ଅନୁବାଦ ଗଳ୍ପ : ସାଧାରଣ ଲୋକ
ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୭
ମୂଳ ହିନ୍ଦୀ: ଶ୍ରବଣ କୁମାର
ମୁଁ ଜାଣେନା ପ୍ରକୃତରେ କେଉଁ ଘଟଣାରୁ ଏପରି ବିବାଦର ସୂତ୍ରପାତ ଘଟିଥିଲା । । କିନ୍ତୁ ମୋ ମନ ଭିତରେ ଗୋଟିଏ ପରେ ଗୋଟିଏ ଘଟଣା ଉଙ୍କି ମାରୁଥିଲା । ସେଇ ଏକା ରାସ୍ତା, ସେଇ ଏକା ଗଳି, ସେଇ ଏକା ପଡ଼ୋଶୀ,…