ବିଭିନ୍ନ ରୋଗ ଦୂର କରେ ଶୁଖିଲା ନଡ଼ିଆ ଆସନ୍ତୁ ଜାଣିବା…
ଓଡ଼ିଶା ସମ୍ବାଦ ବ୍ୟୁରୋ : ଘରେ ଘରେ ନଡ଼ିଆର ଆବଶ୍ୟକତା ଅଧିକ ରହିଥାଏ । ସମସ୍ତେ ମଧ୍ୟ ନଡ଼ିଆ ଖାଇବାକୁ ଖୁବ୍ ପସନ୍ଦ କରିଥାନ୍ତି । ସାଧାରଣତଃ ନଡ଼ିଆ କିଛି ଦିନ ଦିନ ରହିବାପରେ ସେଥିରେ ଥିବା ପାଣି ଶୁଖିଯାଇଥାଏ ଫଳରେ ଲୋକେ ଏହି ନଡ଼ିଆକୁ ଫିଙ୍ଗି ଦେଇଥାଆନ୍ତି । କ’ଣ ଆପଣ ଜାଣିଛନ୍ତି…