Latest Odisha News

BREAKING NEWS

Browsing Tag

Tata Motors

ଆସନ୍ତା ମାସରୁ ମହଙ୍ଗା ହେବ କାର୍

ନୂଆଦିଲ୍ଲୀ: ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା ଏସୟୁଭି(suv) ଏବଂ କମର୍ସିଆଲ ଯାନର ମୂଲ୍ୟ ଆସନ୍ତା ବର୍ଷ ଜାନୁୟାରୀ ଠାରୁ ତିନି ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିବ। ମହିନ୍ଦ୍ରା ଏଣ୍ଡ ମହିନ୍ଦ୍ରା (ଏମ ଆଣ୍ଡ ଏମ) ତରଫରୁ କୁହାଯାଇଛି ଯେ, ମୂଲ୍ୟ ବୃଦ୍ଧିର କାରଣ ହେଉଛି କମୋଡିଟି ବସ୍ତୁର…

ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲା, ଇଡିରେ ହାଜର ହେଲେ ଆକାଶ ପାଠକ

ଭୁବନେଶ୍ୱର: ଇଡିରେ ହାଜର ହେଲେ ଆକାଶ ପାଠକ । ବହିଷ୍କୃତ IFS ଅଭୟକାନ୍ତ ପାଠକଙ୍କ ପୁଅ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜ ହୋଇଛନ୍ତି । ଟାଟା ମୋଟର୍ସରେ ଚାକିରି କରାଇ ଦେବା ନାଁରେ ଠକେଇ ମାମଲାରେ ଇଡିରେ ହାଜର ହୋଇଛନ୍ତି ଆକାଶ ପାଠକ । ଅଭିଯୋଗ ଅନୁସାରେ, ଟାଟା ମୋଟର୍ସ ପାସେଞ୍ଜର…

ଟାଟାର ସ୍ପଷ୍ଟୀକରଣ ‘ଆକାଶ କେବେ ବି ଟାଟାର କର୍ମଚାରୀ ନ ଥିଲେ’

ଭୁବନେଶ୍ୱର: ଆକାଶ ପାଠକଙ୍କୁ ନେଇ ପୁଣି ଥରେ ଟାଟା ମୋଟର୍ସର ସ୍ପଷ୍ଟୀକରଣ ଦେଇଛି । ଆକାଶ କେବେ ବି କମ୍ପାନିର କର୍ମଚାରୀ ନଥିଲେ କିମ୍ବା । ସ୍କାଏ କିଙ୍ଗ ସଂସ୍ଥା ସହ କମ୍ପାନିର କୌଣସି କାରବାର ନାହିଁ । ଏପରିକି ସ୍କାଏ କିଙ୍ଗ ଭାଉଚର ଉପରେ କେବେବି କମ୍ପାନି ଜିଏସଟି ଫେରସ୍ତ ଦାବି କରିନି…

ଆକାଶ ପାଠକ ଟାଟା ମୋଟର୍ସର କର୍ମଚାରୀ ନୁହନ୍ତି

ଭୁବନେଶ୍ୱର: ଆୟବହିର୍ଭୁତ ସମ୍ପତି ଠୁଳ ଓ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ହାରା ଗିରଫ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ସମ୍ପର୍କରେ ଆଜି ସଫେଇ ଦେଇଛି ଟାଟା ମୋଟର୍ସ । ପୂର୍ବରୁ ଆକାଶ ନିଜକୁ ଟାଟା ମୋଟର୍ସର ଏମଡି ବୋଲି କହୁଥିବା ବେଳେ ସେ…