Latest Odisha News

BREAKING NEWS

Browsing Tag

trailer

‘RGV MISSING’ରେ ରାମ ଗୋପାଲ ବର୍ମା !

ତେଲେଙ୍ଗାନା: ଫିଲ୍ମ ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ଓରଫ RGV । ବିବାଦୀୟ ଫିଲ୍ମ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ଏହି ନିର୍ଦ୍ଦେଶକ ଶେଷରେ ଅଭିନୟ ଦୁନିଆରେ ପାଦ ଥାପିଛନ୍ତି । ପ୍ରଥମ ଥର ପାଇଁ ସେ ଏକ ଟଲିଉଡ୍ ଫିଲ୍ମରେ ଅଭିନୟ କରିବେ । ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲାବେଳେ ଟାଇଟଲ୍…

ଫିଲ୍ମ ଲକ୍ଷ୍ମୀ ବମରେ ଅକ୍ଷୟଙ୍କ ନିଆରା ଅନ୍ଦାଜ, ଟ୍ରେଲର ରିଲିଜ !

ମୁମ୍ବାଇ: ରିଲିଜ୍ ହୋଇଛି ଫିଲ୍ମ ଲକ୍ଷ୍ମୀ ବମ୍ ର ଟ୍ରେଲର । ଭର୍ସାଟାଇଲ୍ ଆକ୍ଟର ଅକ୍ଷୟଙ୍କ ଏକାଧିକ କିର୍ଦାର । କମେଡି ଓ ହରର ଛୁଙ୍କ ଜରିଆରେ ଏହି ଫିଲ୍ମର ଟ୍ରେଲରଟି ଖୁବ ଇମ୍ପ୍ରେସିଭ୍ ହୋଇପାରିଛି । ଫିଲ୍ମର ଲିଡ୍ ରୋଲ୍‌ରେ ଅକ୍ଷୟ ଓ କିଆରା ଆଡଭାନୀଙ୍କୁ ଦେଖିବାକୁ ମିଳିବ । ଅପେକ୍ଷାର…

ରିଲିଜ୍ ଅପେକ୍ଷାରେ ରକ୍ତ ରଂଜିତ ମିର୍ଜାପୁର ସିଜିନ୍‌-୨ !

ମୁମ୍ବାଇ: ମିର୍ଜାପୁର ୱେବ୍ ସିରିଜର ଫ୍ୟାନମାନଙ୍କ ପାଇଁ ଖୁସୀ ଖବର । ରିଲିଜ୍ ହେଲା ସିଜିନ୍‌-୨ର ଟ୍ରେଲର । ଏହି ବହୁ ପ୍ରତୀକ୍ଷିତ ୱେବ ସିରିଜକୁ ନେଇ ଦର୍ଶକ କାହିଁ କେବେଠୁ ଚାହିଁ ବସିଥିଲେ । ଶେଷରେ ଚଳିତମାସ ଆମାଜନ ପ୍ରାଇମ୍ ଭିଡିଓ ଓଟିଟି ପ୍ଲାଟଫର୍ମରେ ଏହା ଦର୍ଶକଙ୍କୁ ସାମ୍ନାକୁ ଆସିବ…

ହଲିଉଡକୁ “ବ୍ୟାଟମ୍ୟାନ୍‌” ରିଟର୍ଣ୍ଣ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ବ୍ୟାଟମ୍ୟାନ୍ ଫ୍ୟାନଙ୍କ ପାଇଁ ଖୁସି ଖବର । ହଲିଉଡକୁ ଫେରୁଛି ବ୍ୟାଟମ୍ୟାନ୍ । ଆଉ, ବଡ କଥା ହେଉଛି ହଲିଉଡ୍ ସ୍କ୍ରିନରେ ପୁଣି ଦେଖାଦେବେ ପୁରୁଣା ବ୍ୟାଟମ୍ୟାନ । ଅର୍ଥାତ୍ ପୁଣି ଫେରୁଛନ୍ତି ବ୍ୟାଟମ୍ୟାନ୍ ବେନ୍ ଆଫଲେକ୍ । ହଲିଉଡ୍‌ର ଲୋକପ୍ରିୟ ସିରିଜ୍…

‘ବାଗି-୩’ର ଟ୍ରେଲର ରିଲିଜ; ଦମଦାର ଲୁକରେ ଟାଇଗର

ମୁମ୍ବାଇ: ରିଲିଜ ହୋଇଛି ଆକ୍ସନ ଷ୍ଟାର୍ ଟାଇଗର ଶ୍ରଫଙ୍କ ଅପକମିଂ ଫିଲ୍ମ ‘ବାଗି-୩’ର ଟ୍ରେଲର । ଏହା ଏକ ଆକ୍ସନ ଭିତ୍ତିକ ଫିଲ୍ମ । ଏହି ଫିଲ୍ମର ଲିଡ୍ ରୋଲରେ ଟାଇଗରଙ୍କ ସହ ଶ୍ରଦ୍ଧା ଓ ରିତେଶ ଦେଶମୁଖ ରହିଛନ୍ତି । ଜଣାଶୁଣା ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେୱାଲା ମଧ୍ୟ ଖାସ୍…

ରେକର୍ଡ଼ କଲା ‘ହାଉସଫୁଲ-୪’ ଟ୍ରେଲର୍; ୨ ଦିନରେ ଦେଖିଲେ ୩୪ କୋଟି ଦର୍ଶକ !

ମୁମ୍ବାଇ: ରିଲିଜ ହେଲା କମେଡି ସିନେମା 'ହାଉସଫୁଲ-୪'ର ଟ୍ରେଲର । ସୁପର କମେଡି ସହ ଜବରଦସ୍ତ ଡ୍ରାମାରେ ଭରପୁରଥିବା ଏହି ସିନେମାର ଟ୍ରେଲରକୁ ମିଳିଛି ଅଦ୍ଭୁତପୂର୍ବ ସମର୍ଥନ । ରବିବାର ରିଲିଜ ହୋଇଥିବା ଏହି ଟ୍ରେଲରକୁ ମାତ୍ର ୨ ଦିନରେ ଦେଖି ସାରିଲେଣି ପାଖାପାଖି ୩୪ କୋଟି ଥର ଦେଖା ସରିଲାଣି…

ରିଲିଜ୍‌ ହେଲା ଅକ୍ଷୟ କୁମାରଙ୍କ ‘ମିଶନ ମଙ୍ଗଲ’ର ଟ୍ରେଲର

ମୁମ୍ବାଇ: ଖିଲାଡି ବଏ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ମିଶନ ମଙ୍ଗଲ’ର ଟ୍ରେଲର ଗୁରୁବାର ଦିନ ରିଲିଜ୍‌ ହୋଇଛି । ଅକ୍ଷୟ କୁମାର ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି। ଟ୍ରେଲଟି ଏକଦମ ଧମାକାଦାର ହୋଇଛି । ଏହାକୁ ଦେଖିବା ପରେ ଫିଲ୍ମଟି ହିଟ୍‌ ହେବ ବୋଲି ସିନେ ସମୀକ୍ଷକ ମାନେ ମତ…