ବିଶ୍ୱ ମୂଲ୍ୟ ଶୃଙ୍ଖଳ ସହ ସମନ୍ୱୟ ରକ୍ଷା କରି ମୂଲ୍ୟ ଯୋଗକୁ ପ୍ରାଥମିକତା ଦେବା ଆବଶ୍ୟକ: ଶୁଭ୍ରକାନ୍ତ ପଣ୍ଡା
ଭୁବନେଶ୍ୱର: ଫିକିର ସଭାପତି ତଥା ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶୁଭ୍ରକାନ୍ତ ପଣ୍ଡା ଜେନେଭାଠାରେ ଇଣ୍ଟରନ୍ୟାସନାଲ ଚାମ୍ବର ଅଫ୍ କମର୍ସ ପକ୍ଷରୁ ଆୟୋଜିତ ତ୍ରୟୋଦଶ ୱାର୍ଲ୍ଡ ଚାମ୍ବର ଅଫ୍ କଂଗ୍ରେସରେ ଅଂଶଗ୍ରହଣ କରି ନିଜର ବକ୍ତବ୍ୟ ରଖିଥିଲେ ।
“ଅଭିବୃଦ୍ଧିର ଲକ୍ଷ୍ୟ: କଞ୍ଚାମାଲ ଏବଂ…