Latest Odisha News

BREAKING NEWS

Browsing Tag

Sudam Marndi

ଶିମିଳିପାଳରେ ଫରେଷ୍ଟରଙ୍କୁ ଗୁଳି ଘଟଣା, ମନ୍ତ୍ରୀଙ୍କୁ ଘେରିଲେ ଲୋକେ

ବାରିପଦା: ମୟୂରଭଞ୍ଜରେ ମନ୍ତ୍ରୀଙ୍କୁ ବିରୋଧ । ଶବ ସତ୍କାର ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କୁ ଘେରିଛନ୍ତି ଲୋକେ । ଶୁକ୍ରବାର ରାତିରେ ଶିମିଳିପାଳ ଅଭୟାରଣ୍ୟରେ ଶିକାରୀଙ୍କ ଗୁଳିରେ ଫରେଷ୍ଟର ମାଟି ହାଁସଦାଙ୍କ ମୃତ୍ୟୁ ହୋଇଥିଲା । ଆଜି ତାଙ୍କ ଶେଷକୃତ୍ୟରେ ଯୋଗ…

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ କରୋନା

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି । ଏନେଇ ଖୋଦ୍ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି । ଫେସବୁକରେ ପୋଷ୍ଟ କରି ମନ୍ତ୍ରୀ ସୁଦାମ ମାର୍ଣ୍ଡ୍ରି ଲେଖିଛନ୍ତି ମୋର କରୋନା ପରୀକ୍ଷା ରିପୋର୍ଟ…

ସ୍ଥିତି ଦେଖି ଲକଡାଉନ୍ ନେଇ ନିଆଯିବ ପଦକ୍ଷେପ, ଚାଲିଛି ଅନୁଧ୍ୟାନ: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା କଟକଣାକୁ ବର୍ଷେ । ବର୍ଷେ ଭିତରେ କୋଭିଡ୍ ଯୁଦ୍ଧରେ ଓଡ଼ିଶା ଭଲ ସ୍ଥିତିରେ ରହିଛି । ଗତବର୍ଷ ମାର୍ଚ୍ଚ ୧୨ରେ ରାଜ୍ୟ କ୍ୟାବିନେଟ୍ ସଂଶୋଧିତ ମହାମାରୀ ଆଇନକୁ ମଞ୍ଜୁରୀ ଦେଇଥିଲା । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଗତବର୍ଷ ଆଜିର ଦିନରେ କରୋନା ମହାମାରୀକୁ…

ସୀମା ବିବାଦ ପ୍ରସଙ୍ଗ: ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଲୋଚନା, କିଏ କହିଲେ କଣ ?

ଭୁବନେଶ୍ୱର: ସୀମା ବିବାଦ ପ୍ରସଙ୍ଗରେ ବିଧାନସଭାରେ ଆଗତ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ଜାରି ରହିଛି । ବିରୋଧୀ ଦଳ ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି । ନିଜ ବିବୃତ୍ତିରେ ସେ କହିଛନ୍ତି, କୋରାପୁଟ ଜିଲ୍ଲା ଓ…