Latest Odisha News
Browsing Tag

Suspension

ନିଲମ୍ବିତ ହେବା ପରେ ପ୍ରତିକ୍ରିୟା ରଖିଲେ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ

ନୂଆଦିଲ୍ଲୀ: ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ୍ ଙ୍କୁ ୧୮ ମାସ ପାଇଁ ସସପେଣ୍ଡ କରିଛି ବିଶ୍ବ ବ୍ୟାଡମିଣ୍ଟନ ଫେଡେରେସନ। ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରମୋଦ ଭଗତ୍‌ଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ହେବା ପରେ ସେ ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସୋସିଆଲ…

ନିଲମ୍ବନ ନେଇ ମୁହଁ ଖୋଲିଲେ ଚିରଞ୍ଜୀବ ବିଶ୍ୱାଳ, କହିଲେ ‘କୁଚକ୍ରୀଙ୍କ ଚକ୍ରାନ୍ତରୁ କଂଗ୍ରେସକୁ ବଞ୍ଚାନ୍ତୁ’

ଭୁବନେଶ୍ୱର: ମୁଁ ଦଳ ବିରୋଧୀ କୌଣସି କାମ କରିନି, ବରଂ କଂଗ୍ରେସର ହାତମୁଠାକୁ ସୁଦୃଢ଼ କରିବାକୁ କାମ କରୁଥିଲି । ଏଆଇସିସି ଦ୍ୱାରା ଦଳରୁ ନିଲମ୍ବିତ ହେବା ପରେ ପ୍ରେସମିଟରେ ଏଭଳି କହିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି, ମୋତେ ଦଳ ଠାରୁ ଦୂରେଇ ଦେବା ପାଇଁ…

ଭଉଣୀ ରଙ୍ଗୋଲିଙ୍କ ମାମଲାରେ ମୁହଁ ଖୋଲିଲେ କଙ୍ଗନା ରଣାୱତ୍ !

ମୁମ୍ବାଇ: ଇନ୍‌ଷ୍ଟାଗ୍ରମରେ ଭିଡିଓ ଶେୟାର କଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍ । ଭଉଣୀ ରଙ୍ଗୋଲିଙ୍କ ବିବାଦୀୟ ଟୁଇଟ୍ ପରେ ଟୁଇଟର ତାଙ୍କ ଆକାଉଣ୍ଟକୁ ସସ୍ପେଣ୍ଡ କରିଥିଲା । ଏ ନେଇ ଟୁଇଟରକୁ ବନ୍ଦ କରିବା ଲାଗି କଙ୍ଗନା ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି । …

ମହଙ୍ଗା ପଡ଼ିଲା ଇନଭର୍ଟର୍ କମ୍ପାନୀଙ୍କ ସହ ସଉଦା; ଲାଞ୍ଚନେବା ଅଭିଯୋଗରେ ୬ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ୱର: ନିକଟରେ ଏକ ସମାଚାର ଏଜେନ୍ସି ଦ୍ୱାରା କରାଯାଇଥିବା ଷ୍ଟ୍ରିଙ୍ଗ ଅପରେସନ୍ ପରେ ଓଡିଶା ସରକାର ୨ଟି ବିଦ୍ୟୁତ୍ ବିତରଣ କମ୍ପାନୀ (ଡିସକୋମ୍)ର ୬ଜଣ କନିଷ୍ଠ ଇଞ୍ଜିନିୟର (ଜେଇ)ଙ୍କୁ ନିଲମ୍ବିତ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ପଇସା ନେଇ ଅବୈଧ ଭାବେ ବିଦ୍ୟୁତ୍ କାଟ୍…

ଯୁବକଙ୍କୁ ମାଡମାରି ନିଲମ୍ବିତ ହେଲେ ପୋଲିସ ବାବୁ, ଦେଖନ୍ତୁ ଭିଡିଓ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଜଣେ ଯୁବକଙ୍କୁ ଗାଳିଗୁଲଜ ତଥା ସର୍ବସମ୍ମୁଖରେ ମାଡ ମାରିବା ଘଟଣାରେ ଗୁରୁବାର ଦିନ ରିଜର୍ଭ ପୋଲିସର ଜଣେ କନେଷ୍ଟବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। https://youtu.be/ynJV7S2Hnd4 ପ୍ରାପ୍ତ ସୂଚନାନୁଯାୟୀ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକର ତିନି ଜଣ…