Latest Odisha News

BREAKING NEWS

Browsing Tag

Suvendu Adhikari

‘ବାଲେଶ୍ଵର ଟ୍ରେନ ଦୁର୍ଘଟଣା ପଛରେ ତୃଣମୂଳ କଂଗ୍ରେସର ହାତ’

ଭୁବନେଶ୍ୱର: ଓଡ଼ିଶାର ବାଲେଶ୍ଵର ଟ୍ରେନ ଦୁର୍ଘଟଣା ଦେଶର ଏକ ପ୍ରମୁଖ ରାଜନୈତିକ ପ୍ରସଙ୍ଗ ପାଲଟିଛି। ଗୋଟିଏ ପଟେ ଏହି ଦୁର୍ଘଟଣାର ସିବିଆଇ ତଦନ୍ତ ଆରମ୍ଭ ହୋଇଥିବା ବେଳେ ବିରୋଧୀ କିନ୍ତୁ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ତୃଣମୂଳ କଂଗ୍ରେସ ସିବିଆଇ ତଦନ୍ତ ପ୍ରସଙ୍ଗ ନେଇ ପ୍ରଶ୍ନ ଉଠାଇଥିବା…

ମମତାଙ୍କୁ ‘ରାଣୀ ମହୁମାଛି’ କହିଲେ ଶୁଭେନ୍ଦୁ !

ଭୁବନେଶ୍ୱର: ବିଜେପି ନଜରରେ ଏବେ ପଶ୍ଚିମବଙ୍ଗ ଓ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଜାତୀୟ ଦଳ ମାନ୍ୟତା କଟିବା ଯୋଗୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମମତା ଫୋନ କରିବା ଅଭିଯୋଗ ପ୍ରସଙ୍ଗ ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଛି। ଠିକ ଏଭଳି ସମୟରେ ବିଜେପି ନେତା ତଥା ପଶ୍ଚିମବଙ୍ଗର…

ଅମିତ ଶାହାଙ୍କୁ ଫୋନ୍ ଘଟଣାରେ ଶୁଭେନ୍ଦୁ ଅଧିକାରୀ ଓ ମମତା ବାନାର୍ଜୀ ମୁହାମୁହିଁ, ଉଭୟ ଦେଲେ ଖୋଲା ଚ୍ୟାଲେଞ୍ଜ୍ !

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ହରାଇବାରେ ବିଫଳ ହେଲେ ରାଜନୀତି ଛାଡିଦେବି। ଏଭଳି କହି ମମତାଙ୍କୁ ଖୋଲା ଚ୍ୟାଲେଞ୍ଜ୍ ଦେଇଛନ୍ତି ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ। ଶୁଭେନ୍ଦୁ କହିଛନ୍ତି, ଯଦି ଗଣତାନ୍ତ୍ରିକ ପଦ୍ଧତିରେ ମମତା ବାନାର୍ଜୀଙ୍କୁ…

ବିଜେପି ନେତା ଶୁଭେନ୍ଦୁ ଅଧୀକାରୀଙ୍କୁ ସିଆଇଡିର ସମନ

କୋଲକାତା: ବିଜେପି ନେତା ଶୁଭେନ୍ଦୁ ଅଧୀକାରୀଙ୍କୁ ସିଆଇଡିର ସମନ ଜାରି କରିଛି। ପଶ୍ଚିମବଙ୍ଗର କ୍ରାଇମବ୍ରାଞ୍ଚ ତଦନ୍ତ ବିଭାଗ (ସିଆଇଡି) ଶନିବାର ଦିନ ତାଙ୍କ ଅଙ୍ଗରକ୍ଷୀ ସୁଭବ୍ରତ ଚକ୍ରବର୍ତ୍ତୀଙ୍କ ମୃତ୍ୟୁ ସଂପର୍କରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧୀକାରୀଙ୍କୁ ଡକାଇଛି। ସୋମବାର ଦିନ ୧୧ ଟା…

ରିଲିଫ ସାମଗ୍ରୀ ଚୋରି ଅଭିଯୋଗରେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ଏଫଆଇଆର ଦାଖଲ

କୋଲକାତା: ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ନାଁରେ ଆସିଛି ସଙ୍ଗୀନ ଅଭିଯୋଗ। ରିଲିଫ ସାମଗ୍ରୀ ଚୋରି ଅଭିଯୋଗରେ ଶୁଭେନ୍ଦୁ ଅଧିକାରୀଙ୍କ ଏବଂ ତାଙ୍କ ଭାଇ ସୌମେନ୍ଦୁ ଅଧିକାରୀଙ୍କ ବିରୋଧରେ ଏଫ୍‌ଆଇଆର ଦାଖଲ ହୋଇଛି। ଟିଏମ୍‌ସି ପକ୍ଷରୁ ଏହି ଏହି ଏଫଆଇଆର ଦାଖଲ ହୋଇଥିବା ସୂଚନା…

ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ: ମମତାଙ୍କ ଭାଗ୍ୟ ପରୀକ୍ଷା

ପଶ୍ଚିମବଙ୍ଗ: ଆଜି ପଶ୍ଚିମବଙ୍ଗ ଓ ଆସାମରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ । ପଶ୍ଚିମବଙ୍ଗରେ ୩୦ ଓ ଆସାମରେ ୩୯ଟି ବିଧାନସଭା ଆସନରେ ମତଦାନ ଚାଲିଛି । ପଶ୍ଚିମବଙ୍ଗର ୩୦ ବିଧାନସଭା ଆସନ ମଧ୍ୟରେ ବହୁ ଚର୍ଚ୍ଚି ନନ୍ଦିଗ୍ରାମ ପାଇଁ ଆଜି ଭୋଟ୍ ପଡ଼ିବ । ଏଠାରେ…