ଶିଶୁ ଗଳ୍ପ : ଗୁଲୁର ଛୋଟିଆ ପ୍ରୟାସ
ସୁନୀତା ପ୍ରଧାନ
ଏଇ ଏବେ ଏବେ କିଛି ଦିନ ତଳେ ଅରୁଣା ,ଦୀପକ୍ ,ଜେଜେବାପା ,ଜେଜେମାଙ୍କ ସହ ଗୁଲୁ ପୁରୀଓ କୋଣାର୍କ ବୁଲି ଯାଇ ଥିଲା। ପୁରୀ ହେଉଛି ଓଡ଼ିଶାର ଆରାଧ୍ୟ କୋଟି ଓଡ଼ିଆଙ୍କ ପ୍ରାଣ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର କ୍ଷେତ୍ର। ଶ୍ରୀ ମନ୍ଦିରର ଅପୂର୍ବ କାରୁକାର୍ଯ୍ୟ ଦେଖି ଗୁଲୁର…