Latest Odisha News

BREAKING NEWS

Browsing Tag

Tribute

ବାରାଣାସୀରେ ଗଙ୍ଗା ଆରତୀବେଳେ ହୀରାବେନଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି

ବାରାଣାସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନଙ୍କ ଦେହାନ୍ତ ଖବର ସାରା ଦେଶକୁ ଦୋହଲାଇ ଦେଇଥିଲା । ଗତକାଲି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସନ୍ଧ୍ୟାରେ ବାରାଣାସୀରେ ଗଙ୍ଗା ଆରତୀ ବେଳେ ହୀରବେନଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି । ବିଶ୍ୱ ପ୍ରସିଦ୍ଧ ମା ଗଙ୍ଗାଙ୍କ…

ଟ୍ୱିଟ୍ ଜରିଆରେ ଇନ୍ଦିରା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ମୋଦୀ ନିଜ ଟ୍ୱିଟ ଜରିଆରେ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀରେ ଶ୍ରଦ୍ଧାସୁମନ ଜଣାଇଛନ୍ତି । Tributes to our former PM Mrs. Indira Gandhi…

‘ସଦୈବ ଅଟଳ’, ଭାରତରତ୍ନ ଅଟଳ ବିହାରୀ ବାଜପେୟୀଜୀଙ୍କ ପୁଣ୍ୟତିଥୀରେ ଶତଶତ ନମନ

ଭୂତପୂର୍ବ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କର ଆଜି ପୁଣ୍ୟତିଥି । ବାଜପେୟୀ ଥିଲେ ଜଣେ ରାଷ୍ଟ୍ରନୀତିଜ୍ଞ, ସୁବକ୍ତା ଏବଂ ପ୍ରସିଦ୍ଧ ହିନ୍ଦୀ କବି । ସ୍ୱାଧୀନ ଭାରତରେ ଅଟଳଜୀ ସମ୍ଭାଳିଥିଲେ ତିନିଥର ପ୍ରଧାନମନ୍ତ୍ରୀ ପଦ । ଜଣେ ଉଦାରବାଦୀ ନେତା ଭାବେ ବାଜପେୟୀ ଥିଲେ ବେଶ୍…

‘ଅଶୋକ ପଣ୍ଡାଙ୍କର କାର୍ଯ୍ୟଶୈଳୀ ଓ ଭାଇଚାରା ସାମ୍ବାଦିକମାନଙ୍କ ପାଇଁ ଅନୁକରଣୀୟ ହୋଇ ରହିବ’

ଭୁବନେଶ୍ୱର: ଫଟୋ ସାମ୍ବାଦିକ ଅଶୋକ ପଣ୍ଡାଙ୍କର ଦକ୍ଷତା କାର୍ଯ୍ୟ କରିବାର ଶୈଳୀ ଓ ତାଙ୍କର ଭାଇଚାରା ସାମ୍ବାଦିକ ମାନଙ୍କ ପାଇଁ ଅନୁକରଣନୀୟ ହୋଇ ରହିବ ବୋଲି ବିଶିଷ୍ଟ ବ୍ୟକ୍ତି ମାନେ କହିଛନ୍ତି । ସ୍ୱର୍ଗତ ପଣ୍ଡାଙ୍କର ଏକଦଶାହ ଅବସରରେ ସମୟ ପକ୍ଷରୁ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ…

ଗଲଓ୍ୱାନ ଘାଟି ସଂଘର୍ଷକୁ ପୂରିଲା ବର୍ଷେ; ଶ୍ରଦ୍ଧାଞ୍ଜଳି ଦେଲା ଭାରତୀୟ ସେନା

ନୂଆଦିଲ୍ଲୀ: ପୂର୍ବ ଲଦାଖ ସ୍ଥିତ ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ୍ ମଧ୍ୟରେ ହୋଇଥିବା ସଂଘର୍ଷକୁ ଆଜି ୧ ବର୍ଷ ପୂରିଛି। ଏହି ଅବସରରେ ଭାରତୀୟ ସେନା ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ୨୦୨୦ ମସିହା ଜୁନ୍ ୧୫ ତାରିଖରେ ଗଲଓ୍ୱାନ ଘାଟିରେ ଭାରତ ଓ ଚୀନ୍ ସେନା ମୁହାଁମୁହିଁ…