Latest Odisha News

BREAKING NEWS

Browsing Tag

Sunita Pradhan

ଶିଶୁ ଗଳ୍ପ : ଗୁଲୁର ଛୋଟିଆ ପ୍ରୟାସ

ସୁନୀତା ପ୍ରଧାନ  ଏଇ ଏବେ ଏବେ କିଛି ଦିନ ତଳେ ଅରୁଣା ,ଦୀପକ୍ ,ଜେଜେବାପା ,ଜେଜେମାଙ୍କ ସହ ଗୁଲୁ ପୁରୀଓ କୋଣାର୍କ ବୁଲି ଯାଇ ଥିଲା। ପୁରୀ ହେଉଛି ଓଡ଼ିଶାର ଆରାଧ୍ୟ କୋଟି ଓଡ଼ିଆଙ୍କ ପ୍ରାଣ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର କ୍ଷେତ୍ର। ଶ୍ରୀ ମନ୍ଦିରର ଅପୂର୍ବ କାରୁକାର୍ଯ୍ୟ ଦେଖି ଗୁଲୁର…

ଗଳ୍ପ : ଗାନ୍ଧୀବାଦୀ

ସୁନୀତା ପ୍ରଧାନ  ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ଜଣେ ପରମ ଗାନ୍ଧୀ ଭକ୍ତ ହେଉଛନ୍ତି ବିପ୍ଳବ ବାବୁ। ସତ୍ୟ, ଅଂହିସା ର ପୃଷ୍ଠ ପୋଷକ ତଥା ଦୁର୍ନୀତି ଲାଞ୍ଚ ମିଛ ଖଚକୁ ଖୁବ୍ ଘୃଣା କରୁଥିବା ଏ ଯୁଗର ଏକ ବିରଳ ବ୍ୟକ୍ତିତ୍ଵ । ପେଶାରେ ଜଣେ ପ୍ରାଥମିକ ଶିକ୍ଷକ ବିପ୍ଳବ…

ଗଳ୍ପ : ରାକ୍ଷୀ

ସୁନିତା ପ୍ରଧାନ ଆଜି ରାକ୍ଷୀ ପୂର୍ଣ୍ଣିମା। ଯେତେ ଯାହା କାମ ଥିଲେ ମଧ୍ୟ ଆଜି ଦିନରେ ଯେମିତି ହେଲେ ଭାଇ ଆସିବ ତା ହାତରୁ ରାକ୍ଷୀବାନ୍ଧିବା ପାଇଁ । ଭାଇ ଭଉଣୀ ପବିତ୍ର ସମ୍ପର୍କର ଏକ ସୁଦୃଢ଼ ସେତୁବନ୍ଧ ଏହି ରାକ୍ଷୀ ।ତେଣୁ ଭାଇପସନ୍ଦର ଖିରୀ, କାକରା, ଚିତଉ ଭଳି ଆଦି କିଛି ଖାଇବା…

ଗଳ୍ପ : ରଜ

ସୁନୀତା ପ୍ରଧାନ  ସଜବାଜ ଲିପି ଏ ଲିପି । ଉଠ ଆଜି ପରା ଦିନରେ ଏତେ ବେଳ ଯାଏଁ ଶୋଇଛୁ। ଆଜି ପରା ପହିଲି ରଜ।ଯା ଉଠେ, ଫ୍ରେସ ହୋଇ ଏ ନୂଆ ଡ୍ରେସ ପିନ୍ଧି ,ମୁଣ୍ଡ କୁଣ୍ଡେଇ,ମୁହଁରେ ଏ ବିନ୍ଦିଟା ଲଗେଇ ପାଦରେ ଅଳତା ଟିକେ ପିନ୍ଧି ସଜ ହୋଇଯା। ମମି କଥା ଶୁଣି ଚମକି ଉଠି ପଡ଼ିଲା ମମି…