Latest Odisha News
Browsing Tag

telangana

ନାଗା ଓ ସାମନ୍ଥାଙ୍କ ବିବାହ ବିଚ୍ଛେଦକୁ ନେଇ ମନ୍ତ୍ରୀଙ୍କ ବିବାଦୀୟ ବୟାନ

ଚେନ୍ନାଇ: ସାଉଥ୍ ସୁପରଷ୍ଟାର ନାଗା ଚେତନ୍ୟ ଓ ସାମନ୍ଥାଙ୍କ ବିବାହ ବିଚ୍ଛେଦକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ପ୍ରତ୍ୟାହାର କଲେ ତେଲେଙ୍ଗାନା ମନ୍ତ୍ରୀ କୋଣ୍ଡା ସୁରେଖା। ଏହାପୂର୍ବରୁ କୋଣ୍ଡା ସୁରେଖା ନାଗା ଚେତନ୍ୟ ଓ ସାମନ୍ଥାଙ୍କ ବିବାହ ବିଚ୍ଛେଦ ପଛରେ ବରିଷ୍ଠ ବିଆରଏସ ନେତା…

ପୋଲିସ ହେପାଜତରେ ତେଲଙ୍ଗାନା ବିଜେପି ମୁଖ୍ୟ, ପ୍ରତିଶୋଧ ନେଉଛି କି ବିଆରଏସ୍ ?

ହାଇଦ୍ରାବାଦ: ଦେଶରେ ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ୍ କରି ଇଡି, ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥା ମାଧ୍ୟମରେ ବିଜେପି ରେଡ୍ କରୁଥିବା ଅଭିଯୋଗ ହେଉଛି । ଅନ୍ୟପଟେ ତେଲଙ୍ଗାନା ବିଜେପି ମୁଖ୍ୟ ବନ୍ଦୀ ସଞ୍ଜୟ କୁମାରଙ୍କୁ ମଙ୍ଗଳବାର ରାତିରୁ ଉଠାଇ ନେଇଛି ପୋଲିସ । ତେବେ କାହିଁକି ବନ୍ଦୀ ସଞ୍ଜୟ…

ଭାରସାମ୍ୟ ହରାଇ କେନାଲକୁ ଖସିଲା କାର୍‌, ଆଖିବୁଜିଲେ ଗୋଟିଏ ପରିବାରର ୬ ସଦସ୍ୟ

ହାଇଦ୍ରାବାଦ: ରାସ୍ତାକଡ଼ର କଲର୍ଭଟକୁ ଧକ୍କା ଦେଲା କାର୍‌ । ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ତେଲେଙ୍ଗାନାର ସିଡ୍ଡିପେଟ ଜିଲ୍ଲା ଅନ୍ତର୍ଗତ ମୁନିଗଡାପା ଅଞ୍ଚଳରେ ଏପରି ଦୁଃଖଦ ଘଟଣା ଘଟିଛି। ସୂଚନା ଅନୁଯାୟୀ, ବେମୁଲାୱାଡାରେ ଥିବା ମନ୍ଦିର ଦର୍ଶନ ପାଇଁ ଯାଇଥିଲେ ପରିବାର…

ଡ୍ରୋନରେ ହେବ ଭ୍ୟାକ୍ସିନ୍ ଡେଲିଭରୀ, ଅନୁମତି ଦେଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ

ହାଇଦ୍ରାବାଦ: ଡ୍ରୋନରେ ହେବ ଭ୍ୟାକ୍ସିନ୍ ଡେଲିଭରୀ । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ତେଲଙ୍ଗାନାକୁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛି । ତେଲଙ୍ଗାନାକୁ ଏହି ଅନୁମତି ଏକ ବର୍ଷ ପାଇଁ ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ଦିଆଯାଇଛି । ତେବେ, ଡ୍ରୋନରେ ଭ୍ୟାକ୍ସିନ୍ ଡେଲିଭରୀ…

୨୫ ଦିନ ହେଲା ଥାନା ହାଜତରେ ୨ କୁକୁଡ଼ା ବନ୍ଦୀ

ହାଇଦ୍ରାବାଦ: ତେଲଙ୍ଗାନାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଯେଉଁଠି ଦୀର୍ଘ ୨୫ ଦିନ ହେଲା ଥାନା ହାଜତରେ ବନ୍ଦୀ ଅଛନ୍ତି ୨ଟି କୁକୁଡ଼ା । ଏବେ ସେମାନେ ହାଜତରୁ ମୁକ୍ତି ଅପେକ୍ଷାରେ ଅଛନ୍ତି । ଜୁଆ ଆଡ୍ଡାରେ ରେଡ୍ ବେଳେ ଜୁଆଡ଼ିଙ୍କୁ ଗିରଫ କରିବା ସହ କୁକୁଡ଼ାଙ୍କୁ ବି ଧରିଥିଲା ।…

କରୋନା ଲକ୍‌-ଡାଉନ୍‌; ୧୪୦୦ କିମି ଗାଡି ଚଳାଇ ପୁଅକୁ ଘରକୁ ଆଣିଲେ ରଜିଆ !

ତେଲେଙ୍ଗାନା: ଦେଶବ୍ୟାପୀ ଲକ୍‌-ଡାଉନ୍ ଘୋଷଣା । ହେଲେ ତେଲାଙ୍ଗାନାର ଜଣେ ମହିଳାଙ୍କୁ ଘରେ ରୋକିପାରିନଥିଲା କୌଣସି ନିୟମ । ନ୍ୟୁଜ ଏଜେନ୍ସି ANI ରିପୋର୍ଟ ଅନୁଯାୟୀ ତେଲେଙ୍ଗାନାର ସରକାରୀ ଶିକ୍ଷୟତ୍ରୀ ରଜିଆ ବେଗମ୍ । ସୋମବାର ସକାଳୁ ନିଜ ଦୁଇଚକିଆ ଯାନ ଧରି ଘରୁ ବାହାରିଥିଲେ । ପରଦିନ…