Latest Odisha News

BREAKING NEWS

Browsing Tag

Terrorist Attack

ରାଜଧାନୀରେ ଆତଙ୍କୀ ହମ୍‌ଲା ଆଶଙ୍କା; ହାଇ ଆର୍ଲଟରେ ପୋଲିସ

ନୂଆଦିଲ୍ଲୀ: ରାଜଧାନୀରେ ହୋଇପାରେ ବଡ଼ ଧରଣର ଆତଙ୍କୀ ହମ୍‌ଲା। ଏ ନେଇ ଶନିବାର ଦିନ ଦିଲ୍ଲୀ ପୋଲିସ କମିଶନର ତାଙ୍କ ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଦିଲ୍ଲୀ ପୋଲିସର ସୂଚନାନୁସାରେ, ପାର୍ବଣ ଋତୁରେ ଜାତୀୟ ରାଜଧାନୀରେ ଦିଲ୍ଲୀରେ ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ରହିଛି।…

ଆତଙ୍କବାଦୀ ଆକ୍ରମଣ, ୪ମୃତ

ସୋପୋର : ପୁଣି ଆତଙ୍କବାଦୀ ଆକ୍ରମଣ । ଏହି ଆକ୍ରମଣ ୪ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୨ଜଣ ପୋଲିସ ସହିଦ ହୋଇଥିବା ବେଳେ ୨ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଯାଇଛି । ଜମ୍ମୁ କାଶ୍ମୀରର ସୋପୋରରେ ଆତଙ୍କବାଦୀ ଆକ୍ରମଣ କରିଥିଲେ । ଏଥିରେ ଦୁଇ ଜଣ ପୋଲିସ ସହିଦ ହୋଇଯାଇଛନ୍ତି । ଏହି ଆକ୍ରମଣରେ…

ଶ୍ରୀନଗର ବଜାରରେ ଆତଙ୍କବାଦୀ ହମ୍‌ଲା, ୨ ଯବାନ ସହିଦ

ଶ୍ରୀନଗର: ପୁଣିଥରେ ଭାରତରେ ଆତଙ୍କବାଦୀ ହମ୍‌ଲା । ବ୍ୟସ୍ତବହୁଳ ଶ୍ରୀନଗର ବଜାରରେ ଆଜି ତିନି ଆତଙ୍କବାଦୀ ଖେଳିଥିଲେ ରକ୍ତର ହୋଲି । ଆତଙ୍କବାଦୀ ହମ୍‌ଲାରେ ଦୁଇ ଜଣ ଯବାନ ସହିଦ ହୋଇଥିଲାବେଳେ କାରରେ ଚମ୍ପଟ୍ ମାରିଥିଲେ ଆତଙ୍କବାଦୀ । ରିପୋର୍ଟ ଅନୁଯାୟୀ ଆଜି ଅପରାହ୍ନରେ ଖୁସୀପୋରାରେ…

ଅଷ୍ଟ୍ରିଆରେ ଆତଙ୍କୀ ହମଲା: ୬ଟି ସ୍ଥାନରେ ଆଖିବୁଜା ଗୁଳିମାଡ଼

ଭିଏନା: ଅଷ୍ଟ୍ରିଆର ରାଜଧାନୀ ଭିଏନାରେ ଆତଙ୍କବାଦୀ ଆକ୍ରମଣ । ହୋଟେଲରେ ପଶି ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ । ୬ଟି ସ୍ଥାନରେ ଆକ୍ରମଣ ହୋଇଥିଲା । ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୧୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା…

ଜମ୍ମୁ କଶ୍ମୀରରେ ଆତଙ୍କୀ ହମଲା, ଗୁଳି ବିନିମୟରେ ତିନି ଜଣ ସହିଦ

ଜମ୍ମୁ କଶ୍ମୀର ବାରମୂଳା ଜିଲ୍ଲାରେ ଆତଙ୍କବାଦୀ ହମଲା । ଦୁଇ ଜଣ ସିଆରପିଏଫ୍ ଓ ଜଣେ ପୋଲିସ ସହିଦ ହୋଇଛନ୍ତି । ସେମାନା ଭିତରେ ଅଛନ୍ତି ସିଆରପିଏଫ୍ ୧୧୯ ବାଟାଲିୟନର ଦୁଇ ଯବାନ ଓ ଜମ୍ମୁ କଶ୍ମୀର ପୋଲିସର ଜଣେ ଅଧିକାରୀ । ବାରମୂଳା ଜିଲ୍ଲାର କ୍ରେଇରି ଅଞ୍ଚଳରେ ସିଆରପିଏଫ୍ ପାର୍ଟି ଉପରେ…

ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ବିଲଡିଂରେ ଆତଙ୍କୀ ହମଲା

କରାଚି ସ୍ଥିତ ପାକିସ୍ତାନ ଷ୍ଟକ ଏକ୍ସଚେଞ୍ଜ ବିଲଡିଂରେ ଆତଙ୍କବାଦୀ ଆକ୍ରମଣ । ଏଥିରେ ପ୍ରାଥମିକ ଭାବରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ପାକିସ୍ତାନ ଗଣମାଧ୍ୟମର ତଥ୍ୟ ଅନୁସାରେ, ଜବାବୀ ହମଲାରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗୁଳି ବିନିମୟରେ ଆହତ ହୋଇଛନ୍ତି କିଛି…