କେରଳରେ ମେ’ ୨୩ ପର୍ଯ୍ୟନ୍ତ ବଢ଼ିଲା ଲକ୍ଡାଉନ୍
କେରଳ : ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେରଳରେ ବଢ଼ିଲା ଲକଡାଉନ୍ । ମେ ୮ ତାରିଖରୁ ଲାଗୁ ହୋଇଥିବା ସମ୍ପୂର୍ଣ୍ଣ ଲକ୍ଡାଉନ୍ ଅବଧିକୁ ମେ ୨୩ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି ରାଜ୍ୟ ସରକାର । କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍ ଏନେଇ ଘୋଷଣା କରିଛନ୍ତି ।
ସେହିପରି ୪…