Latest Odisha News

BREAKING NEWS

Browsing Tag

Sulochna

ଧାରାବାହିକ ଉପନ୍ୟାସ : ସୁଲୋଚନା (୫୭)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଯେଉଁ ପୁତ୍ର ପିତାଙ୍କର ଆଦେଶ ଅବମାନନା କରେ ଈଶ୍ୱର ମଧ୍ୟ ତାଙ୍କୁ ଭଲପାଆନ୍ତି ନାହିଁ। ପ୍ରଭୁଙ୍କ ହାତରେ ମୃତ୍ୟୁ ହେଲେ , ମୋଠାରୁ ଅଧିକ ଭାଗ୍ୟବାନ ବା କିଏ ହେବ! ଯୁଦ୍ଧ କରି ବୀର ପରି ମୃତ୍ୟୁ ହେଉ। " ଏହିପରି କହି ମେଘନାଦ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୫୪)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ରାମ , ଲକ୍ଷ୍ମଣଙ୍କୁ ମୂର୍ଚ୍ଛିତ ଦେଖି କ୍ରୋଧରେ ଜର୍ଜରିତ ଜାମ୍ବବାନ ମେଘନାଦକୁ ଯୁଦ୍ଧ ପାଇଁ ଆମନ୍ତ୍ରଣ କଲେ। ମେଘନାଦ, ଜାମ୍ବବାନଙ୍କୁ ତ୍ରିଶୂଳରେ ଆଘାତ କରିବାକୁ ଆସିଲା। ବଳବାନ ଜାମ୍ବବାନ ତା' ହାତରୁ ତ୍ରିଶୂଳ ଛଡ଼ାଇ ନେଇ ତା'…

ଧାରାବାହିକ ଉପନ୍ୟାସ : ସୁଲୋଚନା (୫୩)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ମେଘନଦାଙ୍କୁ ବିଜୟର ଟୀକା ପିନ୍ଧାଇ ଦେଇ ତାଙ୍କୁ ସମରଭୂମିକୁ ମେଲାଣି ଦେଇଛନ୍ତି ସୁଲୋଚନା। ସ୍ୱାମୀଙ୍କର ସୁରକ୍ଷା ନିମିତ୍ତ ନିର୍ଜଳ ବ୍ରତ ପୂଜା ରଖିଛନ୍ତି। ନିରନ୍ତର ଵିଷ୍ଣୁଙ୍କର ନାମ ଜପ କରୁଛନ୍ତି। କେବଳ ମନ୍ଦୋଦରୀ ଜାଣନ୍ତି ସେ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୫୨)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ନବ ପ୍ରଭାତର ନଵ କିରଣ ରାମସେନାଙ୍କ ମନରେ ନଵ ଉନ୍ମାଦନା ଭରି ଦେଇଥିଲା। ଦ୍ଵିଗୁଣ ଉତ୍ସାହରେ ସେମାନେ ଯୁଦ୍ଧଭୁମିକୁ ଲମ୍ଫ ଦେଲେ। କୁମ୍ଭକର୍ଣ୍ଣଙ୍କୁ ରଣଭୂମିରେ ଦେଖି ବିଭୀଷଣ ତାଙ୍କ ଚରଣ ସ୍ପର୍ଶ କରି କହିଲେ, "ହେ ଜ୍ୟେଷ୍ଠ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୫)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ରାବଣର ସଭା। ମହାନ ମହାନ ଯୋଦ୍ଧା ବସିଛନ୍ତି। ସାଧାରଣ ବାନର ଓ ଭଲ୍ଲୁକ , ଅସାଧାରଣ ଶକ୍ତିଶାଳୀ ଅସୁରସେନାଙ୍କର ଏପରି ବିପର୍ଯ୍ୟୟ ଘଟାଇବେ ସେମାନେ କଳ୍ପନା ବି କରି ପାରି ନ ଥିଲେ। ଆଗାମୀ ଦିନର ରଣନୀତି କିପରି ହେବା ଉଚିତ ସେହି…

ଧାରାବାହିକ ଉପନ୍ୟାସ : ସୁଲୋଚନା (୪୦)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ମହାରାଣୀ ମନ୍ଦୋଦରୀ ଅତ୍ୟନ୍ତ ଭୟଭୀତା ହୋଇ କ୍ରନ୍ଦନ କରିବାକୁ ଲାଗିଲେ ଏବଂ ରାବଣକୁ ଅନୁନୟ ହୋଇ କହିଲେ, " ହେ ନାଥ ! ଶ୍ରୀରାମଙ୍କୁ ଏକ ସାଧାରଣ ମନୁଷ୍ୟ ଭାବିବାର ଭୁଲ କରନ୍ତୁ ନାହିଁ। ଜିଦ୍ ତ୍ୟାଗ କରି ରଘୁକୁଳ ଶିରୋମଣି…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୫)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଏପଟେ ସୂର୍ପଣଖା ପଡ଼ିଗଲେ ବିଦ୍ୟୁତ୍ ଜିହ୍ଵାଙ୍କ ପ୍ରେମରେ। ଏହାର ଲାଭ ଉଠାଇ ବିଦ୍ୟୁତୄ ଜିହ୍ଵା କୂଟନୀତି ପ୍ରୟୋଗ କରି ସୂର୍ପଣଖା ସହ ବିବାହ କରିନେଲେ। ରାକ୍ଷସ ଓ ଦାନବ ଚିରକାଳ ପରସ୍ପରର ଶତ୍ରୁ। ତେଣୁ ବିଦ୍ୟୁତ୍ ଜିହ୍ଵା…

ଧାରାବାହିକ ଉପନ୍ୟାସ : ସୁଲୋଚନା (୩୦)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଅନେକ ସମୟ ବିତି ଯାଇଥିଲା ସରମାଙ୍କ ନିକଟରେ। ସନ୍ଧ୍ୟା ଆଗତପ୍ରାୟ। ସୁଲୋଚନାଙ୍କର ଅତିଶୟ ଆଗ୍ରହ ଦେଖି ସରମା ତାଙ୍କୁ ରାବଣ ଅତୀତରେ ପ୍ରାପ୍ତ ହୋଇଥିବା ଅଭିଶାପ ବିଷୟରେ ଶୁଣାଉଥିଲେ। ଏହି ସମୟରେ ସୁଲୋଚନାଙ୍କର ଦାସୀ ଆସି ଜଣେଇଲେ ଯେ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୬)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ କ୍ରୋଧିତା ବେଦବତୀ ତତ୍କ୍ଷଣାତ୍ କେଶକୁ ନିଜ କମରରେ ବାନ୍ଧି ରଖିଥିବା ଛୁରୀକା ଦ୍ୱାରା କାଟିଦେଲେ ଏବଂ ଅଭିଶାପ ଦେଇ କହିଲେ, ' ରେ ପାପୀ! ମୋତେ ସ୍ପର୍ଶ କରିବା ପରେ ଏ ଶରୀର ଆଉ ରଖିବାର ସ୍ପୃହା ନାହିଁ। ମୁଁ ଏହିକ୍ଷଣି ଏ ଶରୀରକୁ…

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୨)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ସୁଲୋଚନାଙ୍କର ଆତ୍ମୀୟତାରେ ଛଳ ଛଳ ହୋଇଗଲା ସୀତାଙ୍କର ବେନି ନୟନ। ସେ କରୁଣ କଣ୍ଠରେ କହିଲେ, " ଛଳନା କରି ଦୁଷ୍ଟ ରାବଣ ମୋତେ ସ୍ୱାମୀଙ୍କ ଅନୁପସ୍ଥିତିରେ ହରଣ କରି ଆଣିଛି। ରଘୁବୀର ସ୍ୱୟଂ ଆସି ତାକୁ ଯୁଦ୍ଧରେ ପରାଜିତ କରି ମୋତେ…