Latest Odisha News

BREAKING NEWS

Browsing Tag

stampede

ଥିଏଟରରେ ଦଳାଚକଟା ଘଟଣା; ଗୁରୁତର ଶିଶୁ ପାଇଁ ୨ କୋଟି ଘୋଷଣା କଲେ ଅଲୁ ଅର୍ଜୁନଙ୍କ ପିତା

ହାଇଦ୍ରାବାଦ: ସନ୍ଧ୍ଯା ଥିଏଟରରେ ଦଳାଚକଟା ଘଟଣାରେ ଗୁରୁତର ୮ ବର୍ଷର ଶିଶୁ ପାଇଁ ୨ କୋଟି ଘୋଷଣା କରିଛନ୍ତି ଅଲ୍ଲୁ ଅର୍ଜୁନଙ୍କ ପିତା ଅଲ୍ଲୁ ଅରବିନ୍ଦ। ଏହାପୂର୍ବରୁ ଫିଲ୍ମର ନିର୍ଦ୍ଦେଶକ ସୁକୁମାର ଏବଂ ତାଙ୍କ ପତ୍ନୀ ପୀଡିତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ମେକର୍ସମାନେ ୫୦ ଲକ୍ଷ…

ହାଥରସରେ ଦଳଚକଟା ଘଟଣାରେ ୨୦ ସେବକ ଗିରଫ

ହାଥରସ: ହାଥରସରେ ଏକ ସତସଙ୍ଗରେ ଦଳାଚକଟା ଘଟଣାରେ ପୋଲିସ ୨୦ ସେବକଙ୍କୁ ଗିରଫ କରିଛି। ଏହା ସହିତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି। ସୂଚନା ଅନୁଯାୟୀ, ଏହି ପୂରା ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଯୋଗୀ ସରକାର। ମାମଲାର ତଦନ୍ତ ପାଇଁ ପୋଲିସ ୭ଟି…

ହାଥରସରେ ଦଳାଚକଟା ଘଟଣା; ମୃତ୍ୟୁସଂଖ୍ୟା ୧୨୧ ଛୁଇଁଲା

ହାଥରସରେ ଏକ ସତସଙ୍ଗ ସମୟରେ ଦଳାଚକଟା ହେବାରୁ ୧୨୧ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ରହିଛନ୍ତି। ସିକନ୍ଦରାରାଉ ଥାନାର ଫୁଲରଇରେ ଆୟୋଜିତ ଭୋଳାବାବାଙ୍କ ସତସଙ୍ଗ ସମୟରେ ଏହି ବଡ଼ ଦୁର୍ଘଟଣା ଘଟିଥିଲା। ଏହି ଘଟଣାରେ ଭୋଲେ ବାବାଙ୍କ ଆଶ୍ରମରେ ପହଞ୍ଚି…

ସତସଙ୍ଗରେ ଦଳାଚକଟା; ୨୭ରୁ ଅଧିକ ମୃତ

ହାଥରସ: ଉତ୍ତରପ୍ରଦେଶର ହାଥରସରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହାଥରସର ସିକନ୍ଦରାରାଉ ଥାନାର ଫୁଲରଇରେ ଆୟୋଜିତ ଭ‌ୋଳାବାବାଙ୍କ ସତସଙ୍ଗ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସତସଙ୍ଗ ସମୟରେ ଦଳାଚକଟା ହେବାରୁ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ଥିବା…

ବଡ଼ମ୍ବା ସିଂହନାଥ ପୀଠ ଟି-ବ୍ରିଜରେ ଦଳାଚକଟା, ୧୦ରୁ ଅଧିକ ଗୁରୁତର

ଆଠଗଡ଼: ମକର ମେଳାର ଅଘଟଣ । ବଡ଼ମ୍ବା ସିଂହନାଥ ପୀଠକୁ ସଂଯୋଗ କରୁଥିବା ଟି-ବ୍ରିଜରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ମନ୍ଦିରରୁ ସଂଯୋଗ କରୁଥିବା ଅଣଓସାରିଆ ରାସ୍ତାରେ ଦଳାଚକଟା ହୋଇଥିବା ବେଳେ ୧୦ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଛନ୍ତି । କିଛି ଶ୍ରଦ୍ଧାଳୁ ଜୀବନ ବିକଳରେ…

ଚନ୍ଦ୍ରବାବୁଙ୍କ ସଭାରେ ପୁଣି ଦଳା ଚକଟା, ୩ ଜଣଙ୍କ ମୃତ୍ୟୁ

ଅମରାବତି: ନୂଆବର୍ଷରେ ଅଘଟଣ । ଦଳା ଚକଟାରେ ଚାଲିଗଲା ୩ ଜଣଙ୍କ ଜୀବନ । ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସଭାରେ ପୁଣି ଦଳା ଚକଟା ହୋଇଛି । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ମାତ୍ର ୪ ଦିନ ଭିତରେ ଚନ୍ଦ୍ରବାବୁ ନାଇଡୁଙ୍କ…

ଆପ୍ ‌(AAP) ସରକାର ବିରୋଧରେ କପିଲ ମିଶ୍ରାଙ୍କ ଖାଦ୍ୟ ଅଭାବ ଅଭିଯୋଗ; ଭିଡିଓ ଭାଇରାଲ୍ !

ନୂଆଦିଲ୍ଲୀ: ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଦିଲ୍ଲୀର ଏକ ଭିଡିଓ । ଜାହାଙ୍ଗିରପୁରି ମ୍ୟୁନିସିପାଲ ସ୍କୁଲରେ ଖାଦ୍ୟ ବଣ୍ଟନ ନେଇ ବ୍ୟାପକ ଅବ୍ୟବସ୍ଥା । ଏପରିକି ଲୋକେ ସ୍କୁଲ ଗେଟ୍ ଭାଙ୍ଗିବା ସହ ଦଳାଚକଟାର ସମ୍ମୁଖୀନ ହୋଇଥିଲେ । खाने के लिए भागते, गिरते, मरते लोग सीरिया,…