Latest Odisha News

BREAKING NEWS

Browsing Tag

Suspension

ନିଲମ୍ବନ ନେଇ ମୁହଁ ଖୋଲିଲେ ଚିରଞ୍ଜୀବ ବିଶ୍ୱାଳ, କହିଲେ ‘କୁଚକ୍ରୀଙ୍କ ଚକ୍ରାନ୍ତରୁ କଂଗ୍ରେସକୁ ବଞ୍ଚାନ୍ତୁ’

ଭୁବନେଶ୍ୱର: ମୁଁ ଦଳ ବିରୋଧୀ କୌଣସି କାମ କରିନି, ବରଂ କଂଗ୍ରେସର ହାତମୁଠାକୁ ସୁଦୃଢ଼ କରିବାକୁ କାମ କରୁଥିଲି । ଏଆଇସିସି ଦ୍ୱାରା ଦଳରୁ ନିଲମ୍ବିତ ହେବା ପରେ ପ୍ରେସମିଟରେ ଏଭଳି କହିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ । ସେ କହିଛନ୍ତି, ମୋତେ ଦଳ ଠାରୁ ଦୂରେଇ ଦେବା ପାଇଁ…

ଭଉଣୀ ରଙ୍ଗୋଲିଙ୍କ ମାମଲାରେ ମୁହଁ ଖୋଲିଲେ କଙ୍ଗନା ରଣାୱତ୍ !

ମୁମ୍ବାଇ: ଇନ୍‌ଷ୍ଟାଗ୍ରମରେ ଭିଡିଓ ଶେୟାର କଲେ ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍ । ଭଉଣୀ ରଙ୍ଗୋଲିଙ୍କ ବିବାଦୀୟ ଟୁଇଟ୍ ପରେ ଟୁଇଟର ତାଙ୍କ ଆକାଉଣ୍ଟକୁ ସସ୍ପେଣ୍ଡ କରିଥିଲା । ଏ ନେଇ ଟୁଇଟରକୁ ବନ୍ଦ କରିବା ଲାଗି କଙ୍ଗନା ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି । …

ମହଙ୍ଗା ପଡ଼ିଲା ଇନଭର୍ଟର୍ କମ୍ପାନୀଙ୍କ ସହ ସଉଦା; ଲାଞ୍ଚନେବା ଅଭିଯୋଗରେ ୬ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

ଭୁବନେଶ୍ୱର: ନିକଟରେ ଏକ ସମାଚାର ଏଜେନ୍ସି ଦ୍ୱାରା କରାଯାଇଥିବା ଷ୍ଟ୍ରିଙ୍ଗ ଅପରେସନ୍ ପରେ ଓଡିଶା ସରକାର ୨ଟି ବିଦ୍ୟୁତ୍ ବିତରଣ କମ୍ପାନୀ (ଡିସକୋମ୍)ର ୬ଜଣ କନିଷ୍ଠ ଇଞ୍ଜିନିୟର (ଜେଇ)ଙ୍କୁ ନିଲମ୍ବିତ କରିଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ପଇସା ନେଇ ଅବୈଧ ଭାବେ ବିଦ୍ୟୁତ୍ କାଟ୍…

ଯୁବକଙ୍କୁ ମାଡମାରି ନିଲମ୍ବିତ ହେଲେ ପୋଲିସ ବାବୁ, ଦେଖନ୍ତୁ ଭିଡିଓ

ବୌଦ୍ଧ: ବୌଦ୍ଧ ଜିଲ୍ଲାରେ ଜଣେ ଯୁବକଙ୍କୁ ଗାଳିଗୁଲଜ ତଥା ସର୍ବସମ୍ମୁଖରେ ମାଡ ମାରିବା ଘଟଣାରେ ଗୁରୁବାର ଦିନ ରିଜର୍ଭ ପୋଲିସର ଜଣେ କନେଷ୍ଟବଳଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। https://youtu.be/ynJV7S2Hnd4 ପ୍ରାପ୍ତ ସୂଚନାନୁଯାୟୀ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକର ତିନି ଜଣ…