିତ ସରକାରୀ ବାସଭବନ ‘ଟେମ୍ପଲ୍‌ ଟ୍ରି’କୁ  ଦଖଲ ।  ପ୍ରତିବାଦକାରୀମାନେ ସେଠାରେ ଡେରା ପକାଇ ରୋଷେଇବାସ ଆରମ୍ଭ କରି ରନ୍ଧାବଢ଼ା କରିଛନ୍ତି ।  ପ୍ରଧାନମନ୍ତ୍ରୀ ବିକ୍ରମସିଂଘେ ଏବଂ ରାଷ୍ଟ୍ରପତି ରାଜପକ୍ଷେଙ୍କ ଇସ୍ତଫା ପାଇଁ ଆମେ…

ଭାରତ ମୁହାଁ ଶ୍ରୀଲଙ୍କା ଶରଣାର୍ଥୀ; ତାମିଲନାଡୁ ଶିବିରରେ ଆଶ୍ରୟ ନେଇଛନ୍ତି ଶତାଧିକ

ରାମେଶ୍ୱରମ: ଶ୍ରୀଲଙ୍କାର ସଂକଟ ପରିସ୍ଥିତି ପାଇଁ ଦେଶ ଛାଡ଼ି ପଳାୟନ କଲେଣି ଦେଶବାସୀ । ତାମିଲନାଡୁରେ ଶତାଧିକ ଶରଣାର୍ଥୀ ଆସି ଆଶ୍ରୟ ନେଇଛନ୍ତି । ମଙ୍ଗଳବାର ଆଠ ଜଣ ଶ୍ରୀଲଙ୍କା ନାଗରିକ ଜଳପଥରେ ଆସି ଭାରତ ଉପକୂଳରେ ପହଞ୍ଚିଛନ୍ତି । ଜଳପଥରେ ଡଙ୍ଗା ନେଇ ଅସୁରକ୍ଷିତ ଭାବେ ଆସୁଥିବା ବେଳେ…

ସେନା ନିୟନ୍ତ୍ରଣରେ ଶ୍ରୀଲଙ୍କା : ଚଳିତ ସପ୍ତାହରେ ଗଠନ ହେବ ନୂଆ ସରକାର

ଶ୍ରୀଲଙ୍କା  : ଅତି ଉଗ୍ରରୂପ ନେଉଛି ଶ୍ରୀଲଙ୍କା ସଙ୍କଟ । ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବା ବେଳେ ଶ୍ରୀଲଙ୍କା କର୍ତ୍ତୃପକ୍ଷ ସେନା ମୁତୟନ ବଢାଇ ଦେଇଛନ୍ତି । ଏବେ ଲୋକେ ସଡ଼କରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସ୍ଥଳ ସେନା, ବାୟୁ ସେନା ଓ ନୌସେନାକୁ…

ଲଙ୍କା ଜଳୁଛି: ମହିନ୍ଦା ରାଜପକ୍ସେଙ୍କ ଘର ଜାଳିଦେଲେ ବିକ୍ଷୋଭକାରୀ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶ୍ରୀଲଙ୍କାରେ ସ୍ଥିତି ବିଗିଡିବାରେ ଲାଗିଛି । ଖରାପ ଆର୍ଥିକ ସଂକଟ ଭିତରେ ଦେଶରେ ଜରୁରିକାଳୀନ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ବିରୋଧୀଙ୍କ ଚାପରେ ଗତକାଲି ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସେ ଇସ୍ତଫା ଦେଇଥିଲେ । ଏହାପରେ ଶ୍ରୀଲଙ୍କାରେ ବିଭିନ୍ନ ସ୍ଥାନରେ…

ଶ୍ରୀଲଙ୍କା ସ୍ଥିତି ସାଂଘାତିକ: ସୋସିଆଲ୍ ମିଡିଆ ଉପରେ ଲାଗିଲା ରୋକ

କଲମ୍ବୋ: ଲଙ୍କା ଜଳୁଛି । ଶ୍ରୀଲଙ୍କାରେ ଆର୍ଥିକ ସଂକଟ ଯୋଗୁ ଅସ୍ଥିରତା ବ୍ୟାପକ ହିଂସାର ରୂପ ନେଇଛି । ସ୍ଥିତି ଅଣାୟତ୍ତ ହୋଇଛି । ଏହାର ମୁକାବିଲା ପାଇଁ ସରକାର ଜରୁରୀ ପରିସ୍ଥିତି ସତ ୩୬ ଘଣ୍ଟିଆ କର୍ଫ୍ୟୁ ଲଗାଇଛନ୍ତି । କର୍ଫ୍ୟୁ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ…