Latest Odisha News

BREAKING NEWS

Browsing Tag

Subroto Bagchi

ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ିଲେ ସୁବ୍ରତ ବାଗଚି

ଭୁବନେଶ୍ୱର: ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ିଛନ୍ତି ସୁବ୍ରତ ବାଗଚୀ । ଏନେଇ ସୁବ୍ରତ ବାଗଚୀ ଗୁରୁବାର ଟ୍ୱିଟ୍ କରି ଲେଖିଛନ୍ତି, ୭ ବର୍ଷର ଗୌରବମୟ ଯାତ୍ରା ପରେ ବ୍ୟକ୍ତିଗତ କାରଣ ପାଇଁ ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ପଦ ଛାଡ଼ୁଛି । ବାଗଚୀ ଅଧ୍ୟକ୍ଷ…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସାଢେ ସାତ କୋଟି ଟଙ୍କା ଦାନକଲେ ବାଗଚୀ ଦମ୍ପତ୍ତି

ଭୁବନେଶ୍ୱର: ଓଡିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ ଓ ତାଙ୍କ ପତ୍ନୀ ତଥା ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ ଆଜି ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ସାଢେ ସାତ କୋଟି ଟଙ୍କା ଦାନ କରିଛନ୍ତି । ଏହି ଟଙ୍କା ପୁରୀ ଜିଲ୍ଲାର ଅସହାୟ ବୃଦ୍ଧା ମହିଳାଙ୍କ ସହାୟତା ପାଇଁ…

ସତର୍କତାର ସହ ରଜ ପାଳନ ନେଇ ପରାମର୍ଶ ଦେଲେ ବାଗଚୀ

ଭୁବନେଶ୍ୱର: ଆଉ ଦିନକ ପାରେ ସଜବାଜ । ତା’ପରେ ରଜ । ଓଡ଼ିଆମାନଙ୍କ ଏହା ସବୁଠାରୁ ବଡ ପର୍ବ । ତେବେ ଏହି ରଜ ପର୍ବକୁ ସତର୍କତାର ସହ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରୋତ ବାଗଚୀ । ସେ କହିଛନ୍ତି, ମା’ ବସୁଧା ଓ ସମଗ୍ର ନାରୀ ଜାତିକୁ ସମ୍ମାନ…

ସତ-ମିଛ ପରଖନ୍ତୁ, ଗୁଜବ ଠାରୁ ଦୂରେଇ ରୁହନ୍ତୁ: ବାଗଚୀ

ଭୁବନେଶ୍ୱର: କରୋନାର ଅସଲ ଯୁଦ୍ଧ ଏବେ ବାକି ଅଛି । ସମସ୍ତ ପ୍ରକାର ଗୁଜବ ଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି । ଭିନ୍ନ ପର‌୍ୟ୍ୟାୟକୁ ଆଖିରେ ରଖି ପ୍ରଶାସନିକ ଅଦଳବଦଳ କରାଯାଇଛି । ଏ ସଂପର୍କରେ ଚାଲିଥିବା ଖବରକୁ ସହଜରେ ବିଶ୍ୱାସ କରନ୍ତୁ ନାହିଁ । ସତ-ମିଛ ପରଖନ୍ତୁ ବୋଲି ରାଜ୍ୟ…

ଓଡ଼ିଶା ପାଇଁ ଜୁନ୍ ମାସ ନିର୍ଣ୍ଣାୟକ: ବାଗଚୀ

ଭୁବନେଶ୍ୱର: ଓଡ଼ିଶା ପାଇଁ ଜୁନ୍ ମାସ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ମାସ ନିର୍ଣ୍ଣାୟକ ମାସ ହେବ । ପ୍ରବାସୀଙ୍କ ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି କି ନାହିଁ ୧୫ ଦିନରେ ଜଣାପଡ଼ିବ । ଆଗକୁ ମୌସୁମୀ ମଧ୍ୟ ଆସୁଛି ।  ଦୀର୍ଘ ଦିନର ବିରତି ପରେ କରୋନା ସମ୍ପର୍କିତ ଏଭଳି ଅପ୍‌ଡେଟ୍ ଦେଇଛନ୍ତି ରାଜ୍ୟ…

ପ୍ରବାସୀଙ୍କୁ ଚେତାବନୀ, ରାସ୍ତାରେ ନ ଓହ୍ଲାଇ କ୍ୱାରେଂଟିନ୍‌ରେ ରୁହ

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର । ବାହାରୁ ଆସୁଥିବା ଘର ବାହୁଡା ପ୍ରବାସୀ ରାସ୍ତାରେ ଓହ୍ଲାଇପାରିବେ ନାହିଁ ବୋଲି ସରକାର ଆଜି ନିର୍ଦ୍ଦେଶ ଦେଇଛନ୍ତି । ନିୟମ ନ ମାନିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଳି ଆଜି ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି…

ଆଗକୁ ଆସୁଥିବା ଚତୁର୍ଥ ପର୍ଯ୍ୟାୟ ସରକାରଙ୍କ ପାଇଁ ବଡ ଆହ୍ୱାନ: ବାଗଚୀ

ଭୁବନେଶ୍ୱର: ଏହି ଲକଡାଉନ୍ ଦିନେ ନା ଦନେ ଖୋଲିବ । ବାହାରେ ଥିବା ଓଡ଼ିଆ ଖୁବଶୀଘ୍ର ରାଜ୍ୟକୁ ଫେରିବେ । ଆଗାମୀ ଦିନରେ ଓଡ଼ିଶାକୁ ବାହାରୁ ପ୍ରାୟ ୫ଲକ୍ଷ ଓଡ଼ିଆ ଆସିବାର ସମ୍ଭାବନା ରହିଛି ବୋଲି ଆଜି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରୋତ ବାଗଚୀ କହିଛନ୍ତି । ସେ କହିଛନ୍ତି,…

କୋଭିଡ୍‌-୧୯: ୪୯ ଥର କଲ୍ କଲାପରେ ଯାଇ ଫୋନ୍ ରିସିଭ୍ କଲେ କରୋନା ରୋଗୀ !

ଭୁବନେଶ୍ୱର: ଜନସାଧାରଣଙ୍କ ମଧ୍ୟରେ କରୋନା ଭୟ ଦୂର କରିବାକୁ ଯାଇ ରାଜ୍ୟ ସରକାରଙ୍କ କୋଭିଡ୍‌-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି, ଯଦି କରୋନା ଭୂତାଣୁ ନେଇ କିଛି ଲକ୍ଷଣ ପ୍ରକାଶ ପାଏ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗକୁ ତୁରନ୍ତ ଜଣାଇବା ଉଚିତ । ସାମାଜିକ କଟକଣା, ନିଜକୁ…

ମେ ଶେଷ ସୁଦ୍ଧା କୋଭିଡ୍‌-୧୯ ଦ୍ୱାରା ଓଡ଼ିଶାରେ ଆକ୍ରାନ୍ତ ହୋଇପାରନ୍ତି ୩୬ ହଜାର ବ୍ୟକ୍ତି: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଆସନ୍ତା ମେ ଶେଷ ସୁଦ୍ଧା ଓଡ଼ିଶାରେ ଆନୁମାନିକ ୩୬,୦୦୦ ବ୍ୟକ୍ତି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇପାରନ୍ତି ବୋଲି ମଙ୍ଗଳବାର ଦିନ ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି । “ଆଗାମୀ ଦିନରେ ଏହି କରୋନା ଭୂତାଣୁ ଭୟଙ୍କର ସ୍ଥିତିରେ ରହିଥିବ । ଏକ ଆକଳନ ଅନୁସାରେ ଯଦି ଭାରତ…

ଓଏସଡିଏ ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗଚିଙ୍କ ଇସ୍ତଫା

ଭୁବନେଶ୍ୱର : ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ) ଅଧ୍ୟକ୍ଷ ପଦରୁ ସୁବ୍ରତ ବାଗଚି୍ ଇସ୍ତଫା ପ୍ରଦାନ କରିଛନ୍ତି । ଏନେଇ ଶ୍ରୀଯୁକ୍ତ ବାଗଚି୍ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଇସ୍ତଫା ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।…