Latest Odisha News

BREAKING NEWS

Browsing Tag

Test Cricket

ଚର୍ଚ୍ଚାରେ ଜୁରେଲଙ୍କ ଟାଟୁ

କୋଲମ୍ବୋ: କୋଲମ୍ବୋ ଟେଷ୍ଟରେ ଭାରତର ଦମ୍‌ଦାର ପ୍ରଦର୍ଶନ । ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଦିନରେ ଭାରତୀୟ କ୍ରିକେଟ ଦଳ ନିଜର ଦୃଢ଼ ସ୍ଥିତି ଜାହିର କରିଛି। ଦଳ ୯ ୱିକେଟ ହରାଇ ୫୦୩ ରନ୍‌ରେ ନିଜର ପ୍ରଥମ ଇନିଂସ ଘୋଷଣା କରିଛି। ଏହି ଇନିଂସର ପ୍ରମୁଖ ଆକର୍ଷଣ ଥିଲେ…

ତେନ୍ଦୁଲକରଙ୍କ ରେକର୍ଡ଼ ଭାଙ୍ଗିପାରିବେ ଏହି ଖେଳାଳି: ରିକି ପଣ୍ଟିଙ୍ଗ

ନୂଆଦିଲ୍ଲୀ: କ୍ରିକେଟରେ ସର୍ବାଧିକ ରନ୍ ସ୍କୋର କରିବାର ରେକର୍ଡ ଭାରତୀୟ କିମ୍ବଦନ୍ତୀ ସଚିନ୍ ତେନ୍ଦୁଲକରଙ୍କ ନାମରେ ରହିଛି। ଦୁଇ ଦଶନ୍ଧିରୁ ଅଧିକ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୧୫୯୨୧ ଟେଷ୍ଟ ରନ୍ ସ୍କୋର କରିଥିଲେ। ଅଷ୍ଟ୍ରେଲୀୟ ପୂର୍ବତନ ଅଧିନାୟକ ରିକି ପଣ୍ଟିଙ୍ଗ କହିଛନ୍ତି ଯେ…

ଟେଷ୍ଟ କ୍ରିକେଟରେ ୫ ଲକ୍ଷ ରନ ପୂରା କଲା ଇଂଲଣ୍ଡ, ତୃତୀୟ ସ୍ଥାନରେ ଭାରତ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରେ ଇଂଲଣ୍ଡ ୫ ଲକ୍ଷ ରନ ପୂର୍ଣ୍ଣ କରିଛି । ଏଥିସହ ବିଶ୍ୱର ପ୍ରଥମ ଟିମ୍ ହେବାର ଗୌରବ ମଧ୍ୟ ଅର୍ଜନ କରିଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୦୨୨ତମ ଟେଷ୍ଟ ଖେଳିବା ଅବସରରେ ଦଳ ଏହି ସଫଳତା ହାସଲ କରିଛି । ଅଷ୍ଟ୍ରେଲିଆ ୮୩୦ ଟେଷ୍ଟରେ ୪୩୨୭୦୬ ରନ…