Latest Odisha News

BREAKING NEWS

Browsing Tag

TRAFFIC RULE

ଅମାନିଆଙ୍କୁ ଫୁଲ ଓ ଚକୋଲେଟ୍ ଦେଲେ ଉପଜିଲ୍ଲାପାଳ

କାମାକ୍ଷାନଗର: ନବବର୍ଷ ପାଳନରେ ସମସ୍ତେ ମତୁଆଲା । କିଏ କ୍ଲବ ଯାଉଛି ତ ଆଉ କିଏ ପିକନିକ୍ । କାନ୍ଥରୁ କାଲେଣ୍ଡର ବଦଳିବା ସହ ବର୍ଷକୁ ବର୍ଷ ବଢ଼ି ଚାଲିଛି ମଣିଷର ବ୍ୟସ୍ତତା । ଅନେକ ସମୟରେ ଲୋକେ ବ୍ୟସ୍ତ ଭିତରେ ହେଉ ଅବା ଜାଣିଶୁଣି ସ୍ପିଡ୍ ଡ୍ରାଇଭିଂ କରିଥାନ୍ତି । ନିଜେ ମୃତ୍ୟୁମୁଖରେ…

ମୋବାଇଲରେ ଗପି ଗାଡି ଚଳାଇଲେ ବାତିଲ ହେବ ଲାଇସେନ୍ସ !

ଭୁବନେଶ୍ୱର: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଇଥିବା ବେଳେ ନିୟମ ଉଲଘଂନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ମଧ୍ୟ ଗଣିବାକୁ ପଡୁଛି । ଏହି ଟ୍ରାଫିକ୍ ନିୟମରେ ସାମିଲ ହୋଇଛି ଆଉ ଏକ ନିୟମ । ଏବେ ଗାଡି ଚଳାଇଲା ବେଳେ ମୋବାଇଲରେ କଥା ହେଲେ ଚାଲାଣ କଟିବା ସହ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ…

ଜାଣନ୍ତୁ, ଟ୍ୱିନସିଟିରେ କେତେ ରହିଛି ଗାଡି ଚଳାଇବାର ଗତି

ଭୁବନେଶ୍ୱର: ନୂଆ ମୋଟର ଯାନ ଅଧିନିୟମ ଅନୁଯାୟୀ ସାରା ରାଜ୍ୟରେ ଟ୍ରାଫିକ୍ ନିୟମ କଡାକଡି ଭାବେ ଲାଗୁ କରାଯାଇଛି । ଏହି ପରିପ୍ରେକ୍ଷୀରେ ଟ୍ୱିନସିଟି କଟକ ଓ ଭୁବନେଶ୍ୱରରେ କମିଶନରେଟ୍ ପୋଲିସ ପକ୍ଷରୁ ଗାଡିର ସ୍ପିଡ୍ ଧାର୍ଯ୍ୟ କରାଯାଇଛି । ଏନେଇ କମିଶନରେଟ୍ ପୋଲିସ ପକ୍ଷରୁ ଟ୍ୱିଟ୍ ମଧ୍ୟ…

ଜାଣନ୍ତୁ, କେଉଁ ଟ୍ରାଫିକ୍ ନିୟମ ନ’ମାନିଲେ ଆପଣଙ୍କୁ ଦେବାକୁ ପଡିବ ଜୋରିମାନା !

ଭୁବନେଶ୍ୱର: ଡିସେମ୍ବର ୧ ତାରିଖରୁ ଟ୍ରାଫିକ ନିୟମ ପୁଣିଥରେ କଡାକଡି ଭାବେ ଲାଗୁ କରିବାକୁ ସରକାର ସ୍ଥିର କରିଥିଲେ । ମାତ୍ର ଗୁରୁବାର ବିଧାନସଭାରେ ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଆହୁରି ୩ମାସ ଲାଗି ପାଇଁ ଟ୍ରାଫିକ୍‌ ନିୟମର କୋହଳ ଲାଗି ସମୟସୀମା ବୃଦ୍ଧି କରିଥିବା ନେଇ ସୂଚନା…

ଜାଣନ୍ତୁ, ପୂଜାରେ ରାଜଧାନୀର କେଉଁ ରୁଟରେ ଲାଗିବ ଟ୍ରାଫିକ୍ କଟକଣା

ଭୁବନେଶ୍ୱର: ଚଳିତ ବର୍ଷ ଶାରଦୀୟ ଦୁର୍ଗାପୂଜା ଅବସରରେ ହେବାକୁ ଥିବା ପ୍ରବଳ ଭିଡକୁ ନଜରରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ଭାରୀ ଯାନବାହନ ଚଳାଚଳ ଉପରେ ସାମାନ୍ୟ କଟକଣା ଜାରି କରାଯାଇଛି । ପୂଜା ମଣ୍ଡପ ତଥା ଦୋକାନ ବଜାରରେ ବଢୁଥିବା ଜନସମାଗମକୁ ଦେଖି ବ୍ୟାପକ ଟ୍ରାଫିକ ବନ୍ଦୋବସ୍ତ ମଧ୍ୟ…

ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆଜିଠୁ ଭୁବନେଶ୍ୱରରେ ଖୋଲିବ ୩ କ୍ୟାମ୍ପ

ଭୁବନେଶ୍ୱର: ଜନସାଧାରଣଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରିବା ଲାଗି ଭୁବନେଶ୍ୱରରେ ୩ଟି କ୍ୟାମ୍ପ ଅଫିସ୍ ଖୋଲିବ ପରିବହନ ବିଭାଗ । କଳ୍ପନା ଛକସ୍ଥିତ ବିଏମସି ଅଫିସ, ସହିଦ ନଗରସ୍ଥିତ ବିଏମସି ୱାର୍ଡ ଏବଂ ନାଲକୋ ଛକସ୍ଥିତ ବିଏମସି ଜୋନାଲ ଅଫିସରେ ଏହି ସବୁ କ୍ୟାମ୍ପ ଅଫିସ୍ ଖୋଲାଯାଇଛି ।…

ଟ୍ରାଫିକ୍ ନିୟମ୍ କଡାକଡି: ବାଇକ୍ ଚାଳକଙ୍କୁ ୨୨ ହଜାରରୁ ଅଧିକ ଫାଇନ୍

ବଲାଙ୍ଗିର: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଉଥିବା ବେଳେ ନିୟମ୍ ଉଲଘଂନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି । ଏହି ଟ୍ରାଫିକ୍ ନିୟମ୍ ଉଲଘଂନ ଅଭିଯୋଗରେ ରବିବାର ଦିନ ବଲାଙ୍ଗିରରେ ଜଣେ ବାଇକ୍ ଚାଳକ ଉପରେ ଲାଗିଛି ପ୍ରାୟ ୨୨ ହଜାର ୫୦୦ ଟଙ୍କାର ଜୋରିମାନା । ଉକ୍ତ…

ନୂଆ ଟ୍ରାଫିକ୍ ଆଇନ୍: ସମ୍ବଲପୁରରେ ଟ୍ରକକୁ ୬.୫୩ ଲକ୍ଷ ଜୋରିମାନା

ସମ୍ବଲପୁର: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଉଥିବା ବେଳେ ନିୟମ୍ ଉଲଘଂନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡୁଛି । ଏହି ଟ୍ରାଫିକ୍ ନିୟମ୍ ଉଲଘଂନ ଅଭିଯୋଗରେ ସମ୍ବଲପୁରରେ ଏକ ଟ୍ରକ୍ ଉପରେ ଲାଗିଛି ପ୍ରାୟ ୬.୫୩ ଲକ୍ଷ ଟଙ୍କାର ଜୋରିମାନା । ମିଳିଥିବା ସୂଚନାନୁଯାୟୀ ଏହା ଗତ…

ନରମିଲେ ସରକାର, କୋହଳ କଲେ ଟ୍ରାଫିକ ନିୟମ

ଭୁବନେଶ୍ୱର: ସାରଦେଶରେ ଲାଗୁହୋଇଥିବା ନୂଆ ଟ୍ରାଫିକ ନିୟମର କଡ଼ାକଡି ପାଳନକୁ ନେଇ ଜନ ଅସନ୍ତୋଷ ବ୍ୟାପିବା ପରେ ରାଜ୍ୟ ସରକାର ଏହାକୁ ସାମାନ୍ୟ କୋହଳ କରାଇଛନ୍ତି । ଗାଡି ଚାଳକମାନଙ୍କ ଠାରୁ ଏଥର ଏକାଧିକ ପ୍ରକାରର ଫାଇନ ବଦଳରେ କେବଳ ସିରିୟସ ଅଫେନ୍ସ କ୍ଷେତ୍ରରେ ଫାଇନ ଆଦାୟ କରାଯିବ ବୋଲି…