ଧାରାବାହିକ ଉପନ୍ୟାସ : ସୁଲୋଚନା (୨୧)
ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ପଲକକୁ ସାମାନ୍ୟ ଉଠାଇ ଚାହିଁଲେ ସୀତା। ଲାକ୍ଷାରଞ୍ଜିତ ସୁନ୍ଦର ଛୋଟ ଛୋଟ ଚରଣ ଦୁଇଟି। ସୁବର୍ଣ୍ଣ ନୂପୁର ଲାଜେଇ ଯାଉଛି ସେହି ମନୋହର ଚରଣର ସୌନ୍ଦର୍ଯ୍ୟ ସମ୍ମୁଖରେ। ଲଙ୍କାକୁ ଆସିବା ପରଠାରୁ ସେ କେବଳ ଭୟଙ୍କର ରାକ୍ଷସୀମାନଙ୍କୁ…